6 ଇ ସଃବୁ ଜେମଃନ୍ କଃର୍ତି ଆର୍ ଇସ୍ୱର୍କେ ନଃମାନ୍ତି ଇତାର୍ ଗିନେ ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ଆସେଦ୍ ।
6 ଇସ୍ବୁ କାମ୍ ଲାଗି ଇଶ୍ଵର୍ ରିସା ଅଇଦ୍।
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଅଃଦଃର୍ମେ ସଃତ୍କେ ବିରଦ୍ କଃର୍ତି ସେମଃନାର୍ ସବୁ ବିଟାଳ୍ ଆର୍ ଅଃଦଃର୍ମ୍ ବିରଦେ ସଃର୍ଗେ ହୁଣି ଇସ୍ୱରାର୍ ରିସା ସେମଃନାର୍ ଉହ୍ରେ ହଃଳୁଲି ।
ଅଃର୍ତ୍ ନୟ୍ଲା କଃତା କୟ୍ କେ ତୁମିକେ ନଃବୁଲ୍କାଅ, ବଃଲେକ୍ ଇରଃକମ୍ କଃରାବ୍ କାମ୍ ଗିନେ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ବଲ୍ ମାନ୍ତି ସେମଃନ୍କେ ଇସ୍ୱର୍ ଦଃଣ୍ଡ୍ ଦଃୟ୍ଦ୍ ।
ଇସ୍ୱରାର୍ ବଲ୍ ମାନା । ତୁମିମଃନାର୍ ହୁର୍ବାର୍ ନଃଜାଣ୍ତା ବଃଳାର୍ କଃରାବ୍ ବାବ୍ନା ହର୍ ନଃଉଆଁ,
ସେମଃନାର୍ ଆକି ଦାରିକାମ୍ କଃରୁକେ ବଃର୍ତି ଅୟ୍ ହାହ୍ କାମେ ହୁଣି ନଃଚାଡେ, ସେମଃନ୍ ଚଃନ୍ଚଃନ୍ ମଃନାର୍ ଲକମଃନ୍କେ ବୁଲ୍କାଉତି, ସେ ମଃନ୍କାର୍ ମଃନ୍ ଦଃନ୍ ଲାବାର୍ ଗିନେ ଦଃନ୍ଦି ଅଃଉତି, ସେମଃନ୍ ସାୟ୍ପ୍ ହାୟ୍ଲା ଲକାର୍ ହିଲାମଃନ୍ ।
ମଃତର୍ ବିଟାଳ୍ ଗୁଣାର୍ ଲକ୍, ଜଃତର୍ ମଃତର୍ କଃର୍ତା ଲକ୍, ନଃର୍ ମାର୍ତା ଲକ୍, ମୁର୍ତିହୁଜା କଃର୍ତା ଲକ୍, ମିଚ୍ କଃଉତା ଲକ୍ ଆର୍ ତାଳ୍ନା କଃର୍ତା ଲକ୍ମଃନ୍ ସଃବୁ ଗଃଳାର୍ ହଃଦାୟ୍ ରେତି ।