9 ଅଃବ୍କା ମାନାୟ୍ ରୁହାର୍ କ୍ରିସ୍ଟର୍ ତଃୟ୍ ଇସ୍ୱରାର୍ ଗୁଣ୍ ହୁରୁଣ୍ କଃରି ରଃୟ୍ ଆଚେ ।
9 କାଇତାକ୍ ଖ୍ରୀଷ୍ଟ ମାନାଇ ହ୍ର୍ ଅଇଲେକ୍ ହେଁ ସେ ହୁରାବାବେ ଇଶ୍ଵର୍ ରିଲା।
ସେ ବାବ୍ବାଣି ଅଃଉଁଲି, “ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉଁ ଇମାନୁଏଲ୍ ବଃଲି ସଃଙ୍ଗାଉତି ।” ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
ହଃଚେ ସେ ଗତିଦଃଙ୍ଗ୍ଳା କୟ୍ଲା, ଏ ସାଉକାର୍ ତର୍ ବଲ୍ ହଃର୍କାରେ କଃରାଜାୟ୍ ଆଚେ; ଅୟ୍ଲେକ୍ ହେଁ ଆରେକ୍ ଗାଦା ଲକାର୍ ଗିନେ ଟାଣ୍ ଆଚେ ।
ଆରେକ୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଗଃଗାଳ୍ ଦଃରି ଜିସୁର୍ ଉହ୍ରେ ଉତ୍ରି ଆସି ବଃସ୍ଲି; ଆର୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, “ତୁୟ୍ ଅଃମାର୍ ଲାଡାର୍ ହଅ, ତର୍ ତଃୟ୍ ଅଃମାର୍ ବଃଡେ ସଃନ୍ମତ୍ ।”
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
ତାର୍ ଦଃୟାର୍ ହୁର୍ନାର୍ ଗିନେ ଅଃମିମଃନ୍ ଆସିର୍ବାଦ୍ ହାୟ୍ଆଚୁ ହେଁ ଆସିର୍ବାଦ୍ ଉହ୍ରେ ଆସିର୍ବାଦ୍ ହାୟ୍ଆଚୁ ।
ଉବା ଆର୍ ମୁୟ୍ ଏକ୍ ।”
ମଃତର୍ ଜଦି ମୁୟ୍ ତାର୍ ଇଚା ହଃର୍କାରେ କାମ୍ କଃରୁଲେ, ତଃବେ ମକ୍ ବିସ୍ୱାସ୍ ନଃକେଲେକ୍ ହେଁ ଉବା ଜେ ମର୍ ତଃୟ୍ ଆଚେ ଆର୍ ମୁୟ୍ ଉବା ତଃୟ୍ ଆଚି, ଇରି ଜଃନ୍କଃରି ତୁମିମଃନ୍ ଜାଣାସ୍ ଆର୍ ବୁଜାସ୍ ଇତାର୍ ଗିନେ ମର୍ କାମ୍ ସଃବୁକ୍ ବିସ୍ୱାସ୍ କଃରା ।”
ମୁୟ୍ ଜେ ମର୍ ଉବାର୍ ତଃୟ୍, ଆରେକ୍ ତୁମିମଃନ୍ ମର୍ତଃୟ୍ ଆର୍ ମୁୟ୍ ତୁମାର୍ ତଃୟ୍ ଆଚି । ଇରି ସେଦିନ୍ ଆୟ୍ଲେକ୍, ତୁମିମଃନ୍ ଜାଣାସ୍ ।”
ଜଃନ୍କଃରି ସେମଃନ୍ ସଃବୁ ଲକ୍ ଗଟେକ୍ ଅଃଉତି ଇରି ମର୍ ପାର୍ତ୍ନା; ଏ ଉବା, ତୁୟ୍ ଜଃନ୍କଃରି ମର୍ ଲଃଗେ ଆଚ୍ସି ଆର୍ ମୁୟ୍ ତର୍ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍ ଲଃଗେ ରେଅତ୍, ଜଃନ୍କଃରି ତୁୟ୍ ମକ୍ ହଃଟାୟ୍ଲିସ୍ ବଃଲି ଜଃଗତ୍ ବିସ୍ୱାସ୍ କଃରେଦ୍ ।
ମଃତର୍ ଜିସୁ ତାର୍ ଅଃହ୍ଣାର୍ ଗଃଗାଳ୍ ମନ୍ଦିର୍କେ ଦଃକାୟ୍ ଇ କଃତା କୟ୍ରିଲା ।
ତଃବେ ଆମିମଃନ୍ ଇସ୍ୱରାର୍ ହିଲା ଅୟ୍ରିଲାକ୍ ଇସ୍ୱର୍ ହର୍ ମାନାୟ୍ ଗଃଳ୍ଲା ଆର୍ ବାବ୍ନା ହଃର୍କାରେ ଗେନି ରିଲାର୍ ସନା କି ରୁହା କି ଟେଳା ହର୍ ମଃନେ କଃରା ନାୟ୍
ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଟିକ୍ କଃଲା ହଃର୍କାରେ ହୟ୍ସି ନିଜେ ଇସ୍ୱରାର୍ ହୁର୍ନ୍ ଗୁଣ୍ ଦଃରେଦ୍ ।
ଇସ୍ୱର୍ ମାନ୍ତିର୍ ଗୁପ୍ତ୍ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି, କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା, ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା, ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା, ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା, ଜଃଗତେ ତାକ୍ ସଃତ୍ କଃଲାୟ୍, ଜଃଜ୍ମାନେ ସଃର୍ଗେ ଗଃଲା ।
ବଃଡ୍ ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତାର୍ କ୍ରିସ୍ଟଜିସୁର୍ ଜଃଜ୍ମାନ୍ ଦଃକୁକ୍ ଜାଗିରେଉନ୍ଦ୍, ଇତାର୍ ଗିନେ ବଃର୍ସା କଃରି ସିକ୍ୟା ଦେଉଁଲେ ।
ଆରେକ୍ ହେଁ ଅଃମିମଃନ୍ ଜାଣୁ ଜେ, ଇସ୍ୱରାର୍ ହୟ୍ସି ଆସି ଆଚେ ଆର୍ ସଃତ୍ ଇସ୍ୱର୍ ତାକେ ଜାଣୁକେ ଅଃମିମଃନ୍କ୍ ଗିଆନ୍ ଦଃୟ୍ ଆଚେ; ଆରେକ୍ ଅଃମିମଃନ୍ ସେ ସଃତ୍ ତଃୟ୍ ବଃଲେକ୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ରେଉଁଆ । ସେ ସଃତ୍ ଇସ୍ୱର୍ ଆର୍ ସେ ହଃକା ଅଃମ୍ବର୍ ଜିବନ୍ ।
ଆର୍ ଇ ତିନି ହଃକା ସାକି ଆଚ୍ତି ।