8 ସେ ହେଁ ପବିତ୍ର ଆତ୍ମା ଦିଲାର୍ ତୁମିମଃନାର୍ ଲାଡ୍ କଃତା ଅଃମିମଃନ୍କ୍ ଜାଣାୟ୍ ଆଚେ ।
8 ପବିତର୍ ଆତ୍ମା ତୁମୁକେ ଦେଇରିଲା ଲାଡ୍ ବିଷୟେ ସେ ଅମୁକ୍ମ୍ନ୍ କଇଲା ଆଚେ।
କାୟ୍ତାକ୍ବଃଲେକ୍ ଜାଣା ନଃହେଳ୍ତାର୍ କାୟ୍ରି ହେଁ ଲୁକ୍ଣେ ନାୟ୍, ଆର୍ ଜୁୟ୍ରି ଲୁକି ଆଚେ, ସେରି ହଃଦାୟ୍ ବାରାଉଁକ୍ ଲୁକି ଆଚେ ।
ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ପବିତ୍ର ଆତ୍ମା ଦିଲା ଲାଡାର୍ ଗିନେ ମୁୟ୍ଁ ବାୟ୍ବେଣିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲେ, ମର୍ ଗିନେ ସଃର୍ଦା ମଃନେ ପାର୍ତ୍ନା କଃରା ।
ଆର୍ ବଃର୍ସା ଦଃୟ୍କଃରି ଅଃମିମଃନ୍କ୍ ନିରାସ୍ ଅଃଉଁକେ ନଃଦେୟ୍ ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ପବିତ୍ର ଆତ୍ମା ଦଃୟ୍କଃରି ଅଃମାର୍ ମଃନ୍ ବିତ୍ରେ ତାର୍ ଲାଡ୍ ଦିଲା ଆଚେ ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍,
କ୍ରିସ୍ଟଜିସୁର୍ ତଃୟ୍ ତୁମିମଃନାର୍ ବିସ୍ୱାସ୍ ଆର୍ ସଃର୍ଗେ ତୁମିମଃନ୍କାର୍ ହାୟ୍ ସଃଙ୍ଗାୟ୍ଲା ବଃର୍ସା ର୍ଗିନେ ସଃବୁ ସାଦୁମଃନ୍କେ ତୁମିମଃନାର୍ ଲାଡ୍ ସୁଣି ଆଚୁ ।
କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟ୍ ଆଚେ ।
ଅଃବେ ତୁମିମଃନ୍ ସେତାର୍ ହଃଚେ ଜାତା ଲକ୍ ଅୟ୍ରିଲାକ୍, ନିଜ୍ ନିଜ୍କେ ନିର୍ମୁଳ୍ କଃରି ଆଚାସ୍, ତୁମିମଃନ୍ ସଃତ୍ ମାନିକଃରି ହେଟ୍କପଟିଆ ନଃୟ୍କଃରି ବାୟ୍ମଃନ୍କେ ଲାଡ୍ କଃର୍ତାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଆତ୍ମାକେ ନିର୍ମୁଳ୍ କଃରି ରିଲାକେ ମଃନ୍ ଦେୟ୍କଃରି ଏକ୍ମଃନେ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା ।