କଲସୀୟ 1:6 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍6 ଜୁୟ୍ ନିକ କବୁର୍ ତୁମିମଃନ୍ ହଃର୍ତୁ ସୁଣି ସଃତ୍ କଃଲାସ୍ ଆରେକ୍, ସେରି ଜଃନ୍କଃରି ସଃବୁ ଅଃବେ ଜଃଗତେ ଉର୍ଜି ଅଃଉଁଲି, ଆର୍ ଆସିର୍ବାଦ୍ ଆଣିଆଚେ ତୁମିମଃନ୍କେ ଜୁୟ୍ ଦିନ୍ ସେରି ସୁଣି ସଃତ୍କଃରି ଇସ୍ୱରାର୍ ଦଃୟାର୍ ବୁଦି ହାୟ୍ଲାସ୍, ସେଦିନ୍ହୁଣି ତୁମିମଃନାର୍ ବିତ୍ରେ ହେଁ ସେରକମ୍ ଅୟ୍ ଆସୁଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ6 ଜୁଇ ସୁବ୍କ୍ବର୍ ପର୍ଚାର୍ କ୍ଲାକେ ତୁମିମ୍ନ୍ ଇଶ୍ଵର୍ରାର୍ ଆଶିର୍ବାଦ୍ ବିଷୟେ ଶୁଣୁଲାସ୍ ଆର୍ ତାର୍ ସ୍ତ୍କେ ଜାଣୁଲାସ୍, ସେ ସୁବ୍କ୍ବର୍ ଅବେ ସ୍ବୁ ହୁର୍ତିବି ଲ୍ଗେ ପର୍ଚାର୍ ଅମ୍ଲି ଆର୍ ଦୟା ଆଣୁଲି। အခန်းကိုကြည့်ပါ။ |
ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।