କଲସୀୟ 1:5 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 ସେ ବଃର୍ସାର୍ କଃତା ତୁମିମଃନ୍ ନିକ କବୁରାର୍ ସଃତ୍ କଃତାୟ୍ ହୁର୍ବେ ସୁଣିଆଚାସ୍ । ସେରି ତୁମାର୍ ଗିନେ ସଃର୍ଗେ ସଃଙ୍ଗାୟ୍ ଅୟ୍ଆଚେ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ5 ଜ୍ଡେବ୍ଳ୍ ସ୍ତ୍ ସୁବ୍କ୍ବର୍ ତୁମାର୍ ଲ୍ଗେ ହ୍ର୍ତୁ ପର୍ଚାର୍ ଅଇଲି, ସ୍ଡେବ୍ଳ୍ ତୁମିମ୍ନ୍ ସେତିର୍ ଆଶାର୍ କ୍ତାଶୁଣି ରିଲାସ୍। အခန်းကိုကြည့်ပါ။ |
ମଃତର୍ ଜଃଡେବଃଳ୍ ମୁୟ୍ଁ ଦଃକ୍ଲେ ଜେ, ସେମଃନ୍ ନିକ କବୁରାର୍ ସଃତ୍ ହଃର୍କାରେ ନିର୍ମାୟା ବାବେ ଜିବନ୍ ନଃକାଟୁଲାୟ୍, ସଃଡେବଃଳ୍ ମୁୟ୍ଁ ସଃବ୍କାର୍ ଚଃମେ ପିତର୍ କୟ୍ଲା, ତୁୟ୍ ଜିଉଦି ଅୟ୍ ଜଦି ଜିଉଦି ମଃନ୍କାର୍ ହର୍ ଜିବନ୍ ନଃକାଟି ଅଜିଉଦିମଃନାର୍ ହର୍ ଜିବନ୍ କାଟ୍ସି, ତଃବେ ତୁୟ୍ କଃନ୍କଃରି ଅଜିଉଦିମଃନ୍କେ ଜିଉଦି ମଃନ୍କାର୍ ହର୍ ଜିବନ୍ କାଟୁକ୍ ବଃଳ୍ମାଡ୍ କଃରୁଲିସ୍ ?
ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।