ପେରିତ୍ 4:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ସେମଃନ୍ ରିସା ଅୟ୍ରିଲାୟ୍, କାୟ୍ତାକ୍ବଃଲେକ୍ ପେରିତ୍ମଃନ୍ ଲକ୍ମଃନ୍କେ ସିକ୍ୟା ଦେତି ରିଲାୟ୍ ଆର୍ ଜିସୁର୍ କଃତାକ୍ ଦଃରି ମଃଲା ଲକ୍ମଃନ୍ ଉଟ୍ତି ବଃଲି ପର୍ଚାର୍ କଃର୍ତି ରିଲାୟ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 ସେମ୍ନ୍ ପିତର୍କେ ଆର୍ ଯୋହନ୍କେ ବେସି ରିସା ଅଇଲାଇ, କାଇତାକ୍ ସେ ହ୍ଟାଇଲା ଚେଲାମ୍ନ୍ ଯୀଶୁ ମରିକ୍ରି ଜିଇ ଉଟିଆଚେ ବ୍ଲି ଲକ୍ମ୍ନ୍କେ ଶିକ୍ୟା ଦେତିରିଲାଇ, ଆର୍ ମ୍ଲା ଲକ୍ମ୍ନ୍ ଅନ୍କ୍ରି ବାଚ୍ତି ବ୍ଲି କ୍ଉତିରିଲାଇ। အခန်းကိုကြည့်ပါ။ |
ସେତି ଏପିକୁର ଆର୍ ସ୍ତଇକାର୍ କଃତିଗଟ୍ ଗୁରୁମଃନ୍ ହେଁ ତାର୍ସଃଙ୍ଗ୍ କଃତା କାଟାକାଟି ଅଃଉତିରିଲାୟ୍ ଆର୍ କେକେ କୟ୍ଲାୟ୍ “ଏ ବୁତେକ୍ କଃତା କଃଉ କାୟ୍ରି କଃଉଁକେ ମଃନ୍କଃରୁଲା ?” ଆର୍ କେକେ କୟ୍ଲାୟ୍, “ସେ ବିଦେସି ଦେବ୍ତା ମଃନାର୍ ପର୍ଚାର୍ କଃରୁଲା ବଃଲି ଜାଣାହଃଳୁଲି ।” କାୟ୍ତାକ୍ ବଃଲେକ୍ ପାଉଲ୍ ଜିସୁ ମଃରି ଉଟ୍ଲା କଃତା ପର୍ଚାର୍ କଃର୍ତିରିଲା ବଃଲି କୟ୍ଲାୟ୍ ।