ପେରିତ୍ 26:3 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 କାୟ୍ତାକ୍ବଃଲେକ୍ ତୁୟ୍ ଜିଉଦିମଃନାର୍ ସଃବୁ ରିତିବିଦି ଆର୍ କଃତା ସଃବୁ ନିକକଃରି ଜାଣ୍ସି, ଇତାକ୍ ମଃନ୍ ଦଃୟ୍ ମର୍ କଃତା ସୁଣୁକ୍ ତକେ ଗଃଉଆରି କଃରୁଲେ ।” အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ3 ସେତାର୍ଗିନେ ଯିହୁଦିମ୍ନ୍କାର୍ ରିତୀନିତୀ ଆର୍ ନିୟମ୍ ବିଷୟେ ତୁଇ ବ୍ଲ୍ବାବେ ଜାଣୁଲିସ୍, ଇତାର୍ଗିନେ କାନିକ୍ର୍ମ୍ ଅମ୍ଲେ, ସ୍ମ୍ବାଳିକ୍ରି ମର୍କ୍ତା ଶୁଣା। အခန်းကိုကြည့်ပါ။ |
ତିନିଦିନ୍ ଗଃଲାକେ ପାଉଲ୍ ଜିଉଦିମଃନାର୍ ବଃଡ୍ବଃଡ୍ ଲକ୍କେ କୁଦ୍ଲା ଆର୍ ସେମଃନ୍ ରୁଣ୍ଡ୍ଲାକ୍, ପାଉଲ୍ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲାର୍ ବାୟ୍ବେଣିମଃନ୍, ଅୟ୍ଲେକ୍ ହେଁ ମୁୟ୍ଁ ନିଜାର୍ ଲକ୍ ବିରଦେ କି ଅଃମାର୍ ଦାଦିବାବୁର୍ ରିତିବିଦି ବିରଦେ କାୟ୍ରି ନଃକେରି, ଅୟ୍ଲେକ୍ ହେଁ ଜିରୁସାଲମ୍ ତଃୟ୍ହୁଣି ରମିୟସମଃନାର୍ ଆତେ ସଃହ୍ରିଅୟ୍ଲେ ।