ପେରିତ୍ 24:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ପାଉଲ୍କେ କୁଦ୍ଲାକ୍ ତର୍ତୁଲ୍ ତାକେ ଦସ୍ଦଃରି କଃଉଁକେ ଦଃର୍ଲା, “ଏ ପେଲିକ୍ସ୍ ତର୍ ସାସନ୍ ତଃୟ୍ ହୁଣି ଅଃମିମଃନ୍ ଜେ ସୁସ୍ତାୟ୍ ଆଚୁ ଆରେକ୍ ତର୍ ରାଜ୍ କଃର୍ତା ବଃଳ୍ ଇ ଲକ୍ମଃନାର୍ ଗିନେ ଅଃମାର୍ ଦଃଳେ ନିକ ଉହ୍କାର୍ ମଃନ୍ ଅଃଉଁଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 ତାର୍ହ୍ଚେ ପାଉଲ୍କେ ସେତି କୁଦ୍ଲାଇ, ତର୍ତ୍ତୁଲ ଓକିଲ୍ ତାର୍ ବିରୁଦେ ରିଲା ସ୍ବୁ ଦସ୍କେ ଜାଣାଇଲା, “ହେ ମାନ୍ତି ହାଉତା ଫେଲିସ୍ ର୍ଜା, ତର୍ ଦ୍ରମେ ଅମିମ୍ନ୍ ଅବେହ୍ତେକ୍ ଶାନ୍ତି କ୍ରିଆଚୁ, ଆର୍ ଅମାର୍ ଦେଶାର୍ ବ୍ଲାର୍ ଗିନେ ତୁଇ ଗାଦା ସ୍ବୁ ବ୍ଲ୍କାମ୍ କ୍ରୁଲିସ୍, အခန်းကိုကြည့်ပါ။ |