ପେରିତ୍ 1:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ସେ ଜୁୟ୍ମଃନ୍କ୍ ପେରିତ୍ ବାବେ ବାଚିରିଲା ସେମଃନ୍କେ ସଃର୍ଗେ ଜାତା ଆଗ୍ତୁ ଜାତା ହଃତେକ୍ ପବିତ୍ର ଆତ୍ମାୟ୍ ସଃକ୍ତିଦଃୟ୍ ସଃର୍ଗେ ଗଃଲା । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 ସେ ଦିନ୍ ହ୍ତେକ୍ ଯୀଶୁ ଜୁଇସ୍ବୁ କାମ୍ କ୍ରୁକେ ଆର୍ ଶିକ୍ୟା ଦେମ୍କେ ଆରାମ୍ କ୍ରିରିଲା, ସେ ସ୍ବୁ ବିଷୟକେ ମୁଇ ହ୍ର୍ତୁର୍ ଶାସ୍ତରେ ଲେକ୍ଲେ ଆଚି। အခန်းကိုကြည့်ပါ။ |
“ଜଦି ତୁମିମଃନାର୍ କାନ୍ ଆଚେ, ତଃବେ ମଣ୍ଡ୍ଳିମଃନ୍କେ ପବିତ୍ର ଆତ୍ମା କାୟ୍ରି କଃଉଁଲି, ସେରି ସୁଣା । ଜେ ଜିଣେଦ୍, ତାକ୍ ମୁଁୟ୍ ଲୁକ୍ଣେ ରିଲା ମାନ୍ନା ଦଃୟ୍ନ୍ଦ୍ । ଆରେକ୍ ହେଁ ନଃଉଆଁ ନାଉଁ ଲେକା ଅୟ୍ରିଲା ଗଟେକ୍ ଦବ୍ ଟେଳା ସେମଃନ୍କେ ଦଃୟ୍ନ୍ଦ୍ ସେ ନଃଉଆଁ ନାଉଁ କାୟ୍ରି, ଟେଳା ଦଃର୍ତାର୍ ଲକ୍କେ ଚାଡି ବିନ୍ ଲକ୍ କେହେଁ ଜାଣୁ ନଃହାର୍ତି ।”