ପେରିତ୍ 1:16 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 “ବାୟ୍ବେଣିମଃନ୍, ଜୁୟ୍ ଇସ୍କାରିଅତ୍ ଜିଉଦା ଜିସୁକ୍ ଦଃର୍ତା ଲକ୍ମଃନ୍କେ ବାଟ୍ ଦଃକାୟ୍ରିଲା, ତାର୍ କଃତାକ୍ ପବିତ୍ର ଆତ୍ମା ଦାଉଦାର୍ ଟଣ୍ଡେ ଜାୟ୍ରି କୟ୍ରିଲି ସେ ସାସ୍ତର୍ କଃତା ହୁରୁଣ୍ ଅଃଉଁକେ ରିଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ16 “ମର୍ ବାଇମନ୍ ଜୁଇ ଯିହୁଦା ଯୀଶୁକେ ଶତ୍ରୁ ମ୍ନ୍କାର୍ ଆତେ ଦ୍ରାଇ ରିଲା, ତାର୍ ବିଷୟେ ପବିତର୍ ଆତ୍ମା ଆଗେ ଦାଉଦ୍ ର୍ଜାର୍ ତ୍ଇହ୍ଣି କଇରିଲା, ଦ୍ର୍ମ୍ ଶାସ୍ତରାର୍ ସେ କ୍ତା ହୁରା ଅଉତାର୍ ଲଡାରିଲି। အခန်းကိုကြည့်ပါ။ |
ସେମଃନାର୍ ସଃଙ୍ଗ୍ ରେତି ରିଲାବଃଳ୍ ମୁୟ୍ ସେମଃନ୍କେ ତର୍ ନାଉଁଆର୍ ସଃକ୍ତିୟେ ବାଚାୟ୍ ଆସିଆଚି, ଜୁୟ୍ ନାଉଁ ତୁୟ୍ ମକ୍ ଦଃୟ୍ଆଚ୍ସି; ଆର୍ ମୁୟ୍ ସେମଃନ୍କେ ଜଃଗ୍ରାତ୍ କଃରି ବାଚାୟ୍ ଆଚି ଆର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଜୁୟ୍ ଲକ୍ ନଃସ୍ଟ୍ ଅଃଉଁକେ ରିଲି ସେ ହଃକା ନଃସ୍ଟ୍ ଅୟ୍ଲା ଆଚେ ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ନଃସ୍ଟ୍ ନଃଉତି ।
ତିନିଦିନ୍ ଗଃଲାକେ ପାଉଲ୍ ଜିଉଦିମଃନାର୍ ବଃଡ୍ବଃଡ୍ ଲକ୍କେ କୁଦ୍ଲା ଆର୍ ସେମଃନ୍ ରୁଣ୍ଡ୍ଲାକ୍, ପାଉଲ୍ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲାର୍ ବାୟ୍ବେଣିମଃନ୍, ଅୟ୍ଲେକ୍ ହେଁ ମୁୟ୍ଁ ନିଜାର୍ ଲକ୍ ବିରଦେ କି ଅଃମାର୍ ଦାଦିବାବୁର୍ ରିତିବିଦି ବିରଦେ କାୟ୍ରି ନଃକେରି, ଅୟ୍ଲେକ୍ ହେଁ ଜିରୁସାଲମ୍ ତଃୟ୍ହୁଣି ରମିୟସମଃନାର୍ ଆତେ ସଃହ୍ରିଅୟ୍ଲେ ।