୨ ତିମତି 2:24 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍24 ମାପ୍ରୁର୍ ଗତିଦଃଙ୍ଗ୍ଳା ଗଃଣ୍ଡ୍ଗଳ୍ କଃର୍ତା ନିକ ନାୟ୍, ମଃତର୍ ସେ ସଃବୁ ଲକାର୍ ତଃୟ୍ ଦିର୍ ଆର୍ ନିକ ସିକ୍ୟା ଦେତା ଲକ୍ ଅଃଉତା ଦଃର୍କାର୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ24 ଇଶ୍ଵରାର୍ ଦ୍ଙ୍ଗ୍ଳା ଲାଗାଲାଗି ଅଉତାର୍ ଟିକ୍ନାଇ, ସେ ସ୍ବୁ ଲକ୍କେ ଶିକାମ୍ ହାର୍ତା ଲଡା, ସେ ଗଟେକ୍ ସ୍ମ୍ବାଳ୍ତା ଦ୍ଙ୍ଗ୍ଳା ଅଉତା ଦ୍ର୍କାର୍। အခန်းကိုကြည့်ပါ။ |
ଅୟ୍ଲେକ୍ ହେଁ ଅଃମିମଃନ୍ କ୍ରିସ୍ଟର୍ ପେରିତ୍ ଅୟ୍ ଆଚୁ ବଃଲି ଅଃମିମଃନ୍ ତୁମାର୍ ତଃୟ୍ହୁଣି ମାନ୍ତି ହାଉଁକ୍ ଦାବି କଃରୁକେ ହାର୍ଲୁହୁଣି, ମଃତର୍ ଅଃମିମଃନ୍ ତୁମିମଃନାର୍ ଲଃଗେ ସୁସାର୍ ଅୟ୍, ଆୟ୍ସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ତୁମାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ସେବାନ୍ୟା ତୁମାର୍ ସଃଙ୍ଗ୍ ଚାଲାଚାଲ୍ତି କଃରିରିଲୁ ।
ବଲେକ୍ ତୁମିମଃନ୍ ଜାୟ୍ରି ହାଉଁକେ ଇଚା କଃରି ରିଆସ୍, ମଃତର୍ ସେରି ହାଉଁ ନଃହାର୍ଲେକ୍; ତୁମିମଃନ୍ ଅଃତ୍ୟା କଃରୁକେ ତିଆର୍ ଅଃଉଁଲାସ୍, ଜାୟ୍ରି ହାଉଁକେ ତୁମାର୍ ଜଃବର୍ ଇଚା ଅୟ୍ଦ୍, ସେରି ନଃହାୟ୍ଲେକ୍ ତୁମିମଃନ୍ ଲାଗାଜଳା ଆର୍ ଜୁଜ୍ କଃରାସ୍ । ତୁମିମଃନ୍ ଇଚା କଃଲା ବିସୟ୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଇସ୍ୱର୍କେ ମାଗି ନଃରିଆସ୍ ।