୨ ତେସଲନିକି 1:3 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି, အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ3 ଏ ମର୍ ବାଇ ଆର୍ ବେଣିମ୍ନ୍ ଅମି ସ୍ବୁବ୍ଳ୍ ତୁମାର୍ ଗିନେ ଇଶ୍ଵର୍କେ ଦନ୍ୟବାଦ୍ ଜାଣାଇ ଆଚୁ। ଅମାର୍ ଗିନେ ଅନ୍କ୍ରି କ୍ର୍ତାର୍ ଅମି ଟିକ୍ ବ୍ଲି ବାବ୍ଲୁ। ତୁମାର୍ମ୍ନ୍କାର୍ ବିଶ୍ବାସ୍ ଜ୍ନ୍କ୍ରି ଅଦିକ୍ ବାଡି ଆଚେ, ଇରି ସ୍ତ୍ବ୍ଲି ଜାଣା ହ୍ଳୁଲି। အခန်းကိုကြည့်ပါ။ |
ମଃତର୍ ଅଃବେ ତିମତି ତୁମାର୍ ଲଃଗେ ହୁଣି ଅଃମିମଃନାର୍ ଲଃଗେ ବାଉଳି ଆସିଆଚେ, ଆର୍ ସେ ତୁମାର୍ ବିସ୍ୱାସ୍ ଆର୍ ଲାଡ୍ ବିସୟେ ସଃର୍ଦାର୍ କବୁର୍ ଆଣିଆଚେ । ସେ ଅଃମିମଃନ୍କେ ଜାଣାୟ୍ ଆଚେ, ତୁମିମଃନ୍କେ ସଃବୁବଃଳ୍ ଅଃମାର୍ ନିକ ଚିତା କଃରୁଲାସ୍ ଆର୍ ଅଃମିମଃନ୍ ଜଃନ୍କଃରି ତୁମିକେ ଦଃକୁକ୍ ମଃନ୍ କଃରୁଲୁ, ତୁମିମଃନ୍ ହେଁ ସେବାନ୍ୟା ଅଃମିମଃନ୍ ଦଃକୁକ୍ ମଃନ୍ କଃରୁଲାସ୍ ।
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ଇସ୍ୱର୍କେ ସଃର୍ଦା କଃରୁକେ କଃନ୍କଃରି ଜିବନ୍ କାଟ୍ତା କଃତା, ସେ କଃତା ତୁମିମଃନ୍ ଅଃମାର୍ ତଃୟ୍ହୁଣି ଜଃନ୍କଃରି ସିକ୍ୟା ହାୟ୍ରିଲାସ୍, ଟିକ୍ ସେନ୍କଃରି ତୁମିମଃନ୍କେ ଜିବନ୍ କାଟି ଆସୁଲାସ୍, ମଃତର୍ ଇତାର୍ ତଃୟ୍ହୁଣି କଃଣ୍ଡେକ୍ ଅଃଦିକ୍ କଃରୁକେ ତୁମିମଃନ୍କେ ଅଃବେ ମାପ୍ରୁ ଜିସୁର୍ ନାଉଁଏ ଗଃଉଆରି କଃରି ସାସ୍ ଦେଉଁଲୁ ।