୨ ତେସଲନିକି 1:10 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍10 ମଃତର୍ ସେଦିନ୍ ସେ ତାର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ସଃବୁ ବିସ୍ୱାସି ମଃନାର୍ ତଃୟ୍ହୁଣି ମାନ୍ତି ଆର୍ ଜଃଜ୍ମାନ୍ ହାୟ୍ଦ୍, ଇମଃନାର୍ ବିତ୍ରେ ତୁମିହେଁ ମିସାସ୍ । କାୟ୍ତାକ୍ ବଃଲେକ୍ ଅଃମି ତୁମିକେ ଜୁୟ୍ ସଃବୁ ଦଃୟ୍ ରିଲୁ ସେରି ତୁମି ସଃତ୍ କଃରି ଆଚାସ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ10 ମାପ୍ରୁ ଯୀଶୁ ଆସ୍ତା ଦିନ୍ ଇ ଗଟ୍ଣା ଗଟେଦ୍। ନିଜାର୍ ପବିତର୍ ଲକ୍ମ୍ନ୍କାର୍ ଲ୍ଗେ ମଇମା ହାଉତାର୍ ଗିନେ ଯୀଶୁ ଆସେଦ୍। ଜୁଇସ୍ବୁ ଲକ୍ମ୍ନ୍ ବିଶ୍ବାସ୍ କ୍ଲାଇ ଆତ୍ତି, ସେମ୍ନ୍ ଯୀଶୁକେ ଦ୍କି ସ୍ର୍ଦା ଅଉତି। ଜ୍ନ୍କ୍ରି ତୁମିମ୍ନ୍ ଅମି କଇଲା କ୍ତାକେ ବିଶ୍ବାସ୍ କ୍ରିଆଚାସ୍, ସେତାର୍ଗିନେ ସେ ବିଶ୍ବାସି ମ୍ଣ୍ତଳି ଦ୍ଳେ ତୁମିମ୍ନ୍ ହେଁ ରିଆସ୍। အခန်းကိုကြည့်ပါ။ |
ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।