୨ ଜହନ୍ 1:4 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ତୁମାର୍ ହିଲାମଃନାର୍ ବିତ୍ରେ କଃତେକ୍ ଉବାର୍ ତଃୟ୍ହୁଣି ହାୟ୍ରିଲା ବିଦି ହଃର୍କାରେ ସଃତେ ଚାଲ୍ଚାଲ୍ତି ଜାଣି ମୁଁୟ୍ ବଃଡେ ସଃର୍ଦା । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ4 ମୁଇ ତୁମୁକ୍ମ୍ନ୍ କ୍ତେକ୍ ହିଲାମ୍ନ୍କାର୍ ବିଷୟେ ଶୁଣି ସ୍ର୍ଦା ଅଇଲେ। ମୁଇ ବେସି ସ୍ର୍ଦା ଯେ, ଉବାର୍ ଆଦେଶ୍ ଅନୁସାରେ ସେମ୍ନ୍ ସ୍ତ୍ ବାଟ୍ ଇଣ୍ଡୁଲାଇ। အခန်းကိုကြည့်ပါ။ |
ମଃତର୍ ଜଃଡେବଃଳ୍ ମୁୟ୍ଁ ଦଃକ୍ଲେ ଜେ, ସେମଃନ୍ ନିକ କବୁରାର୍ ସଃତ୍ ହଃର୍କାରେ ନିର୍ମାୟା ବାବେ ଜିବନ୍ ନଃକାଟୁଲାୟ୍, ସଃଡେବଃଳ୍ ମୁୟ୍ଁ ସଃବ୍କାର୍ ଚଃମେ ପିତର୍ କୟ୍ଲା, ତୁୟ୍ ଜିଉଦି ଅୟ୍ ଜଦି ଜିଉଦି ମଃନ୍କାର୍ ହର୍ ଜିବନ୍ ନଃକାଟି ଅଜିଉଦିମଃନାର୍ ହର୍ ଜିବନ୍ କାଟ୍ସି, ତଃବେ ତୁୟ୍ କଃନ୍କଃରି ଅଜିଉଦିମଃନ୍କେ ଜିଉଦି ମଃନ୍କାର୍ ହର୍ ଜିବନ୍ କାଟୁକ୍ ବଃଳ୍ମାଡ୍ କଃରୁଲିସ୍ ?