ସେତି ଏପିକୁର ଆର୍ ସ୍ତଇକାର୍ କଃତିଗଟ୍ ଗୁରୁମଃନ୍ ହେଁ ତାର୍ସଃଙ୍ଗ୍ କଃତା କାଟାକାଟି ଅଃଉତିରିଲାୟ୍ ଆର୍ କେକେ କୟ୍ଲାୟ୍ “ଏ ବୁତେକ୍ କଃତା କଃଉ କାୟ୍ରି କଃଉଁକେ ମଃନ୍କଃରୁଲା ?” ଆର୍ କେକେ କୟ୍ଲାୟ୍, “ସେ ବିଦେସି ଦେବ୍ତା ମଃନାର୍ ପର୍ଚାର୍ କଃରୁଲା ବଃଲି ଜାଣାହଃଳୁଲି ।” କାୟ୍ତାକ୍ ବଃଲେକ୍ ପାଉଲ୍ ଜିସୁ ମଃରି ଉଟ୍ଲା କଃତା ପର୍ଚାର୍ କଃର୍ତିରିଲା ବଃଲି କୟ୍ଲାୟ୍ ।