୨ କରନ୍ତି 4:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ଅଃମିମଃନ୍ ସଃବୁ ରଃକମାର୍ କଃସ୍ଟ୍ ବୟଃଗ୍ କଃରି ଆଚୁ, ଅୟ୍ଲେକ୍ ହେଁ ବାଙ୍ଗି ନଃହେଳୁ; ବୁଦି ବାଣା ଅୟ୍ ଆଚୁ, ଅୟ୍ଲେକ୍ ହେଁ ଆସା ନଃଚାଡୁ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ଅମାର୍ ଚାରିହାକ୍ ସମସ୍ଯା ଅମୁକ୍ ଚାହିହ୍କାଇ ଆଚେ, ମ୍ତର୍ ଅମି ଆରିଜାଇ ନ୍କେରୁ। ବେସି ସ୍ମୟରେ କାଇରି କ୍ରୁକେ ଅଇଦ୍ ସେରି ଅମି ଜାଣୁ ନ୍ହାରୁଲୁ ମ୍ତର୍ ନିରାସ୍ ଅଇନ୍କେରୁ। အခန်းကိုကြည့်ပါ။ |
ମାନାୟ୍ର୍ ଗିନେ ଜୁୟ୍ ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟ୍ ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।