୨ କରନ୍ତି 4:6 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍6 କାୟ୍ତାକ୍ବଃଲେକ୍ ଜୁୟ୍ ଇସ୍ୱର୍ କୟ୍ରିଲା, “ଅଃନ୍ଦାର୍ ବିତ୍ରେ ହୁଣି ଉଜାଳ୍ ଜାଣା ହଃଳ ।” ସେ ଇସ୍ୱର୍ ଅଃମିମଃନାର୍ ମଃନେ ଉଜାଳ୍ ଦଃୟ୍ଆଚେ, ଜଃନ୍କଃରି ଅଃମି କ୍ରିସ୍ଟର୍ ମୁଏଁ ଜାଣା ହଃଳ୍ଲା ଇସ୍ୱରାର୍ ଜଃଜ୍ମାନାର୍ ଗ୍ୟାନାର୍ ଉଜାଳ୍ ଜାଣୁହାରୁ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ6 ସେତାକ୍ ଅନ୍ଦାରେ ହ୍ଣି ଉଜାଳ୍ ଅଉଅ ବ୍ଲି ଆଦେଶ୍ ଦ୍ଇରିଲା ଜୁଇ ଇଶ୍ଵର୍, ସେ ଖ୍ରୀଷ୍ଟର୍ ଟଣ୍ତେହ୍ଣି ବାର୍ଲା ଇଶ୍ଵରାର୍ ମଇମାର୍ ଗିଆନ୍ ଆର୍ ଉଜାଳ୍ ଦ୍କାମ୍କେ ଅମାର୍ମ୍ନ୍କାର୍ ହୃଦୟରେ ଉଜାଳ୍ କ୍ରିଆଚେ। အခန်းကိုကြည့်ပါ။ |
ଇସ୍ୱର୍ ସେ ବାବ୍ବାଦିମଃନାର୍ ତଃୟ୍ ଜେ ଅଃହ୍ଣା ଅଃହ୍ଣାର୍ ସେବା ନଃକେରି ତୁମାର୍ ଜଃତୁନ୍ କଃର୍ତି ରିଲାୟ୍, ଇରି ସେମଃନ୍କାର ତଃୟ୍ ଜାଣାହ୍ଳିରିଲି, ଆର୍ ସେ ସଃବୁ କଃତା ସଃର୍ଗେହୁଣି ହଃଟାୟ୍ଲାର୍ ପବିତ୍ର ଆତ୍ମାର୍ ସଃକ୍ତିଏ ତୁମିମଃନାର୍ ହାକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନାର୍ ଗିନେ ଅଃବେ ତୁମି ମଃନ୍କେ ଜାଣାୟ୍ ଦିଆ ଅୟ୍ଆଚେ; ସେ ସଃବୁ ବିସୟ୍ ଦୁତ୍ମଃନ୍ ନିକକଃରି ଦଃକୁକ୍ ମଃନ୍କଃର୍ତି ।