14 ଆର୍ ପବିତ୍ର ଆତ୍ମାର୍ ମିସାଣ୍ ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।
ପରିକ୍ୟାୟ୍ ଅଃମିମଃନ୍କ୍ ଆଣ୍ନାୟ୍, ମଃତର୍ ସୟ୍ତାନ୍ ଜେ ଦୁସ୍ଟ୍ ତାର୍ ତଃୟ୍ହୁଣି ଅଃମିକ୍ ରଃକ୍ୟା କଃର୍ । ଜଃନ୍ ରାଇଜ୍, ସଃକ୍ତି ଆର୍ ଜଃଜ୍ମାନ୍ ଜୁଗେ ଜୁଗେ ତର୍ ଅଃଉଅ, ଆମେନ୍ ।’”
ଜିସୁ କୟ୍ଲା, “ଇସ୍ୱର୍ ଦିଲା ଦାନ୍ ଆର୍ ‘ମକ୍ କାଉଁକେ ଦେ,’ ବଃଲି ଜେ ତକ୍ କଃଉଁଲା, ସେ କେ, ଇରି ଜାଣିରିଲେକ୍, ଆର୍ ତୁୟ୍ ତାକ୍ ମାଗ୍ଲେକ୍ ସେ ତକ୍ ଜିବନ୍ ଦେତା ହାଣି ଦିଲାହୁଣି ।”
ମୁୟ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଜୁୟ୍ ଲକ୍ କାୟ୍ଦ୍ ତାକ୍ କଃବେ ହେଁ ସସ୍ ନୟ୍, ମଃତର୍ ମୁୟ୍ ତାକ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଅଃମ୍ବର୍ ଜିବନ୍ ଦେତା ହାଜ୍ରା ହାଣି ହର୍ ତାର୍ ତାଣେ ଉଚୁଳ୍ତି ରଃୟ୍ଦ୍ ।”
ଆର୍ ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଲେକା ହଃର୍କାରେ, ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ଗଃର୍ବେ ହୁଣି ଜିବନ୍ ଦେତା ହାଜ୍ରା ହାଣି ଉଚ୍ଳି ଜାତିରଃୟ୍ଦ୍ ।”
ନୟ୍ ଇରି ଟିକ୍ ନାୟ୍ ମଃତର୍ ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃରି ହାହେ ହୁଣି ମୁକ୍ଳି ଆଚ୍ତି, ଅଃମିମଃନ୍ ହେଁ ସେନ୍କାର୍ ମାପ୍ରୁ ଜିସୁର୍ ଦଃୟାୟ୍ ହାହେ ହୁଣି ମୁକ୍ତି ହାଉଁନ୍ଦ୍ ବଃଲି ବିସ୍ୱାସ୍ କଃରିଆଚୁ ।”
ଆର୍ ଇସ୍ୱରାର୍ ଲାଡାର୍ ରମ୍ଗଃଳେ ରିଲା ତାର୍ ନିଜାର୍ ହୟ୍ସି ଅଃଉଁକେ ଡାକ୍ ହାୟ୍ ଆୟ୍ଲା ସଃବ୍କେ ଲେକୁଲେ । ଅଃମିମଃନାର୍ ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଆ ।
ଆର୍ ସୁସ୍ତା ଦେତା ଇସ୍ୱର୍ ସୟ୍ତାନ୍କେ ବେଗି ତୁମିମଃନାର୍ ହାଦ୍ ତଃଳେ କଃରେଦ୍ । ଅଃମିମଃନାର୍ ମାପ୍ରୁ ଜିସୁକ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃଙ୍ଗେ ରେଅ ।
ମର୍ ଆର୍ ସଃବୁ ମଣ୍ଡ୍ଳିମଃନାର୍ ବଲ୍ ମଃନ୍ଦ୍ ବୁଜୁ ଗାୟ, ଜାର୍ ଗଃରେ ପାର୍ତ୍ନା କଃରୁମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ଆର୍ ଇ ଗଃଳାର୍ ଡାବୁ ସଃଙ୍ଗାଉ ଏରାସ୍ଟ, ଆର୍ ବାୟ୍ କାର୍ତ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜୁଗେଜୁଗେ ସେ ଗଟେକ୍ ବଃଲି ଗ୍ୟାନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ଆର୍ ବଃର୍ସା ଦଃୟ୍କଃରି ଅଃମିମଃନ୍କ୍ ନିରାସ୍ ଅଃଉଁକେ ନଃଦେୟ୍ ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ପବିତ୍ର ଆତ୍ମା ଦଃୟ୍କଃରି ଅଃମାର୍ ମଃନ୍ ବିତ୍ରେ ତାର୍ ଲାଡ୍ ଦିଲା ଆଚେ ।
ଉହ୍ରାର୍ କି ତଃଳାର୍, କାୟ୍ ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟ୍ ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।
ମଃତର୍ ଇସ୍ୱରାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ସେରି ଅୟ୍ଲେକ୍ ତୁମିମଃନ୍ ଗଃଗାଳାର୍ ତଃଳେ ନାୟ୍ । ମଃତର୍ ଆତ୍ମାର୍ ତଃଳେ ଆଚାସ୍ । ଜଦି କେ କ୍ରିସ୍ଟର୍ ଆତ୍ମା ହାୟ୍ ନଃରେୟ୍, ତଃବେ ସେ ତାର୍ ନାୟ୍ ।
ଜୁୟ୍ତାର୍ ଗିନେ ଅଃମିମଃନ୍ ଜିଉଦି ଅଃଉଁଆ କି ଅଜିଉଦି ଲକ୍, ଗତିଦଃଙ୍ଗ୍ଳା ଅଃଉଁଆ କି ନଃଉଁଆ, ସଃବୁ ଲକ୍ ତ ଗଟେକ୍ ଗଃଗାଳ୍ ଅଃଉଁକେ ଗଟେକ୍ ଆତ୍ମାୟ୍ ବାପ୍ତିସମ୍ ଅୟ୍ ଆଚୁ, ଆରେକ୍ ଗଟେକ୍ ଆତ୍ମା ହାୟ୍ ଆଚୁ ।
ନୟ୍ଲେକ୍ସଃରି ତୁମି ଜଦି ଆତ୍ମାର୍ ତଃୟ୍ ଦନ୍ୟବାଦ୍ କଃରାସ୍, ତଃବେ ବିନ୍ ଲକ୍ ତୁମାର୍ କଃତା ନଃବୁଜ୍ଲେ କଃନ୍କଃରି ତୁମାର୍ ଦନ୍ୟବାଦ୍ ତଃୟ୍ ଆରେକ୍ ଆମେନ୍ ବଃଲି କଃଉତି ।
ମାପ୍ରୁ ଜିସୁର୍ ଦଃୟା ତୁମିମଃନ୍କାର୍ ଉହ୍ରେ ଅଃଉଅ ।
ତୁମିମଃନ୍ କାୟ୍ ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟ୍ ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ ।
କାୟ୍ତାକ୍ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍ ଜାଣି ଆଚାସ୍, ତୁମିମଃନ୍କେ ଜଃନ୍କଃରି ତାର୍ ଗଃରିବ୍ ତଃୟ୍ ମାଜନ୍ ଅଃଉଆସ୍, ଇତାର୍ ଗିନେ ସେ ମାଜନ୍ ଅୟ୍ଲେକ୍ ହେଁ କଃନ୍କଃରି ତୁମିମଃନାର୍ ଗିନେ ଗଃରିବ୍ ଅୟ୍ଲା ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍,
କାୟ୍ତାକ୍ ବଃଲେକ୍ ତାର୍ ଗିନେ ଅଃମିମଃନ୍ ସଃବୁ ଗଟେକ୍ ଆତ୍ମାୟ୍ ଉବାର୍ ଚଃମେ ଆସୁ ହାର୍ଲାୟ୍ ଆଚ୍ତି ।
ତାର୍ ତଃୟ୍ ତୁମିମଃନ୍ ହେଁ ଇସ୍ୱରାର୍ ଆତ୍ମାର୍ ବାସା କଃର୍ତାର୍ ଗିନେ ଗଟେକ୍ ତଃୟ୍ ହାଜି ଅୟ୍ ଆଚାସ୍ ।
ଇରି ଗଟ୍ ଉଜାଳ୍ ବଃଲେକ୍ ସଃବୁ ରଃକମାର୍ ନିକରି, ଦଃର୍ମି, ସଃତ୍ରି ଜଃବର୍ ହଳ୍ ଆଣେଦ୍ ।
ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ସଃବୁ ବିସ୍ୱାସି ବାୟ୍ ଆର୍ ବେଣିମଃନ୍କେ ସୁସ୍ତା, ଲାଡ୍ ଆର୍ ବିସ୍ୱାସ୍ ଦେଉଅ ।
କ୍ରିସ୍ଟର୍ ଆତ୍ମା ସଃଙ୍ଗ୍ ମିସିରିଲାକେ ତୁମିମଃନ୍ ଜିବନେ ସଃକ୍ତି ହାୟ୍ ଆଚାସ୍ ଆର୍ ତୁମାର୍ ଲାଡ୍ ତୁମିମଃନ୍କେ ଦୁକ୍ ହାସ୍ରାଉଁଲି ।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟ୍ସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟ୍ରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା ।
ଜେ ତାର୍ ବିଦି ମାନେଦ୍, ସେ ତାର୍ ତଃୟ୍ ରଃୟ୍ଦ୍, ଆର୍ ଇସ୍ୱର୍ ସେ ଲକାର୍ ତଃୟ୍ ରଃୟ୍ଦ୍; ଆର୍ ସେ ଜେ, ଅଃମାର୍ ତଃୟ୍ ରଃୟ୍ଦ୍ ଇରି ଅଃମିମଃନ୍ ସେ ଦିଲା ପବିତ୍ର ଆତ୍ମା ଇରି ଅଃମିମଃନ୍କ୍ ଜାଣାଉଁଲି ।
ଆର୍ ମାପ୍ରୁ ଜିସୁ କ୍ରିସ୍ଟାର୍ ଦଃୟାୟ୍ ଅଃମ୍ବର୍ ଜିବନ୍ ହାଉତା ହାୟ୍ଁ ଜାଗୁ ଜାଗୁ ଇସ୍ୱରାର୍ ଲାଡେ ତିର୍ ରିଆ ।