25 ଏ ବାୟ୍ବେଣିମଃନ୍, ଅଃମାର୍ ଗିନେ ହେଁ ପାର୍ତ୍ନା କଃରା ।
25 ଏ ମର୍ ବାଇ ଆର୍ ବେଣିମ୍ନ୍ ଅମାର୍ ହାଇଁ ପାର୍ତେନା କ୍ରା।
ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ପବିତ୍ର ଆତ୍ମା ଦିଲା ଲାଡାର୍ ଗିନେ ମୁୟ୍ଁ ବାୟ୍ବେଣିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲେ, ମର୍ ଗିନେ ସଃର୍ଦା ମଃନେ ପାର୍ତ୍ନା କଃରା ।
ତୁମିମଃନ୍କେ ହେଁ ତ ଅଃମାର୍ ସଃଙ୍ଗ୍ ମିସି ପାର୍ତନାୟ୍ ଅଃମିମଃନାର୍ ଉହ୍କାର୍ କଃରୁଲାସ୍ । ସେତାକ୍ ଅଃମାର୍ ଗିନେ କଃରା ଅଃଉତା ଗାଦେକ୍ ପାର୍ତ୍ନାର୍ ଉତୁର୍ ମିଳେଦ୍, ଆର୍ ଇସ୍ୱର୍ ଅଃମିକ୍ ଆସିର୍ବାଦ୍ କଃରେଦ୍; ଆର୍ ଗାଦେକ୍ ଲକାର୍ ମୁଏଁ ହୁଣି ଅଃମିମଃନାର୍ ଗିନେ ଇସ୍ୱର୍କେ ବୁତେକ୍ ଦନ୍ୟବାଦ୍ ଦିଆ ଅୟ୍ଦ୍ ।
କାୟ୍ତାକ୍ବଃଲେକ୍ ମୁୟ୍ଁ ଜାଣି, ତୁମିମଃନାର୍ ପାର୍ତନା ଆର୍ ଜିସୁ କ୍ରିସ୍ଟର୍ ଆତ୍ମାର୍ ଉହ୍କାରେ ଇ ସଃବୁ ମର୍ ମୁକ୍ତିର୍ ହାଁୟ୍ ନିକ ଅୟ୍ଦ୍ ।
ଅଃମାର୍ ହାୟ୍ଁ ହେଁ ପାର୍ତ୍ନା କଃରା, ଜଃନ୍କଃରି ବାକ୍ୟ ପର୍ଚାର୍ କଃରୁକେ ଇସ୍ୱର୍ ଅଃମାର୍ ହାଁୟ୍ ଦୁଆର୍ ଉଗାଳେଦ୍ । ଆର୍ ଜଃନ୍କଃରି କ୍ରିସ୍ଟର୍ ଜୁୟ୍ ଗୁପ୍ତ୍ଗିଆନାର୍ ଗିନେ ମୁୟ୍ଁ ଜଃୟ୍ଲେ ଆଚି ।
ସେତାର୍ ସଃଙ୍ଗ୍ସଃଙ୍ଗ୍ ମର୍ ଗିନେ ରେଉଁକ୍ ଟାଣ୍ ହେଁ ଟିକ୍ କଃରି ରେ, କାୟ୍ତାକ୍ବଃଲେକ୍ ତୁମିମଃନାର୍ ପାର୍ତ୍ନାର୍ ଗିନେ ତୁମିମଃନ୍କେ ଜେ ମକ୍ ଆରେକ୍ ହାଉଆସ୍, ମୁୟ୍ଁ ଇତି ଆସା କଃରୁଲେ ।