22 ଆର୍ ସଃବୁ ରଃକମାର୍ କଃରାବ୍ ତଃୟ୍ହୁଣି ଅଃଲ୍ଗା ଅୟ୍ରିଆ ।
22 ସ୍ବୁ ପର୍କାର୍ କ୍ରାପ୍କାମେ ହ୍ଣି ଦୁରିରିଆ।
ମଃନ୍ଦ୍ ବାଦୁଲେ କାର୍ ମଃନ୍ଦ୍ କଃରା ନାୟ୍, ସଃବାର୍ ଆକାୟ୍ ଜାୟ୍ରି ନିକ, ସେରିସଃବୁ କଃରା ।
ସେତାକ୍ ଜଦି କାଦିମଃନ୍ ମର୍ ବାୟ୍ର୍ ବାଦାର୍ ଅଃଉତାର୍ କଃତା ଅୟ୍ଦ୍, ତଃବେ ମର୍ ବାୟ୍ ଜଃନ୍କଃରି ମର୍ଗିନେ ବାଦା ନଃହାୟ୍, ଇତାର୍ ଗିନେ ମୁୟ୍ଁ କଃବେ ହେଁ ମାସ୍ ନଃକାୟ୍ଁ ।
ଜଃନ୍କଃରି ଅଃମିମଃନାର୍ ସେବାକଃର୍ତା ହଃଦ୍ ବାଦା ନାହାୟ୍, ସେତାର୍ଗିନେ ଅଃମିମଃନ୍ କୁୟ୍ କଃତାୟ୍ ହେଁ ବାଦା ନଃଦେଉଁକେ ଚେସ୍ଟା କଃରୁଲୁ ।
ସଃରାସଃରି, ଏ ବାୟ୍ବେଣିମଃନ୍ ଜୁୟ୍ ସଃବୁ ବିସୟ୍ ସଃନ୍ମତାର୍ ସଃତ୍, ଲାଡାର୍, ଟିକ୍, ନିର୍ମୁଳ୍, ଡାକେହୁଟାରି, ବିସୟ୍ ରଃୟ୍ଦ୍, ସେ ସଃବୁ ବିସୟ୍ ଚିତା କଃରା ।
ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟ୍ରି ହେଁ ଅକେଟ୍ ନୟେ ।
ମଃତର୍ ସଃବୁ ବିସୟ୍କେ ପରିକ୍ୟା କଃରି ଦଃକା, ଜାୟ୍ରି ସଃବୁ ସଃତ୍, ସେରି ସଃବୁ ଦଃରା ।
ଜୁୟ୍ ଇସ୍ୱର୍ ନିଜେ ଅଃମିମଃନ୍କେ ସୁସ୍ତା ଦଃୟ୍ଦ୍, ସେ ତୁମିମଃନ୍କେ ସଃର୍ନେ ପବିତ୍ର କଃର, ଆରେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ ଆସ୍ତାବଃଳ୍ ତୁମିମଃନାର୍ ଆତ୍ମା, ଜିବନ୍, ଆର୍ ଗଃଗାଳ୍ ନିର୍ଦସି ଅୟ୍ ରେଉଅ ।
ବୁଲ୍ତଃୟ୍ ହଃଳି ନାସ୍ ଅଃଉଁକେ ଜାତିରିଲା ଲକ୍ମଃନ୍କେ ଜୟେହୁଣି ବଚାଉଆ । ଆରେକ୍ କଃତେକ୍ ଲକାର୍ ହାହ୍ କାମେ ମାଟି କାୟ୍ଲା ହଃଚ୍ୟାକେ ହେଁ ଗିଣ୍ କଃରା, ମଃତର୍ ଡିରାର୍ ସଃଙ୍ଗ୍ ସେମଃନ୍କେ ଦଃୟା ଦଃକାଉଆ ।