୧ ତେସଲନିକି 5:21 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍21 ମଃତର୍ ସଃବୁ ବିସୟ୍କେ ପରିକ୍ୟା କଃରି ଦଃକା, ଜାୟ୍ରି ସଃବୁ ସଃତ୍, ସେରି ସଃବୁ ଦଃରା । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ21 ମ୍ତର୍ ସ୍ବୁ କ୍ତାର୍ ସ୍ତ୍ ବାବେ ପରିକ୍ୟା କ୍ରା ଇରି ଇଶ୍ଵରାର୍ କି ନାଇ ଆର୍ ଜୁଇରି ବ୍ଲ୍କ୍ତା ସେରି ଦ୍ରା ଆର୍ ମାନା। အခန်းကိုကြည့်ပါ။ |
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।