19 ପବିତ୍ର ଆତ୍ମାକେ ହଲ୍ୟାୟ୍ ନିଆ ନାୟ୍;
19 କ୍ବେ ହେଁ ପବିତର୍ ଆତ୍ମାର୍ କାମ୍ ବ୍ନ୍ଦ୍ କ୍ରାନାଇ,
ସ୍ତିପାନ୍ କୟ୍ଲା, “ଏ ସୁନତ୍ ନୟ୍ଲା ଅମାନ୍ୟା ମଃନ୍ ଲକ୍ମଃନ୍, ତୁମିମଃନ୍ ବଃୟ୍ରା ଲକ୍, ସଃବୁବଃଳ୍ ପବିତ୍ର ଆତ୍ମାର୍ ବିରଦ୍ କଃରୁଲାସ୍, ତୁମିମଃନାର୍ ଦାଦିବାବୁମଃନ୍ ଜଃନ୍କାର୍ ତୁମିମଃନ୍ ହେଁ ସେନ୍କାର୍ ।
ମଃତର୍ ବଃସି ରିଲା ବିନ୍ କାର୍ ଲଃଗେ ଜଦି କାୟ୍ କଃତା ହଃଳେଦ୍, ହଃର୍ତୁ ଲକ୍ ଚିମ୍ରା ଅଃଉଆ ।
ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନ୍ ।
ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା ।
ଇସ୍ୱରାର୍ କବୁର୍କେ ଗିଣ୍ କଃରା ନାୟ୍ ।
ମଣ୍ଡ୍ଳିର୍ ପାରାଚିନ୍ମଃନ୍ ତର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ତକ୍ ଜୁୟ୍ ଆତ୍ମାର୍ ବର୍ ଦାନ୍ ଦିଆ ଅୟ୍ଆଚେ, ସେରି ଏଳା କଃର୍ ନାୟ୍ ।
ଇତାର୍ ଗିନେ ମୁୟ୍ଁ ତକ୍ ଏତାୟ୍ ଦେଉଁଲେ ଜେ, ତର୍ ତଃୟ୍ ଇସ୍ୱରାର୍ ଜୁୟ୍ ଦଃୟାର୍ ବର୍ ଦିଆ ଅୟ୍ଆଚେ, ସେରି ଆରେକ୍ ଗଃଟ୍ତର୍ ନଃଉଁଆ କଃର୍ ।