17 ସଃବୁବଃଳ୍ ପାର୍ତ୍ନା କଃରା,
17 ସ୍ବୁବ୍ଳ୍ ପାର୍ତେନା କ୍ରା।
ବାଙ୍ଗି ନଃହେଳି ସଃବୁବଃଳ୍ ପାର୍ତ୍ନା କଃର୍ତାର୍ ଜେ ଲଳା, ଇ କଃତା ଜିସୁ ସେମଃନ୍କେ ଗଟ୍ କଃତା କୟ୍ ବୁଜାୟ୍ଲା,
ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟ୍ସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।”
ମଃନେ ଆସା ରଃକି ସଃର୍ଦା କଃରା; ଦୁକ୍କଃସ୍ଟ୍ ବଃଳ୍ ସାସ୍ ଦଃରା, ସଃବୁ ବଃଳ୍ ପାର୍ତ୍ନାୟ୍ ଲାଗି ରିଆ ।
ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା ।
ସଃବୁବଃଳ୍ ପାର୍ତନାୟ୍ ଜିବନ୍ କାଟା ଆର୍ ଇସ୍ୱର୍କେ ଦନ୍ୟବାଦ୍ କଃରି ପାର୍ତନାୟ୍ ଜଃଗ୍ରାତ୍ ରିଆ ।
ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।