୧ ତେସଲନିକି 1:9 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ଜୁୟ୍ତାର୍ ଗିନେ ଲକ୍ମଃନ୍ ଅଃମିମଃନାର୍ ବିସୟେ କଃଉଁଲାୟ୍, ତୁମାର୍ ଲଃଗେ ଅଃମିମଃନ୍ ଆସ୍ତାବଃଳ୍ ତୁମି କଃନ୍କଃରି ଆଗଳି ଦଃରିରିଲାସ୍, ଆର୍ କଃନ୍କଃରି ତୁମିମଃନ୍କେ ମୁର୍ତି ହୁଜା ସଃବୁ ଚାଡିକଃରି ଜିବନ୍ ଆର୍ ସଃତ୍ ଇସ୍ୱରାର୍ ସେବା କଃରୁଲାସ୍, အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ9 ଅମି ତୁମାର୍ ମ୍ନ୍ ସ୍ଙ୍ଗ୍ ରିଲାବ୍ଳ୍ ଜ୍ନ୍କ୍ରି ବ୍ଲ୍ବାବେ ତୁମିମ୍ନ୍ ଅମୁକ୍ମ୍ନ୍କେ ମାନିରିଲାସ୍ ସେ ବିଷଇ ସ୍ବୁ ଲକ୍ମ୍ନ୍ କ୍ତାବାର୍ତା ଅମ୍ଲାଇ। ତୁମିମ୍ନ୍ କ୍ନ୍କ୍ରି ମୁର୍ତି ହୁଜା ବ୍ନ୍ଦ୍କ୍ରି ଜୀବନ୍ ଆର୍ ସ୍ତ୍ ଇଶ୍ଵରାର୍ ସେବା କ୍ରୁକେ ମ୍ନ୍ ବାଦ୍ଲାଇଲାସ୍ ସେ ବିଷୟେ ସେମ୍ନ୍ କ୍ଉତି। အခန်းကိုကြည့်ပါ။ |
“ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍ ? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ ।
ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।