୧ ତେସଲନିକି 1:5 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍, အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ5 ଅମି ତୁମୁକ୍ମ୍ନ୍କେ ଯୀଶୁର୍ ବିଷୟେ ସୁବ୍କ୍ବର୍ କଇଆଚୁ, ମ୍ତର୍ ଅମି କେବଳ୍ ଶ୍ବ୍ଦ ବ୍ଯବହାର୍ ନ୍କେରୁ। ସେ ସୁବ୍କ୍ବର୍ ଅମି ଶ୍କ୍ତି ଆର୍ ପବିତର୍ ଆତ୍ମା ସ୍ଙ୍ଗ୍ ଆଣି ଆଚୁ। ଅମି ଜ୍ନ୍କ୍ଲେକ୍ ହେଁ ଜାଣିଆଚୁ ଯେ ସେରି ସ୍ତ୍। ତୁମିମ୍ନ୍ ଜାଣିଆଚାସ୍ ଯେ, ଅମି ତୁମାର୍ମ୍ନ୍କାର୍ ସ୍ଙ୍ଗ୍ ରିଲାବ୍ଳ୍ କ୍ନ୍କ୍ରି ଜୀବନ୍ ବିତାଉତି ରିଲୁ। ସେନ୍କ୍ରି ଜୀବନ୍ ବିତାମ୍କେ ତୁମୁକ୍ମ୍ନ୍ ସାଇଜ କ୍ରୁକେ ମ୍ନ୍ରିଲି। အခန်းကိုကြည့်ပါ။ |
ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି ।
ଇସ୍ୱର୍ ସେ ବାବ୍ବାଦିମଃନାର୍ ତଃୟ୍ ଜେ ଅଃହ୍ଣା ଅଃହ୍ଣାର୍ ସେବା ନଃକେରି ତୁମାର୍ ଜଃତୁନ୍ କଃର୍ତି ରିଲାୟ୍, ଇରି ସେମଃନ୍କାର ତଃୟ୍ ଜାଣାହ୍ଳିରିଲି, ଆର୍ ସେ ସଃବୁ କଃତା ସଃର୍ଗେହୁଣି ହଃଟାୟ୍ଲାର୍ ପବିତ୍ର ଆତ୍ମାର୍ ସଃକ୍ତିଏ ତୁମିମଃନାର୍ ହାକ୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନାର୍ ଗିନେ ଅଃବେ ତୁମି ମଃନ୍କେ ଜାଣାୟ୍ ଦିଆ ଅୟ୍ଆଚେ; ସେ ସଃବୁ ବିସୟ୍ ଦୁତ୍ମଃନ୍ ନିକକଃରି ଦଃକୁକ୍ ମଃନ୍କଃର୍ତି ।