1 ପିତର୍ 5:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ଜାଗ୍ରତ୍ ଅୟ୍ ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ8 ନିଜାର୍ ଆଇତେ ର୍ଇ ଜାଗ୍ରତ୍ ଅଇରିଆ। ଶଇତାନ୍ ଅମ୍ଲି ତୁମାର୍ ଶ୍ତ୍ରୁ, ସେ ଅଦାଙ୍ଗ୍ କ୍ର୍ତା ସିଂହବାଗ୍ ହ୍ର୍, କାକେ କ୍ଡେବ୍ଳ୍ ଚାବି କାଇନ୍ଦ୍ ବ୍ଲି ଚାରିବାଟ୍ କଜି ବୁଲୁଲି। အခန်းကိုကြည့်ပါ။ |
ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।
ସଃଡେବଃଳ୍ ମୁୟ୍ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍ଲେ, ଅଃବେ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି, ସଃକାତ୍ ଆର୍ ରାଇଜ୍ ଆରେକ୍ ତାର୍ କ୍ରିସ୍ଟର୍ ଅଃଦିକାର୍ ଆସିଆଚେ, କାୟ୍ତାକ୍ବଃଲେକ୍ ଅଃମିମଃନାର୍ ବାୟ୍ବେଣିମଃନାର୍ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍ ବିରଦେ ଅଃମାର୍ ଇସ୍ୱରାର୍ ଚଃମେ ଅଃମାର୍ ଦଃସ୍ କଃଉତିରିଲି, ସେ ତଃଳେ ହଃକା ଅୟ୍ଆଚେ ।