5 ତାର୍ ତଃୟ୍ ଆସି ତୁମିମଃନ ହେଁ ଜିସୁ କ୍ରିସ୍ଟାର୍ ଦଃୟ୍ ଇସ୍ୱରାର୍ ତଃୟ୍ ମଃନ୍କେ ଗଃଲାହର୍ ଆତ୍ମିକ୍ ହୁଜା ଦେଉଁକେ ପବିତ୍ର ଜାଜକ୍ ଅଃଉଁକେ ଜିବନ୍ ଟେଳାହର୍ ଗଟେକ୍ ଆତ୍ମିକ୍ ଗଃର୍ ହର୍ ତିଆର୍ ଅଃଉଆ ।
ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା ।
ବଃଲେକ୍ ଅଜିଉଦିମଃନ୍ ଜଃନ୍କଃରି ପବିତ୍ର ଆତ୍ମାର୍ ଗିନେ ପବିତ୍ର ଅୟ୍ ଦାନ୍ ଦିଲାର୍ ଦାନ୍ହର୍ ମାପ୍ରୁର୍ ଅଃଉତି, ଇତାର୍ ଗିନେ ସେମଃନାର୍ ତଃୟ୍ କ୍ରିସ୍ଟ ଜିସୁର୍ ସେବାକାରି ଅୟ୍ ଇସ୍ୱରାର୍ ନିକ କବୁରାର୍ ଜାଜକ୍ କାମ୍ କଃରୁକେ ମକ୍ ସେ ଦୟା ଦିଆ ଅୟ୍ଆଚେ ।
ତୁମିମଃନ୍ କାୟ୍ ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇସ୍ୱର୍ ସଃଙ୍ଗ୍ କାମ୍ କଃରୁଲୁ । ତୁମିମଃନ୍କେ ଇସ୍ୱରାର୍ ତାସ୍ହଃଦା ଇସ୍ୱରାର୍ ଗଃର୍ ।
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟ୍ ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ ।
ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟ୍ ମିସାଣ୍ ଆଚେ ? କାୟ୍ତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍, ଜଃନ୍କଃରି ଇସ୍ୱର୍ କୟ୍ଆଚେ, “ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍, ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍; ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍, ଆର୍ ସେମଃନ୍ ମର୍ ଲକ୍ ଅଃଉତି ।”
ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।
ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
ଇସ୍ୱରାର୍ ସେବାକାମେ ତୁମାର୍ ବିସ୍ୱାସ୍ ତୁମିମଃନ୍ ଗଟ୍ ହୁଜାହର୍ ସେବା କଃରୁକେ ମଃନ୍ ବିତ୍ରେ ଆସେଦ୍ । ଆର୍ ଜଦି ମର୍ ବଃନି ତୁମିମଃନାର୍ ବିସ୍ୱାସାର୍ ସେବାୟ୍ ସୁର୍ତା ହୁଜାକଃଲାର୍ ହର୍ ରଃକାୟ୍ ଅଃଉଁଲି, ତଃନ୍ଅଲେକ୍ ମୁୟ୍ଁ ସଃର୍ଦା କଃରୁଲେ ଆର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ସଃର୍ଦା କଃରୁଲେ ।
ମୁୟ୍ଁ ସଃବୁ ହାୟ୍ଆଚି, ଆରେକ୍ ମର୍ ଜଃବର୍ ଆଚେ; ତୁମିମଃନ୍ ହଃଟାୟ୍ ରିଲାର୍ ଜୁୟ୍ ସଃବୁ ବିସୟ୍ ଏପାପ୍ରଦିତାର୍ ତଃୟ୍ହୁଣି ହାୟ୍ଆଚି, ସେରିମଃନ୍ ମର୍ ହାଁୟ୍ ଜଃବର୍; ସେ ସଃବୁ ଇସ୍ୱରାର୍ ସଃର୍ଦାର୍ ସୁନ୍ଦୁର୍ ବାସ୍ନାରି ଆର୍ ଇସ୍ୱରାର୍ ମଃନ୍କଃର୍ତା ହୁଜାହର୍ ।
ଆର୍ କଃତାୟ୍ କି କାମେ ତୁମିମଃନ୍ ଜାଇରି କଃରା, ସେରିମଃନ୍ ମାପ୍ରୁ ଜିସୁର୍ ନାଉଁଏ କଃରି, ତାର୍ ତଃୟ୍ଁ ଉବା ଇସ୍ୱର୍କେ ଦନ୍ୟବାଦ୍ ଦିଆସ୍ ।
ମଃତର୍ ଜଃଡେବଃଳ୍ ମୁୟ୍ଁ ବେଗି ଆସୁ ନଃହାରି, ତଃବେ ଇସ୍ୱରାର୍ ଗଃରେ, ବଃଲେକ୍, ଜିବନ୍ ଇସ୍ୱରାର୍ ମଣ୍ଡ୍ଳିର୍ ସଃତାର୍ ମୁଣ୍ଡା ଆର୍ ମୁଳ୍ କୁନାଦି ତାର୍ ତଃୟ୍ କଃନ୍କଃରି ଚାଲାଚାଲ୍ତି କଃରୁକେ ହଃଳେଦ୍, ସେରି ଜଃନ୍କଃରି ତୁମି ଜାଣାସ୍, ସେତାକ୍ ଇତି ସଃବୁ ତୁମିକେ ଲେକୁଲେ ।
ମଃତର୍ କ୍ରିସ୍ଟ ତାର୍ ହୟ୍ସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟ୍ ଆଚାସ୍ ।
କେ ଜଦି ପର୍ଚାର୍ କଃରେଦ୍, ତଃବେ ସେ ଇସ୍ୱରାର୍ ବାକ୍ୟର୍ ପର୍ଚାର୍କଃରୁ ହର୍ ପର୍ଚାର୍ କଃର; କେ ଜଦି ସେବା କଃରେଦ୍, ତଃବେ ଇସ୍ୱରାର୍ ସଃକ୍ତି ହାୟ୍ଲା ଲକ୍ ହର୍ ସେବା କଃର, ଜଃନ୍କଃରି ଜିସୁ କ୍ରିସ୍ଟର୍ ଗିନେ ଇସ୍ୱର୍ ଜଃଜ୍ମାନ୍ ହାୟ୍ଦ୍; ଜୁଗେଜୁଗେ ଜଃଜ୍ମାନ୍ ଆର୍ ସଃକ୍ତି ତାର୍ । ଆମେନ୍ ।
ବଃଲେକ୍ ଇସ୍ୱରାର୍ ଗଃରେହୁଣି ଆରୁମ୍ କଃରି ବିଚାର୍ କଃର୍ତା ବେଳା ଅୟ୍ଲିବେ; ଆର୍ ଜଦି ହଃର୍ତୁ ଅଃମାର୍ ତଃୟ୍ ଆରୁମ୍ ଅୟ୍ଦ୍, ତଃବେ ଜୁୟ୍ମଃନ୍ ଇସ୍ୱରାର୍ ନିକ କବୁରାର୍ ବଲ୍ ନଃମାନ୍ତି, ସେମଃନ୍କାର ସଃରାସଃରି ଦଃସା କଃନ୍କାର୍ ନୟ୍ ?
ଆରେକ୍ ତାର୍ ଉବାସି ଇସ୍ୱରାର୍ ସେବା କଃରୁକେ ଅଃମିକ୍ ଗଟେକ୍ ଜାଜକାର୍ କୁଳ୍ବଃଉଁସ୍ କଃରି ବାଚିଆଚେ । ସଃବୁ ଜଃଜ୍ମାନ୍ ଆର୍ ସଃକାତ୍ ଜୁଗେଜୁଗେ ଜିସୁ କ୍ରିସ୍ଟର୍ ଅଃଉଅ । ଆମେନ୍ ।
ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
ଜୁୟ୍ଲକ୍ ଜିଣେଦ୍, ମୁଁୟ୍ ତାକ୍ ଅଃମାର୍ ଇସ୍ୱରାର୍ ମନ୍ଦିରାର୍ ମୁଣ୍ଡା ହର୍ କଃରିନ୍ଦ୍, ସେ ଆରେକ୍ ସେତିହୁଣି ହଃଦାୟ୍ ଜଃଉଁ ନାହାରେ; ମୁଁୟ୍ ଅଃମାର୍ ଇସ୍ୱରାର୍ ନାଉଁ ଆର୍ ସଃର୍ଗେହୁଣି ତାର୍ ତଃୟ୍ହୁଣି ଆସ୍ତା ଜୁୟ୍ ଜିରୁସାଲମ୍, ଅଃମାର୍ ଇସ୍ୱରାର୍ ସେ ଗଃଳାର୍ ନାଉଁ, ଆରେକ୍ ମର୍ ନିଜାର୍ ନଃଉଆଁ ନାଉଁ ତାର୍ ଉହ୍ରେ ଲେକିନ୍ଦ୍ ।”
ଆରେକ୍ ସେମଃନ୍କେ ଅଃମିମଃନାର୍ ଇସ୍ୱରାର୍ ଗିନେ ରଃଜାର୍ ବଃଉଁସ୍ ଆର୍ ଜାଜକ୍ କଃରି ଆଚ୍ସି; ଆର୍ ସେମଃନ୍ ହୁର୍ତି ଉହ୍ରେ ରାଜ୍ କଃର୍ତି ।”