8 ଆତ୍ମା, ହାଣି, ଆର୍ ବଃନି ଇ ତିନିଗଟ୍ ସାକି ଏକ୍ ।
8 ପବିତର୍ ଆତ୍ମା, ହାଣିୟେ ଯୀଶୁର୍ ଡୁବେନ୍ ଆର୍ କୁର୍ଶକାଟେ ହ୍ଣି ଗ୍ସୁର୍ଲା ବ୍ନି, ଇ ତିନି ଲକାର୍ ସାକ୍ଯ ଗଟେକ୍।
ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟ୍, ସେମଃନ୍କେ ଚେଲା କଃରା ।
କାୟ୍ତାକ୍ବଃଲେକ୍ ଜଃତେକ୍ ଲକ୍ ତାର୍ ବିରଦେ ମିଚ୍ ସାକି ଦିଲେକ୍ ହେଁ କାର୍ କଃତା କାକେ ନଃମିସ୍ଲି ।
ଉବାର୍ ଲଃଗେହୁଣି ମୁୟ୍ ତୁମାର୍ ହାକ୍ ଜୁୟ୍ ଉହ୍କାର୍ କାରିକେ ହଃଟାୟ୍ନ୍ଦ୍, ସେ ଉବାର୍ ତଃୟ୍ହୁଣି ଆସି ପବିତ୍ର ଆତ୍ମାର୍ ବିସୟେ ସଃତ୍ ସାକି ଦଃୟ୍ଦ୍ । ଆର୍ ମର୍ ବିସୟେ ହେଁ ସାକି ଦଃୟ୍ଦ୍ ।
ତଃବେ ସଃଇନ୍ମଃନାର୍ ବିତ୍ରେ ଗଟ୍ ଲକ୍ ବାଲା ସଃଙ୍ଗ୍ ଜିସୁର୍ କୁଚାୟ୍ ବୁସ୍ଲା, ଆର୍ ସେଦାହ୍ରେ ବଃନି ଆର୍ ହାଣି ବାରାୟ୍ଲି ।
ଆରେକ୍ ବାବ୍ବାଦିମଃନାର୍ କଃତା ଇତାର୍ ସଃଙ୍ଗ୍ ମିସୁଲି, ଜଃନ୍କଃରି ସାସ୍ତରେ ଲେକାଆଚେ-
ଅଃମିମଃନ୍ ଇସ୍ୱରାର୍ ହୟ୍ସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି ।
ସେ ହେଁ ଅଃମିମଃନ୍କେ ବିନେ କଃରିଆଚେ ଆର୍ ଅଃମାର୍ ମଃନେ ତାର୍ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍ ଅଃମାର୍ ଉହ୍ରେ ସେ ଅଃଦିକାର୍ କଃରିଆଚେ, ପବିତ୍ର ଆତ୍ମା ଅଃମାର୍ ଉହ୍ରେ ଅଃଦିକାରାର୍ ମୁଦ୍ରା ଆର୍ ଆଗ୍ବାଟ୍ୟା ଜାୟ୍ରି ହାଉନ୍ଦ୍ ସେରି ଇସ୍ୱରାର୍ ଚିନ୍ ଅୟ୍ଦ୍ ।
ସେବାନ୍ୟା ଜିସୁ ହେଁ ଅଃହ୍ଣାର୍ ବଃନିଏ ଜଃନ୍କଃରି ଲକ୍କେ ପବିତ୍ର କଃରେଦ୍, ଇତାର୍ ଗିନେ ହାଡାମୁଣ୍ଡେ ମଃର୍ନ୍ ବୟଃଗ୍ କଃଲା ।
କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ତରେକ୍ ଉଜାଳ୍ ହାୟ୍ ଆଚ୍ତି, ସଃର୍ଗାର୍ ଦାନ୍କେ ଚାକି ଆଚ୍ତି, ପବିତ୍ର ଆତ୍ମାର୍ ସଃଙ୍ଗାର୍ ବାଗିଦାରି ଅୟ୍ ଆଚ୍ତି ।
ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
ଅଃମିମଃନ୍ ଜଦି ନଃରାର୍ ସାକି ସଃତ୍ କଃରୁନ୍ଦ୍, ତଃବେ ଇସ୍ୱରାର୍ ସାକି ସେ ସାକି ତଃୟ୍ହୁଣି ବଃଡ୍, ଆର୍ ଇସ୍ୱରାର୍ ସାକି ଇରି ଜେ, ସେ ଅଃହ୍ଣାର୍ ହୟ୍ସିର୍ କଃତା ସାକି ଦଃୟ୍ ଆଚେ ।