19 ଇସ୍ୱର୍ ହଃର୍ତୁମ୍ ଅଃମିମଃନ୍କ୍ ଲାଡ୍ କଃଲାକ୍ ଅଃମିମଃନ୍ କଃଲୁ ।
19 ଇଶ୍ଵର୍ ହ୍ର୍ତୁ ଅମୁକ୍ମ୍ନ୍ ଲାଡ୍ କ୍ଲାକେ ଅମିମ୍ନ୍ ତାକେ ଲାଡ୍ କ୍ଲୁ।
ଇତାକ୍ ମୁଁୟ୍ ତକେ କଃଉଁଲେ, ଆର୍ ବୁତେକ୍ ହାହ୍ କେମା କଃରା ଅୟ୍ଲି, ବଃଲେକ୍ ସେ ମକ୍ ବୁତେକ୍ ଲାଡ୍ କଃଲି, ମଃତର୍ ଜାକେ ଅଃଳକ୍ ହାହ୍ କେମା କଃରା ଅୟ୍ଦ୍, ସେ ଅଃଳକ୍ ଲାଡ୍ କଃରେଦ୍ ।”
ତୁମିମଃନ୍ ମକ୍ ବାଚ୍ଲାର୍ ନାୟ୍, ମଃତର୍ ମୁୟ୍ ତୁମିମଃନ୍କେ ବାଚି ଆଚି, ଆର୍ ତୁମିମଃନ୍ ଜଃନ୍କଃରି ଅଃଦିକ୍ ହଃଳ୍ ହଃଳୁକ୍ ହାରାସ୍ ଆର୍ ତୁମାର୍ ହଃଳ୍ ସଃବୁ ଦିନ୍ ରଃୟ୍ଦ୍, ଇତାର୍ ଗିନେ, ତୁମିମଃନ୍କେ କାମେ ଲାଗାୟ୍ ଆଚି । ସେତାକ୍ ତୁମିମଃନ୍ ମର୍ ନାଉଁଏ ଉବାକ୍ ଜାୟ୍ରି ହେଁ ମାଗାସ୍, ସେ ସେରି ତୁମିକେ ଦଃୟ୍ଦ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍,
ଅଃମିମଃନ୍ ଜେ, ଇସ୍ୱର୍କେ ଲାଡ୍ କଃଲୁ ସେରି ନଃୟ୍, ମଃତର୍ ସେ ଅଃମିମଃନ୍କ୍ ଲାଡ୍ କଃଲା, ଆରେକ୍ ଅଃହ୍ଣାର୍ ହୟ୍ସିକେ ଅଃମିମଃନାର୍ ହାହ୍ ବୟ୍ନେଉଁକେ ହଃଟାୟ୍ଲା ଇତି ଇସ୍ୱରାର୍ ଲାଡ୍ ଜାଣାହଃଳୁଲି ।
ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟ୍ ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟ୍ ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ ।