୧ ଜହନ୍ 4:1 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍1 ଏ ଲାଡାର୍ ବାୟ୍ମଃନ୍ ସଃବୁ ଆତ୍ମାକେ ବିସ୍ୱାସ୍ କଃରାନାୟ୍ ମଃତର୍ ଆତ୍ମାମଃନ୍ ଇସ୍ୱରାର୍ ତଃୟ୍ହୁଣି ଆସି ଆଚ୍ତି କି ନାୟ୍ ଇରି ସେମଃନ୍କେ ପରିକ୍ୟା କଃରି ଦଃକା କାୟ୍ତାକ୍ବଃଲେକ୍ ଜଃଗତେ ଅଃନେକ୍ ମିଚ୍ ବାବ୍ବାଦି ବାରାୟ୍ ଆଚ୍ତି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ1 ଏ ଲାଡାର୍ ବାଇମ୍ନ୍, ଇ ଜ୍ଗତ୍ ତ୍ଇ ବେସି ମିଚ୍ ବବିସ୍ତ୍ କ୍ଉତାଲକ୍ ଆତିତ୍, ସେତାକ୍ ସ୍ବୁ ଆତ୍ମାକେ ବିଶ୍ବାସ୍ କ୍ରାନାଇ, ମ୍ତର୍ ସେମ୍ନ୍ ଇଶ୍ଵରାର୍ ତ୍ଇହ୍ଣି ଆଇଲାଇ ଆତି କି ନାଇ, ଇରି ପରିକ୍ୟା କ୍ରି ଦ୍କା। အခန်းကိုကြည့်ပါ။ |
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।