19 ଅଃମିମଃନାର୍ କାମାର୍ ଗିନେ ଅଃମିମଃନ୍ ସଃତାର୍ ହିଲାମଃନ୍ ମଃନେ ବଃଲି ଜାଣୁ ହାରୁ ।
19 ଅନ୍କାର୍ କ୍ଲେକ୍ ଅମିମ୍ନ୍ ସ୍ତାର୍ ହିଲା ବ୍ଲି, ଇରି ଜାଣୁମା,
ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।”
ସେତାକ୍ ପିଲାତ ଜିସୁକେ ହଃଚାର୍ଲା, “ତଃବେ ତୁୟ୍ କାୟ୍ ଗଟେକ୍ ରଃଜା ?” ଜିସୁ ଉତୁର୍ ଦିଲା, “ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟ୍ ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟ୍ ଆଚି ଆର୍ ଜଃଗତେ ଆସିଆଚି । ଜୁୟ୍ ଲକ୍ ସଃତାର୍ ହୟ୍ସି, ସେ ମର୍ କଃତା ସୁଣେଦ୍ ।”
ମଃତର୍ ଇସ୍ୱର୍ ଜୁୟ୍ ଜଃବାଉ କଃରିରିଲା, ସେରି ସେ ସାଦୁନ୍ କଃରେଦ୍ ବଃଲି ତାର୍ ବଃଡେ ବିସ୍ୱାସ୍ ରିଲି ।
ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟ୍ ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ,
ଇତାର୍ ଗିନେ ହେଁ ମୁୟ୍ଁ ଇ ସଃବୁ ଦୁକ୍ ବୟ୍ଗ କଃରୁଲେ; ଅୟ୍ଲେକ୍ ହେଁ ଲାଜ୍ ନଃକେରି, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ମୁୟ୍ଁ ବିସ୍ୱାସ କଃରିଆଚି, ତାକେ ମୁୟ୍ଁ ଜାଣି, ଆର୍ ମୁୟ୍ଁ ତାର୍ ଆତେ ଜାୟ୍ରି ସଃହ୍ରିଆଚି, ସେରି ବଃଡ୍ ବିଚାର୍ ଦିନ୍ ହଃତେକ୍ ଦଃରିରେଉଁକ୍ ତାର୍ ସଃକ୍ତି ଆଚେ, ଇରି ମୁୟ୍ଁ ସଃତ୍କଃରି ବିସ୍ୱାସ୍ କଃରୁଲେ ।
ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ହାଣାୟ୍ ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;
ଇ ସଃବୁଲକ୍ ବିସ୍ୱାସେ ହଃରାଣ୍ ଚାଡ୍ଲାୟ୍, ସେମଃନ୍ ସଃୟ୍ତ୍ କଃଲା ହଃଳ୍ ନଃହାୟ୍ଲାୟ୍, ମଃତର୍ ଦୁରିକ୍ ହୁଣି ସେରି ଦଃକି ଜୁଆର୍ ଜାଣାୟ୍ଲାୟ୍ ଆର୍ ହୁର୍ତିୟେ ଅଃହ୍ଣାମଃନ୍କେ ବିଦେସି ଆର୍ ହଃର୍ବାସି ବଃଲି ମାନ୍ଲାୟ୍ ।
ଅଃମିମଃନାର୍ ହାହ୍ ନାୟ୍ ଇରି ଜଦି କଃଉନ୍ଦ୍ ତଃନ୍ଅୟ୍ଲେକ୍ ଅଃହ୍ଣା ଅଃହ୍ଣାକ୍ ଜଃଟୁଲୁ । ଆରେକ୍ ଅଃମାର୍ ତଃୟ୍ ସଃତ୍ ନାୟ୍ ।
ତୁମିମଃନ୍ ସଃତ୍ ଜାଣି ନଃରିଲାର୍ ଗିନେ ମୁଁୟ୍ ଜେ ତୁମିମଃନାର୍ ହାକ୍ ଲେକ୍ଲେ ସେରି ନାୟ୍, ମଃତର୍ ତୁମିମଃନ୍ ସଃତ୍ ଜାଣିରିଲାକ୍ ଲେକୁଲେ । ସଃତେହୁଣି ମିଚ୍ ଜାତ୍ ନୟ୍ ବଃଲି ଜାଣିରିଲାକ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ ।
ଜଦି ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍କଃରୁଲୁ, ଅଃମିମଃନ୍ ଜାଣୁଲୁ ଜେ ଅଃମିମଃନ୍ ମଃର୍ନ୍କେ ଜିଣିକଃରି ଜିବନେ ହଚି ଆଚୁ, ସେତାକ୍ ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍ କଃରୁଲୁ । ଜେ ଲାଡ୍ ନଃକେରେ, ଅଃବେ ହେଁ ସେ ମଃର୍ନାର୍ ତଃଳେ ଆଚେ ।
ଆରେକ୍ ଜୁୟ୍ ବିସୟ୍ ହେଁ ଅଃମାର୍ ଜିବନ୍ ଅଃମିମଃନ୍କ୍ ଦସି କଃରେଦ୍, ସେ ବିସୟେ ସେତାର୍ ଗିନେ ତାର୍ ଚଃମେ ଅଃହ୍ଣାମଃନାର୍ ମଃନ୍କେ ତିର୍ କଃରୁ ହାରୁଆଁ; ବଃଲେକ୍ ଇସ୍ୱର୍ ଅଃମାର୍ ମଃନ୍ତଃୟ୍ହୁଣି ବଃଡ୍ ଆର୍ ସେ ସଃବୁ ଜାଣେଦ୍
ଏ ଲାଡାର୍ ବାୟ୍ମଃନ୍, ଅଃମାର୍ ମଃନ୍ ଜଦି ଅଃମିକ୍ ଦସି ନଃକେରେ, ତଃନ୍ଅୟ୍ଲେକ୍ ଇସ୍ୱରାର୍ ଚଃମେ ଅଃମାର୍ ସାସ୍ ଆଚେ ।