୧ ଜହନ୍ 2:22 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍22 ଜିସୁ ଜେ କ୍ରିସ୍ଟ ଇରି ଜେ ନଃମାନେ ତାର୍ ତଃୟ୍ ହୁଣି ଆର୍ ମିଚୁଆ କେ ? ଜେ ଇସ୍ୱର୍ ଆର୍ କ୍ରିସ୍ଟକେ ନଃମାନେ ସେ କ୍ରିସ୍ଟ ବିରଦି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ22 ତ୍ବେ ମିଚୁଆ କେ? ଯୀଶୁ ଯେ ଖ୍ରୀଷ୍ଟ ନାଇବ୍ଲି ଯେ ମ୍ନା କ୍ରେଦ୍, ସେ ହ୍କା ମିଚୁଆ ଲକ୍, ସେ ଖ୍ରୀଷ୍ଟ ବିରଦି ଆତ୍ତି, ଉବା ଇଶ୍ଵର୍ ଆର୍ ହଇସି ଦୁଇ ଲକ୍କେ ହେଁ ମାନିନ୍କେର୍ତି। အခန်းကိုကြည့်ပါ။ |
ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।