୧ କରନ୍ତି 8:4 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍4 ଇତାକ୍ ଦେବ୍ତାକେ ହୁଜାଦିଲାର୍ ବଗ୍ କାତାର୍ କଃତା ଅଃମିମଃନ୍ ଜାଣି ଆଚୁ, ଜଃଗତେ ମୁର୍ତିର୍ କାୟ୍ ମଲ୍ ନାୟ୍, ଆର୍ ଗଟେକ୍ ଇସ୍ୱର୍ ଚାଡି ଆରେକ୍ ଜୁଳେକ୍ ନାୟ୍ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ4 ମୁର୍ତିଲ୍ଗେ ବଳିହୁଜା କ୍ରିରିଲା ଜିନିଷ୍ କାତା ବିଷୟେ ଅମି ଜାଣୁଲୁ, ଯେ ଇ ହୁର୍ତିବି ଲ୍ଗେ ମୁର୍ତିବ୍ଲି କାଇ ହେଁ ଶ୍କ୍ତି ନାଇ। ଅମାର୍ ଇଶ୍ଵର୍ ହ୍କା ଗଟେକ୍ ଇଶ୍ଵର୍। အခန်းကိုကြည့်ပါ။ |
“ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍ ? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ ।