୧ କରନ୍ତି 8:3 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 ମଃତର୍ କେ ଜଦି ଇସ୍ୱର୍କେ ଲାଡ୍ କଃରେଦ୍, ଇସ୍ୱର୍ ତାକେ ଜାଣି ଆଚେ । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ3 ମ୍ତର୍ ଜୁଇଲକ୍ ଇଶ୍ଵର୍କେ ଲାଡ୍ କ୍ରେଦ୍, ଯେ ତାକେ ଇଶ୍ଵର୍ ଜାଣିଆଚେ। အခန်းကိုကြည့်ပါ။ |
ଜିସୁ ଇତାର୍ ସଃଙ୍ଗ୍ ତିନିତର୍ ତାକ୍ ହଃଚାର୍ଲା, “ଏ ଜହନାର୍ ହୟ୍ସି ସିମନ୍, ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ?” ତୁୟ୍ କାୟ୍ ମକ୍ ଲାଡ୍ କଃରୁଲିସ୍ ? ଇରି କୟ୍ ସେ ତିନିତର୍ ପିତର୍କେ ହଃଚାର୍ଲାକ୍ ପିତର୍ ଦୁକ୍ ଅୟ୍ ତାକ୍ କୟ୍ଲା, “ମାପ୍ରୁ, ତୁୟ୍ ସଃବୁ କଃତା ଜାଣି ଆଚ୍ସି; ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।” ଜିସୁ ତାକ୍ କୟ୍ଲା, “ମର୍ ମେଣ୍ଡାମଃନ୍କେ ଚଃରାଉ ।
ଜୁୟ୍ଲଃଗେ ସୟ୍ତାନାର୍ ସିଙ୍ଗାସଣ୍ ଆଚେ, ସେତି ତୁମିମଃନ୍ ବାସା କଃରୁଲାସ୍, ଇରି ମୁୟ୍ ଜାଣିଆଚି; ଅୟ୍ଲେକ୍ ହେଁ ତୁମିମଃନାର୍ ମର୍ ନାଉଁ ଉହ୍ରେ ଅଃଟୁଆ ବିସ୍ୱାସ୍ ଆଚେ, ଇବାନ୍ୟା କି ମର୍ ଗଟେକ୍ ବିସ୍ୱାସି ଦଃଙ୍ଗ୍ଳା ଆନ୍ତିପାକ୍ ସୟ୍ତାନ୍ ବାସା କଃର୍ତା ତଃୟ୍ ଜଃଡେବଃଳ୍ ମଃର୍ନେ ମାର୍ଲାୟ୍, ସଃଡେବଃଳ୍ ହେଁ ତୁମି ମର୍ ତଃୟ୍ ବିସ୍ୱାସ୍ କଃର୍ତାର୍ ଚାଡି ନଃରିଲାସ୍ ।