୧ କରନ୍ତି 6:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ଇସ୍ୱରାର୍ ଲକମଃନ୍ ଜଃଗତାର୍ ବିଚାର୍ କଃର୍ତି, ଇ କଃତା କାୟ୍ ତୁମିମଃନ୍ ନଃଜାଣାସ୍ ? ଆର୍ ଜଃଗତ୍କେ ତୁମିମଃନ୍ ବିଚାର୍ କଃରାସ୍, ତଃବେ ତୁମିମଃନ୍ ସାନ୍ ସାନ୍ କଃତା ବିଚାର୍ କଃରୁକେ ଜୟ୍ଃଗ୍ ନାୟ୍କି ? အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ2 କାଇତାକ୍ ଇଶ୍ଵରାର୍ ଲକ୍ମ୍ନ୍ ହ୍କା ଜ୍ଗତାର୍ ବିଚାର୍ କ୍ର୍ତି ବ୍ଲି ତୁମିମ୍ନ୍ ନ୍ଜାଣାସ୍ କି? ଯଦି ତୁମିମ୍ନ୍ ଜ୍ଗତାର୍ ବିଚାର୍ କ୍ରୁଲାସ୍, ତ୍ବେ ଇ ସାନ୍ ବିଷୟେ କାଇରି ବିଚାର୍ କ୍ରୁ ନାହାରାସ୍ କି? အခန်းကိုကြည့်ပါ။ |
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।