୧ କରନ୍ତି 4:5 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍5 ସେତାକ୍, ବେଳା ଆଗ୍ତୁ ମାପ୍ରୁ ବିଚାର୍ କଃରୁକେ ଆସ୍ତା ହଃତେକ୍ କାୟ୍ କଃତା ହେଁ ବିଚାର୍ ନଃକେରା, ସେ ଅଃନ୍ଦାର୍ ବିତ୍ରାର୍ ଗୁପ୍ତ୍ କଃତାମଃନ୍ ଉଜାଳେ ଦଃକାୟ୍ଦ୍, ଆରେକ୍ ମଃନାର୍ ବାବ୍ନାମଃନ୍ ହଃଦାୟ୍ ଦଃକାୟ୍ଦ୍; ସଃଡେବଃଳ୍ ହଃତିଲକ୍ ଇସ୍ୱରାର୍ ତଃୟ୍ ଜଃଜ୍ମାନ୍ ହାଉତି । အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ5 ସେତାର୍ଗିନେ ଟିକ୍ ସମୟ୍ ନାସ୍ତା ଆଗେ ତୁମି କାର୍ ବିଚାର୍ କ୍ରାନାଇ, କାଇତାକ୍ ସ୍ରାସ୍ରି ବିଚାର୍ ମାପ୍ରୁର୍ ଆସ୍ତା ଦିନ୍ ଅଇଦ୍। ସେ ସେଦିନ୍ ଅନ୍ଦାରେ ଲୁକାଇ କ୍ରିରିଲା ବିଷୟ୍ ସ୍ବୁ ଉଜାଳେ ଦ୍କାଇ ଦେଇଦ୍। ଆର୍ ଲକ୍ମ୍ନ୍କାର୍ ଲୁକ୍ଣେ କ୍ଲାକାମ୍ ସ୍ବୁ ହ୍ଦାଇ ଜାଣା ହ୍ଳେଦ୍, ସ୍ଡେବ୍ଳ୍ ସ୍ବୁ ଲକ୍ମ୍ନ୍ ଇଶ୍ଵରାର୍ ତ୍ଇହ୍ଣି ଇନାମ୍ ହାଉତି। အခန်းကိုကြည့်ပါ။ |
ଏ ବାୟ୍ବେଣିମଃନ୍, ତୁମିମଃନ୍ ଏକ୍ଆରେକ୍କେ ଲିନ୍ଦା କଃତା କଃଉଆ ନାୟ୍ । ଜେ ବାୟ୍କ୍ ଲିନ୍ଦା କଃତା କୟ୍ଦ୍ କି ବିଚାର୍ କଃରେଦ୍, ସେ ମସାର୍ ବିଦିର୍ ଗାଣେଞ୍ଜ୍ କଃତା କୟ୍ଦ୍ ଆର୍ ବିଚାର୍ କଃରେଦ୍ । ମଃତର୍ ତୁମି ଜଦି ବିଦିର୍ ବିଚାର୍ କଃରାସ୍, ତଃନ୍ଅୟ୍ଲେକ୍ ତୁମି ମସାର୍ ବିଦିର୍ ମାୟ୍ନ୍କାରି ନଃୟ୍କଃରି, ସେତିର୍ ବିଚାର୍ କଃର୍ତା ଲକ୍ ।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।