16 ଇତାର୍ ଗିନେ ତୁମିମଃନ୍କେ ଗଃଉଆରି କଃରୁଲେ, ତୁମିମଃନ୍ ମର୍ କଃତା ମାନା ।
16 ସେତାର୍ ଗିନେ ମର୍ହର୍ ଅମ୍କେ ମୁଇ ତୁମୁକ୍ମ୍ନ୍ କାନିକ୍ର୍ମ୍ ଅମ୍ଲେ।
ମୁୟ୍ଁ ଜଃନ୍କଃରି କ୍ରିସ୍ଟର୍ ଦଃକି କଃରୁଲେ, ତୁମିମଃନ୍କେ ହେଁ ସେନ୍କଃରି ମର୍ ଦଃକି କଃରା ।
ଏ ବାୟ୍ବେଣିମଃନ୍, ତୁମିମଃନ୍ ଗଟେତଃୟ୍ ଅୟ୍ ମର୍ ହଃଚେ ଆସା, ଆର୍ ଅଃମିମଃନାର୍ ତଃୟ୍ ଜୁୟ୍ ନିକ ଗୁଣ୍ ଦଃକୁଲାସ୍, ଜୁୟ୍ ଲକ୍ମଃନ୍ ସେରଃକମ୍ ଜିବନ୍ କାଟୁଲାୟ୍ ସେମଃନ୍କେ ଦଃକା ।
ତୁମିମଃନ୍ ସେ ସଃବୁ କଃତା ମର୍ ତଃୟ୍ହୁଣି ସିକିଆଚାସ୍, ହାୟ୍ଆଚାସ୍, ଆର୍ ମର୍ତଃୟ୍; ଦଃକିଆଚାସ୍, ସେରିମଃନ୍ କଃରା; ତଃବେ ସୁସ୍ତାକାରି ଇସ୍ୱର୍ ତୁମିମଃନାର୍ ସଃହା ଅୟ୍ଦ୍ ।
ଆରେକ୍ ତୁମିମଃନ୍ ବଃଡେ ଦୁକ୍କଃସ୍ଟ୍ ବଗ୍ କଃରି ହେଁ ପବିତ୍ର ଆତ୍ମା ଦିଲା ସଃର୍ଦାର୍ ସଃଙ୍ଗ୍ ସେ ମାପ୍ରୁର୍ କଃତାକ୍ ମାନିକଃରି ଅଃମାର୍ ଆର୍ ମାପ୍ରୁର୍ ହଃଚେ ଜାତି ରିଲାସ୍ ।
ତୁମିମଃନାର୍ ତଃୟ୍ହୁଣି କାୟ୍ରି ନେଉଁକ୍ ଜେ ଅଃମିମଃନାର୍ ଅଃଦିକାର୍ ନାୟ୍, ସେରି ନାୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ କାମ୍ କଃରାସ୍, ଇତାର୍ ଗିନେ ଅଃମିକ୍ ଦଃକି ତୁମି ସିକୁକ୍ ସେବାନ୍ୟା କଃଲୁ ।
ଜୁୟ୍ ଲକ୍ମଃନ୍ ତୁମିମଃନ୍କେ ଇସ୍ୱରାର୍ କଃତା କୟ୍ରିଲାୟ୍, ତୁମିମଃନାର୍ ସେବାନ୍ୟା ମୁଳିକାମଃନ୍କେ ଏତାଉଆ; ସେମଃନାର୍ ଜିବନାର୍ ସଃରାସଃରି ଜାତାର୍ ମୁଏଁ ସଃଙ୍ଗାୟ୍ ସେମଃନାର୍ ବିସ୍ୱାସାର୍ ହଃଚେ ଜାତା ଲକ୍ ଅଃଉଆ ।
ଆରେକ୍ ଜୁୟ୍ମଃନାର୍ ଦାୟ୍ତ୍ ତୁମାର୍ ଆତେ ସଃର୍ହି ଦିଆ ଅୟ୍ଲି ଆଚେ, ସେମଃନାର୍ ଉହ୍ରେ ଅଃଦିକାର୍ ନଃଦେକାୟ୍ ମଃନ୍ଦାର୍ ବାଟ୍ ଦଃକାୟ୍ଲା ହର୍ ସେରି କଃରା ।