23 ମଃତର୍ ତୁମିମଃନ୍ କ୍ରିସ୍ଟର୍, ଆର୍ କ୍ରିସ୍ଟ ଇସ୍ୱରାର୍ ।
23 ଆର୍ ତୁମିମ୍ନ୍ ଖ୍ରୀଷ୍ଟର୍ ଲକ୍ ଆର୍ ଖ୍ରୀଷ୍ଟ ଇଶ୍ଵରାର୍ ଅଦିକାରେ ଆଚେ।
ପିତର୍ ଇ କଃତା କଃଉ କଃଉ କଃଣ୍ଡେକ୍ ଉଜାଳ୍ ମେଗ୍ ସେମଃନ୍କେ ଡାହ୍ଲି, ଆର୍ ସେ ମେଗେ ହୁଣି ଇ କଃତା କଃଉଆ ଅୟ୍ଲି, “ଇରି ଅଃମାର୍ ଲାଡାର୍ ହଅ, ଆର୍ ଉହ୍ରେ ଅଃମାର୍ ବଃଡେ ସଃନ୍ମତ୍, ଆର୍ କଃତା ସୁଣା ।”
ତୁୟ୍ ମକ୍ ଜଃନ୍କଃରି ଜଃଗତେ ହଃଟାୟ୍ ଆଚ୍ସି, ମୁୟ୍ ହେଁ ସେମଃନ୍କେ ସେବାନ୍ୟା ଜଃଗତେ ହଃଟାୟ୍ ଆଚି ।
ଜଃନ୍କଃରି ସେମଃନ୍ ସଃବୁ ଲକ୍ ଗଟେକ୍ ଅଃଉତି ଇରି ମର୍ ପାର୍ତ୍ନା; ଏ ଉବା, ତୁୟ୍ ଜଃନ୍କଃରି ମର୍ ଲଃଗେ ଆଚ୍ସି ଆର୍ ମୁୟ୍ ତର୍ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍ ଲଃଗେ ରେଅତ୍, ଜଃନ୍କଃରି ତୁୟ୍ ମକ୍ ହଃଟାୟ୍ଲିସ୍ ବଃଲି ଜଃଗତ୍ ବିସ୍ୱାସ୍ କଃରେଦ୍ ।
ଜଦି ଅଃମିମଃନ୍ ବଚୁଆଁ, ତଃବେ ମାପ୍ରୁର୍ ଗିନେ ବଚୁଆଁ, ନୟ୍ଲେକ୍ ଜଦି ମଃରୁଆଁ ତଃବେ ମାପ୍ରୁର୍ ହାଁୟ୍ ମଃରୁଆଁ । ତଃବେ ଜଦି ଅଃମିମଃନ୍ ବଚୁଆଁ କି ମଃରୁଆଁ, ଅଃମିମଃନ୍ ମାପ୍ରୁର୍ ଲକ୍ ।
ମଃତର୍ କ୍ରିସ୍ଟ ଜେ ହଃତି ଅଣ୍ଡ୍ରାମଃନାର୍ ମୁଣ୍ଡ୍ ହର୍ ଆର୍ ଅଃଣ୍ଡ୍ରା ଜେ ମାୟ୍ଜିର୍ ମୁଣ୍ଡ୍ହର୍ ଆର୍ ଇସ୍ୱର୍ ଜେ କ୍ରିସ୍ଟର୍ ମୁଣ୍ଡ୍ହର୍ ଇରି ତୁମିମଃନ୍ ଜାଣା ବଃଲି ମର୍ ମଃନ୍ ।
ମଃତର୍ ସଃବୁଲକ୍ ଅଃହ୍ଣାର୍ ଅଃହ୍ଣାର୍ ଦଃଳେ ହଃର୍ତୁ ହଃଳ୍ ହର୍ କ୍ରିସ୍ଟ, ହଃଚେ କ୍ରିସ୍ଟର୍ ଆସ୍ତାବଃଳ୍ ତାର୍ ତଃୟ୍ ଆୟ୍ଲି ଲକ୍ମଃନ୍ ।
ଆର୍ ସଃବୁକଃତା କ୍ରିସ୍ଟର୍ ଆୟ୍ତେ କଃରାଗ୍ଲା ହଃଚେ ସଃବୁକଃତା ତାର୍ ଆୟ୍ତେ କଃଲା, ନିଜେ କ୍ରିସ୍ଟ ହେଁ ତାର୍ ଆୟ୍ତେ ରଃୟ୍ଦ୍, ଜଃନ୍କଃରି ଇସ୍ୱର୍ ରାୟ୍ଜ୍ ସଃବ୍କାର୍ ଉହ୍ରେ ଅୟ୍ଦ୍ ।
କାୟ୍ତାକ୍ବଃଲେକ୍ ଜେ ଗତିଦଃଙ୍ଗ୍ଳା ଅୟ୍ କୁଦାୟ୍ ଅୟ୍ଆଚେ, ସେ ମାପ୍ରୁର୍ ମୁକ୍ତ୍ ଲକ୍, ସେରଃକମ୍ ଜେ ମୁକ୍ତ୍ ଅୟ୍ କୁଦାୟ୍ ଅୟ୍ଆଚେ, ସେ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ।
ଅୟ୍ଲେକ୍ ହେଁ ଅଃମାର୍ ଗଟେକ୍ ହଃକା ଇସ୍ୱର୍, ବଃଲେକ୍ ଜୁୟ୍ ଉବାର୍ ତଃୟ୍ ହୁଣି ସଃବୁକଃତା ଉବ୍ଜି ଆଚେ, ଆର୍ ଅଃମିମଃନ୍ ତାର୍ ଗିନେ ବଚିଆଚୁ, ଆର୍ ଗଟେକ୍ ବଃଲି ମାପ୍ରୁ, ବଃଲେକ୍ ଜିସୁ କ୍ରିସ୍ଟ, ତାର୍ତଃୟ୍ହୁଣି ସଃବୁ କଃତା ଉବ୍ଜି ଆଚେ, ଆର୍ ତାର୍ତଃୟ୍ହୁଣି ଅଃମିମଃନ୍ ବାଚି ଆଚୁ ।
ତୁମାର୍ ଚାରିବାଟ୍ କାୟ୍ରି ସଃବୁ ଗଃଟୁଲି, ଦଃକା । ଜଦି କେ ଆହ୍ଣାକେ କ୍ରିସ୍ଟର୍ ବଃଲି ବିସ୍ୱାସ୍ କଃରେଦ୍ ତଃବେ ସେ ଜଃନ୍କଃରି କ୍ରିସ୍ଟର୍, ଅଃମିମଃନ୍ ହେଁ ସେବାନ୍ୟା କ୍ରିସ୍ଟର୍, ଇତି ସେ ଆରେକ୍ ନିଜେ ବାବି ଦଃକ ।
ଆର୍ ଜଦି ତୁମିମଃନ୍ କ୍ରିସ୍ଟର୍, ତଃବେ ତୁମିମଃନ୍ ତ ଅବ୍ରାହାମାର୍ ବଃଉଁସ୍, ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଅଃଦିକାରାର୍ ଜୟ୍ଗ୍ ।
ଜୁୟ୍ ଲକ୍ମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ସେମଃନ୍ ଗଃଗାଳ୍କେ ସେତିର୍ ଦାରି କାମ୍ ଆର୍ ଇଚାକ୍ କ୍ରୁସେ ମଃରାୟ୍ ଆଚ୍ତି ।
ଜଃନ୍କଃରି କାଳାର୍ ହୁର୍ନ୍ ଅଃଉତା କଃତା ଜଃଜ୍ନା ହଃର୍କାରେ ଟିକ୍ ବେଳାୟ୍ ଇସ୍ୱର୍ ସେସ୍ କଃରେଦ୍, ଜୁୟ୍ରି ସଃର୍ଗେ କି ହୁର୍ତିବିଏ ରେତା ସଃବୁ କଃତା ସେ ନିଜାର୍ ଗିନେ କ୍ରିସ୍ଟର୍ ତଃୟ୍ ରୁଣ୍ଡାୟ୍ଦ୍ ।