୧ କରନ୍ତି 1:11 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍11 ଏ ମର୍ ବାୟ୍ବେଣିମଃନ୍, କ୍ଲୟ୍ ଗଃରାର୍ ଲକାର୍ ତଃୟ୍ହୁଣି ତୁମାର୍ କଃତା ମକେ ଜାଣା ହଃଳିଆଚେ ଜେ, ତୁମାର୍ ବିତ୍ରେ ବେଗଳ୍ ଆଚେ အခန်းကိုကြည့်ပါ။ବ୍ଡ଼୍ ହ୍ର୍ଜା ବାଇବଲ11 କାଇତାକ୍, ଏ ମର୍ ବାଇମ୍ନ୍, ଗଟେକ୍ ମ୍ନେ ଗଟେକ୍ ଚିନ୍ତାଇ ସ୍ବୁ କ୍ତାବାର୍ତା କ୍ରା, ତୁମାର୍ ବିତ୍ରେ ମାଡ୍ଗଳ୍ ଅମ୍ଲାସ୍ ବ୍ଲି ଖ୍ଲୟିର୍ ଗ୍ରାର୍ ତୁମାର୍ମ୍ନ୍କାର୍ ବିଷୟେ ମର୍ଲ୍ଗେ କ୍ତେକ୍ ଲକ୍ ମକେ କ୍ମ୍ଲାଇ। အခန်းကိုကြည့်ပါ။ |
କାୟ୍ତାକ୍ବଃଲେକ୍ କଃଡେବଃଳ୍ ମୁୟ୍ଁ ଆୟ୍ଲେକ୍, ତୁମିମଃନ୍କେ ଜଃନ୍କଃରି ଦଃକୁକ୍ ମଃନ୍ କଃରୁଲେ, ସେବାନ୍ୟା ତୁମିମଃନ୍କେ ନଃଦେକି, ଆର୍ ତୁମିମଃନ୍କେ ମକ୍ ଜଃନ୍କଃରି ଦଃକୁକ୍ ମଃନ୍ ନଃକେରାସ୍, ସେବାନ୍ୟା ଦଃକା, ଇତାର୍ ଗିନେ ମୁୟ୍ଁ ଡିରୁଲେ; କଃନ୍ସ୍ ଅୟ୍ଲେକ୍ ଜିକାଟାଣା, ଅଃକାର୍, ରିସା, ମାଡାଚଃଗା, ଲକାର୍ ଲିନ୍ଦା, କାନେ କଃଉଆ କଇ, କୁଟ୍କପଟ୍, ମାଡ୍ଗଳ୍ ଅୟ୍ଦ୍;