Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ତିତସ୍‌ 2:13 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

13 ଅମାର୍ ବ୍‌ଡ୍ ଇଶ୍ଵର୍ ଆର୍ ଉଦାର୍‌‌କ୍‌ର୍‌ତା ଯୀଶୁ ଖ୍ରୀଷ୍ଟ ମଇମାର୍ ସ୍‌ଙ୍ଗ୍‌ ଆସେଦ୍ ବ୍‌ଲି, ଅମି ଆଶାକ୍‌ରିରିଲା ସେ ମହାନ୍ ଦିନାର୍ ଗିନେ ଜାଗି ରେମ୍‌ନ୍ଦ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

13 ବଃଡ୍ ଇସ୍ୱର୍‌ ଆର୍‌ ଅଃମିମଃନାର୍‌ ମୁକ୍ଳାଉତାର୍‌ କ୍ରିସ୍ଟଜିସୁର୍‌ ଜଃଜ୍‌ମାନ୍ ଦଃକୁକ୍‌ ଜାଗିରେଉନ୍ଦ୍, ଇତାର୍‌ ଗିନେ ବଃର୍ସା କଃରି ସିକ୍ୟା ଦେଉଁଲେ ।

အခန်းကိုကြည့်ပါ။ ကော်ပီ




ତିତସ୍‌ 2:13
42 ပူးပေါင်းရင်းမြစ်များ  

ଆରେକ୍‌, ମୁଇ ମାନାଇ ହିଲା ନିଜାର୍ ଉବାର୍ ମଇମା ସ୍‌ଙ୍ଗେ ନିଜାର୍ ଦୂତ୍‍ମ୍‌ନ୍‌କାର୍ ସ୍‍ଙ୍ଗ୍‍ ଆସେଦ୍ ଆର୍ ସେଡେବ୍‍ଳ୍ ସେ ସ୍‍ବୁ ଲକ୍‌କେ ତାର୍ କ୍‍ଲା କାମାର୍ ହର୍ ହ୍‍ଳ୍ ଦେଇଦ୍।


“ମୁଇ ମାନାଇ ହିଲା ଜ୍‌ଡେବ୍‌ଳ୍ ଦୂତ୍‍ମ୍‌ନ୍‌କାର୍ ସ୍‍ଙ୍ଗ୍‍ ନିଜାର୍ ସ୍‍ର୍‍ଦାଇ ଆସ୍‍ତି, ସେଡେବ୍‍ଳ୍ ମୁଇ ମର୍ ମଇମାର୍ ସିଂହାସନେ ବ୍‌ସିନ୍ଦ୍,


ଯୀଶୁ ମୁକିଆ ଜାଜକ୍‌କେ କଇଲା, ତୁଇ କ୍ଇ ଆଚ୍‍ଚି। ଆରେକ୍‌ ମୁଇ ତୁମୁକ୍‍ମ୍‌ନ୍‍କେ କ୍‌ମ୍‌ଲେ, ଏବେ ହ୍‍ଣି ତୁମିମ୍‍ନ୍ ମୁଇ ମାନାଇ ହିଲାକେ ଇଶ୍ଵରାର୍ କାତାବାଟ୍ ଅଦିକାର୍ ସ୍‍ଙ୍ଗ୍‍ ବ୍‌ସି ରିଲାର୍ ଆର୍ ଆକାଶାର୍ ମେଗ୍‌ମାଳାଇ ଆସ୍‌ତାର୍ ଦ୍‌କାସ୍‌।


ଯୀଶୁ କଇଲା, “ମୁଇ ସେ। ଆରେକ୍‌ ତୁମିମ୍‍ନ୍ ମୁଇ ମାନାଇ ହିଲାକେ ଅଦିକାର୍ ସ୍‍ଙ୍ଗ୍‍ ଇଶ୍ଵରାର୍ କାତାବାଟ୍ ବ୍‌ସି ରିଲାର୍ ଆର୍ ଆକାଶାର୍ ମେଗ୍‌ମାଳାଇ ଆସ୍‌ତାର୍ ଦ୍‌କାସ୍‌।”


ତ୍‍ବେ ଯେ ହେଁ ଇ ବେଳାର୍ ଦାରିକାମ୍ କ୍‌ର୍‌ତା ଲକ୍ ଆର୍ ପାପି ଲକ୍‍ମନ୍‍କାର୍ ବିତ୍‌ରେ ମର୍ ଆର୍ ମର୍ କ୍‌ତାର୍ ଗିନେ ଲାଜ୍ କ୍‍ରେଦ୍, ତ୍‍ବେ ଜ୍‌ଡେବ୍‌ଳ୍ ମୁଇ ମାନାଇ ହିଲା ପବିତର୍‌ ଦୂତ୍‍ମ୍‌ନ୍‌କାର୍ ସ୍‍ଙ୍ଗ୍‍ ମର୍ ଉବାର୍ ସ୍‍ର୍‍ଦା ସ୍‌ଙ୍ଗ୍‌ ଆସିନ୍, ସେଡେବ୍‌ଳ୍ ମୁଇ ହେଁ ସେମ୍‍ନାର୍ ଗିନେ ଲାଜ୍ କ୍‌ରାଇନ୍।”


ଇ ମାନାଇ ହର୍ ମର୍ ହେଁ ଇଶ୍ଵରାର୍ ଲ୍‌ଗେ ବିଶ୍‍ବାସ୍ ଆଚେ। ଦ୍‌ର୍‌ମ୍ ଲକ୍ ଆର୍ ଅଦ୍‌ର୍‌ମ୍ ଆରେକ୍‌ ଜୀବନ୍ ହାଇକ୍‍ରି ଉଟ୍‌ତି ବ୍‌ଲି ଏମ୍‌ନ୍ ବିଶ୍‍ବାସ୍ କ୍‌ରୁଲାଇ ମୁଇ ହେଁ ସେନ୍‍କ୍‌ରି ବିଶ୍‍ବାସ୍ କ୍‌ରୁଲେ।


ସେ ବ୍‌ର୍‌ସାର୍‌ ଇଶ୍ଵର୍ ତୁମୁକ୍‌ମ୍‌ନ୍ ବିଶ୍‍ବାସ୍ ଲାଗି ସ୍‌ବୁ ସ୍‌ର୍‌ଦା ଆର୍ ଶାନ୍‌ତିରେ ହୁରା କ୍‌ରତ୍, ଜ୍‌ନ୍‌କ୍‌ରି ତୁମିମ୍‍ନ୍ ପବିତର୍ ଆତ୍ମାର୍ ଶ୍‌କ୍‌ତିଏ ବ୍‌ର୍‌ସାର୍‌ ବେସି ବାଡାସ୍।


ଇ ବ୍‌ର୍‌ସା ଅମୁକେ କ୍‌ବେ ହେଁ ନିରାସ୍ କ୍‍ରି ନ୍‌କେରେ, କାଇତାକ୍ ଇଶ୍ୱର୍‌ ଅମାର୍ ହ୍ରୁଦୟ୍‌ ମ୍‌ନ୍‌କେ ଇଶ୍ୱର୍‌ ପବିତର୍ ଆତ୍ମା ଦ୍ୱାରା ତାର୍ ଲାଡ୍ ବ୍‌ର୍‌ତି କ୍‌ରିଦେଇଆଚେ।


ଇରି ଅମି ଜାଣୁଲୁ ଯେ, ଦୁକ୍ ବ୍‌ଗ୍ କ୍‌ରୁଲୁ, ମ୍‍ତର୍ ଜୁଇ ସ୍‌ର୍‌ଦା ଅମୁକ୍ ବବିସତ୍‌ରେ ଇଶ୍ୱର୍‌ ଅମୁକେ ଦେଇଦ୍ ତାର୍ ସ୍‌ମାନ୍‌ ଅମାର୍ ଅବାର୍ ଦୁକ୍ କିଚି ନାଇ।


ସେତାର୍‍ଗିନେ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଆସ୍‌ତା ବାଟ୍‌କେ ଜାଗିରିଲାବ୍‌ଳ୍, ତୁମୁକେ ସ୍‌ବୁ ପର୍‌କାର୍ ଆଶିର୍‌ବାଦ୍‌ ଆତ୍ମା ଦ୍ବାରା ମାପ୍‌ରୁ ଦିଲାଆଚେ, ଜୁଇରି କି ବିଶ୍ବାସିମ୍‌ନ୍‌କେ ଦ୍‌ଇଦ୍।


ବିଶ୍‍ବାସ୍ ନ୍‌କେର୍‌ତା ଲକ୍‌ମ୍‍ନ୍‌କେ ଜଗତାର୍ ଶଇତାନ୍ ଅନ୍ଦ୍‌କ୍‌ରିଦ୍‌ଇ ଆଚେ। ସେତାକ୍ ସେମ୍‌ନ୍ ଇଶ୍ଵରାର୍ ରୁପ୍ ଯେ ଖ୍ରୀଷ୍ଟର୍ ମଇମା ସୁବ୍‌କ୍‌ବରାର୍‌ ଉଜାଳ୍ ଦ୍‌କୁ ନାହାର୍‌ତି।


ସେତାକ୍ ଅନ୍ଦାରେ ହ୍‍ଣି ଉଜାଳ୍ ଅଉଅ ବ୍‌ଲି ଆଦେଶ୍ ଦ୍‌ଇରିଲା ଜୁଇ ଇଶ୍ଵର୍, ସେ ଖ୍ରୀଷ୍ଟର୍ ଟଣ୍ତେହ୍‌ଣି ବାର୍‍ଲା ଇଶ୍ଵରାର୍ ମଇମାର୍ ଗିଆନ୍ ଆର୍ ଉଜାଳ୍ ଦ୍‌କାମ୍‌କେ ଅମାର୍‌ମ୍‌ନ୍‌କାର୍‌ ହୃଦୟରେ ଉଜାଳ୍ କ୍‍ରିଆଚେ।


ତୁମିମ୍‍ନ୍ ଶୁଣିରିଲା ସୁବ୍‍କ୍‍ବର୍ ଉହ୍‌ରେ ବିଶ୍‍ବାସ୍ କ୍‌ଲେକ୍ ଖ୍ରୀଷ୍ଟ ଇ କାମ୍‍କ୍‍ରି ଚାଲେଦ୍। ତୁମିମ୍‍ନ୍ ନିଜାର୍ ବିସ୍‌ବାସେ ଡାଟ୍ ଆର୍ ସ୍‌ତ୍‌ବ୍‌ଲି ମାନିରିଲା ସୁବ୍‌କ୍‌ବର୍ ତୁମୁକ୍‌ମ୍‌ନ୍ ଜୁଇ ବ୍‌ର୍‌ସା ଦେଇଆଚେ ସେତିହ୍‍ଣି ବେମ୍‌ରି ଅଉଆନାଇ। ସେ ସ୍‌ମାନ୍ ସୁବ୍‌କ୍‌ବର୍ ସ୍‌ବୁ ସ୍‌ର୍‌ଗ୍ ତ୍‌ଳେ ରେତା ଲକ୍‌କେ କ୍‌ଉଆ ଅଇଆଚେ, ମୁଇ ସେବାକ୍‌ର୍‌ତା ପାଉଲ୍ ସେ ସ୍‌ମାନ୍ ସୁବ୍‌କ୍‌ବର୍ କ୍‍ମ୍‍କେ ସାସ୍ କ୍‌ଲେଆଚେ।


ଇ ବ୍‍ଡ୍ ସ୍‌ତ୍ ସ୍‌ବୁଲକାର୍ ହାଇଁ। ଇଶ୍ଵର୍ ଇ ବ୍‌ଡ୍ ଆର୍ ଲୁକିରିଲା ସ୍‌ତ୍‌କେ ବିନ୍‍ଜାତିର୍ ଲକ୍‌ମ୍‍ନ୍‌କେ ଜାଣାଇ ଦେମ୍‌କେ ଇଚାକ୍‌ଲା। ଇସ୍‌ତ୍ ତୁମାର୍ ବିତ୍‌ରେ ରେତାର୍‌ ଖ୍ରୀଷ୍ଟ ନିଜେ, ଇଶ୍ଵରାର୍ ମଇମା ହାମ୍‌କେ ସେ ଅମ୍‌ଲା ଅମାର୍ ଗଟେକ୍ ଆଶା।


ଜ୍‌ଡେବ୍‌ଳ୍ ସ୍‌ତ୍ ସୁବ୍‌କ୍‌ବର୍ ତୁମାର୍ ଲ୍‌ଗେ ହ୍‌ର୍‌ତୁ ପର୍‍ଚାର୍ ଅଇଲି, ସ୍‌ଡେବ୍‌ଳ୍ ତୁମିମ୍‍ନ୍ ସେତିର୍ ଆଶାର୍ କ୍‌ତାଶୁଣି ରିଲାସ୍।


ଅମାର୍‌ମ୍‌ନ୍‌କାର୍‌ ଜୀବନ୍ ହର୍ ଯେ ଖ୍ରୀଷ୍ଟ, ଜ୍‌ଡେବ୍‌ଳ୍ ସେ ଜାଣାଇ ଅଇଦ୍, ସ୍‌ଡେବ୍‌ଳ୍ ତୁମିମ୍‍ନ୍ ହେଁ ତାର୍‌ସ୍‍ଙ୍ଗ୍‍ ମଇମାରେ ଜାଣାଇ ଅଉଆସ୍।


ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ନିଜେ ଆର୍ ଉବା ଇଶ୍ଵର୍ ଅମୁକେ ଲାଡ୍‌କ୍‌ରି ତାର୍ ଆଶିର୍‌ବାଦ୍‌ ଲାଗି ସ୍‌ବୁ ସାସ୍ ଆର୍ ବ୍‌ର୍‌ସା ଦିଲାଆଚେ।


ତାର୍‌ହ୍‌ଚେ ଜାଇକ୍‍ରି ସେ କ୍‍ରାପ୍ ମାନାଇ ଜାଣାଇ ଅଇଦ୍। ମାପ୍‌ରୁ ଯୀଶୁ ସେ କ୍‍ରାପ୍ ମାନାଇକେ, ନିଜାର୍ ଟଣ୍ଡେ ହ୍‍ଣି ହୁକିକ୍‌ରି ନାସ୍ କ୍‍ରେଦ୍। ମାପ୍‌ରୁ ଯୀଶୁ ନିଜାର୍ ମଇମା ସ୍‌ଙ୍ଗ୍ ଆସ୍‌ତା ଦ୍ବାରା ତାକେ ନ୍‌ଷ୍ଟ କ୍‍ରେଦ୍।


ମୁଇ ପାଉଲ୍, ଇ ଚିଟି ଲେକୁଲେ, ଅମାର୍ ଉଦାର୍‌‌କ୍‌ର୍‌ତା ଇଶ୍ଵର୍ ଆର୍ ଖ୍ରୀଷ୍ଟ ଯୀଶୁ ହ୍‌ଟାଇଲା ଚେଲା, ଆର୍ ଖ୍ରୀଷ୍ଟ ଯୀଶୁ ହ୍‌କା ଅମାର୍‌ମ୍‍ନ୍‍କାର୍ ବ୍‌ର୍‌ସା।


ମର୍ ଲାଡାର୍ ହିଲା ତୀମଥି ଲ୍‌ଗେ ମୁଇ ଇ ଚିଟି ଲେକୁଲେ। ଉବା ଇଶ୍ଵର୍ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ତକେ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ଦେଉଅ।


ଇଶ୍ଵରାର୍ ମୁଁଏ ଆର୍ ଖ୍ରୀଷ୍ଟ ଯୀଶୁ ଯେ କି ଜୀବନ୍ ରିଲା ଲକାର୍‌ ଆର୍ ମ୍‌ଲା ଲକାର୍‌ ବିଚାର୍‌ କ୍‌ରୁକେ ଆସୁଲା। ସେ ର୍‌ଜାଅଇ ଶାସନ୍ କ୍‍ରେଦ୍। ତାର୍ ରାଇଜାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ମୁଇ ତକେ ଆଦେଶ୍ ଦେମ୍‍ଲେ।


ମର୍ ଦ୍‌ର୍‌ମ୍ କାମାର୍ ଗିନେ ମୁଇ ଜିଣିରିଲା ଇନାମ୍ ଦେମ୍‌କେ ସେ ସ୍‌ଙ୍ଗାଇଲା ଆଚେ, ସ୍‌ରାସ୍‌ରି ବିଚାର୍‌ କ୍‍ର୍‍ତାଦିନ୍ ନିଆଇକାରି ବିଚାର୍‌ କ୍‌ର୍‌ତା ମାପ୍‌ରୁ ମକେ ନିଜେ ସେ ଇନାମ୍ ଦ୍‌ଇଦ୍, ମ୍‍ତର୍ ମକେ ହ୍‌କା ନାଇ ଜ୍‌ତେକ୍ ଲକ୍‍ମ୍‍ନ୍ ସ୍‌ବୁ ଡିରିକ୍‍ରି ସେ ଆସ୍‌ତା ଦିନ୍‌କେ ଜାଗ୍‌ଲାଇ ଆତ୍‍ତି ସେସ୍‌ବୁ ଲକ୍‌ମ୍‍ନ୍‌କେ ହେଁ ଇନାମ୍ ଦ୍‌ଇଦ୍।


ତ୍‍ବେ ସେମ୍‍ନ୍ ଇଶ୍ଵରାର୍ ସ୍‍ଙ୍ଗ୍‍ ନ୍‌ସେର୍‌ତା ଜୀବନ୍ ଜିଉତାର୍ ଗିନେ ଆଶା କ୍‌ର୍‌ତି, କାଇତାକ୍ ଜୁଇ ଇଶ୍ଵର୍ କି କ୍‌ବେ ମିଚ୍ ନ୍‌କଇ, ସେ ଇ ହୁର୍‌ତିବିକେ ତିଆର୍ କ୍‌ର୍‌ତା ଆଗେ, ଲକ୍‍ମ୍‍ନ୍ କ୍‌ବେ ହେଁ ନ୍‌ମେରତ୍ ବ୍‌ଲି ଶପତ୍ କ୍‌ରିରିଲା।


ତୀତସ୍, ମର୍ ବିଶ୍‌ବାସାର୍‌ ହିଲା, ତ୍‌କେ ଅମାର୍ ଉବା ଇଶ୍ଵର୍ ଆର୍ ଉଦାର୍‌‌କ୍‌ର୍‌ତା ଖ୍ରୀଷ୍ଟ ଯୀଶୁର୍‌ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ମିଳ।


ମ୍‍ତର୍ ଜ୍‌ଡେବ୍‌ଳ୍ ଅମାର୍ ଉଦାର୍‌‌କ୍‌ର୍‌ତା ଇଶ୍ଵର୍ ମାନାଇମ୍‌ନ୍‌କାର୍ ଗିନେ ଯୀଶୁ ଖ୍ରୀଷ୍ଟକେ ମାନାଇ ରୁପ୍ ଦେଇ ତାର୍ ଦୟା ଆର୍ ଲାଡ୍‌କେ ଜାଣାଇଲା,


ସେନ୍‍କ୍‌ରି ଗାଦାସ୍‌ବୁ ଲକ୍‌ମ୍‌ନ୍‌କାର୍‌ ପାପ୍ କେମା କ୍‌ରୁକେ ଖ୍ରୀଷ୍ଟ ହେଁ ତରେକ୍ ବଳି ହର୍ ମ୍‌ଲା, ସେ ଆରେକ୍‌ ପାପାର୍ ଲାଗି ମ୍‌ରୁକେ ନାସେ, ମ୍‌ତର୍ ତାର୍ ଲ୍‌ଗେ ବିଶ୍ବାସ୍ କ୍‍ରି ତାକେ ଜାଗିରିଲା ଲକ୍‌ମ୍‍ନ୍‌କେ ଉଦାର୍‌ କ୍‌ରୁକେ ଆସେଦ୍।


ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଉବା ଇଶ୍ଵର୍ ଦନ୍ୟ ଅଉଅ, ତାର୍ ବ୍‌ଡ୍ ଆଶିର୍‌ବାଦ୍‌ ଦ୍ବାରା ସେ ଅମୁକେ ଗଟେକ୍ ନ୍ଉଁଆ ଜୀବନ୍ ଦ୍‌ଇଆଚେ, ଯୀଶୁ ଖ୍ରୀଷ୍ଟର୍ ମ୍‌ର୍‌ନେ ହ୍‌ଣି ଜୀବନ୍ ଅଉତା ଦ୍ବାରା ଇ ନ୍ଉଁଆ ଜୀବନ୍ ଅମୁକେ ଗଟେକ୍ ନ୍‌ସେର୍‌ତା ଜୀବନାର୍ ଆଶା ଦ୍‌ଇଆଚେ।


ଇ ସମସ୍ଯା ମ୍‌ନ୍ ଆସ୍‌ତା ଉଦେସ୍ କେବଳ୍ ତୁମାର୍ ବିଶ୍ବାସର୍ ସ୍‌ତ୍‌କେ ହ୍‌ର୍‌ମାଣ୍ କ୍‌ର୍‌ତାର୍ ଲାଗି ଅନ୍‌କ୍‌ରି ଗ୍‌ଟେଦ୍, ଇ ବିଶ୍ୱାସ୍‌ସାର୍ ହ୍‌ର୍‌ମାଣ୍ ସନାର୍ ତ୍‌ଇହ୍‌ଣି ଅଦିକ୍ ମୁଲ୍ଯବାନ୍, ନ୍‌ଷ୍ଟ ଅଉତା ସନାକେ ହେଁ ସେରି ଅବ୍‌କା ସନା କି ନାଇବ୍‍ଲି ଜାଣୁକେ ଜୟେ ହଡାଇ ପରିକ୍ୟା କ୍‌ର୍‌ତି। ଯୀଶୁ ଖ୍ରୀଷ୍ଟ ଲେଉଟି ଆସ୍‌ତାବ୍‌ଳ୍, ତୁମାର୍ ବିଶ୍‍ବାସାର୍ ପବିତର୍‌ ହାଇଁ ତୁମି ସ୍‌ର୍‌ଦା, ମଇମା ଆର୍ ସନ୍‌ମାନ୍ ହାଉଆସ୍।


ମୁଇ ଶିମୋନ୍ ପିତର୍, ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ଦାସ୍ ଆର୍ ହ୍‌ଟାଇଲା ଚେଲା, ମୁଇ ସେମ୍‌ନ୍‌କାର୍ ଲ୍‌ଗେ ଇ ଚିଟି ଲେକୁଲେ, ଜୁଇ ଲକ୍‌ମ୍‌ନ୍‌ କି ଅମାର୍ ବ୍‌ଡ୍ ମୁଲ୍ଯର୍ ବିଶ୍‍ବାସ୍‍କେ ସ୍‌ମାନ୍ ବାବେ ହାଇ ଆତ୍‍ତି, ଜୁଇରି ଅମାର୍ ଇଶ୍ଵର୍ ଆର୍ ଉଦାର୍‌‌କ୍‌ର୍‌ତା ଯୀଶୁ ଖ୍ରୀଷ୍ଟ ଦ୍ବାରା ଦିଆଅଇଲି ଆଚେ, ଯେ କି ଅମୁକେ ଇଶ୍ଵରାର୍ ସ୍‌ଙ୍ଗ୍‌ ଟିକ୍ କ୍‍ରେଦ୍।


ମ୍‌ତର୍ ଅମାର୍ ମାପ୍‌ରୁ ଆର୍ ଉଦାର୍‌‌କ୍‌ର୍‌ତା ଯୀଶୁ ଖ୍ରୀଷ୍ଟର୍ ଆଶିର୍‌ବାଦ୍‌ ଆର୍ ଗ୍ଯାନ୍ ତ୍‌ଇ ତୁମିମ୍‍ନ୍ ବାଡା। ଅବେ ଆର୍ ସ୍‌ବୁବ୍‌ଳ୍ ତାର୍ ମଇମା ଅଉଅ। ଆମେନ୍।


ଅମିମ୍‌ନ୍ ଦ୍‌କିଆଚୁ ଯେ ଇଶ୍ଵର୍ ଜ୍‍ଗତାର୍ ଉଦାର୍‌ ହାଇଁ ନିଜାର୍ ହଇସିକେ ହ୍‌ଟାଇ ଆଚେ ଅମିମ୍‌ନ୍ ଇତିର୍ ସାକ୍ଷି ଅବେ ହେଁ ଅମିମ୍‌ନ୍ ସେ ସାକ୍ଯ ଦେମ୍‌ଲୁ।


ଇଶ୍ୱରାର୍‌ ଲାଡେ ନିଜ୍‍କେ ନିଜେ ତିର୍ କ୍‍ରି ର୍‌କା, ତୁମିମ୍‍ନ୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦୟାକେ ଜାଗିରିଆ, ସେ ତୁମୁକେ ନ୍‌ସେର୍‌ତା ଜୀବନ୍ ଦ୍‌ଇଦ୍। ସେ ଇରି କ୍‍ରେଦ୍ କାଇତାକ୍ ସେ ତୁମୁକେ ଲାଡ୍ କ୍‌ରୁଲା।


ଦ୍‌କା! ଯୀଶୁ ଆକାଶାର୍ ମେଗ୍ ସ୍‌ଙ୍ଗ୍ ଆସୁଲାଇ। ସ୍‍ବୁଲକାର୍‌ ଆକି ସେରି ଦ୍‍କ୍‌ତି ଅନ୍‌କାର୍ କି ତାକେ ବୁସି ମ୍‌ରାଇଲା ଲକ୍‍ମ୍‍ନ୍ ହେଁ ତାକେ ଦ୍‍କ୍‌ତି। ଇ ହୁର୍‌ତିବିର୍ ସ୍‌ବୁ ଜାତିର୍‌ ଲକ୍‍ମ୍‍ନ୍ ତାର୍ ଆସ୍‌ତାର୍ ଦ୍‍କି ବେଲ୍‌କି ଅଇ କାନ୍ଦ୍‍ତି। ହେଁ ଇରି ଗ୍‌ଟେଦ୍। ଆମେନ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ