28 “ମାପ୍ରୁ ହୁର୍ତିବିର୍ ସ୍ବୁଲକେ ଗଟେତର୍ ବେଗି ବିଚାର୍ କ୍ରେଦ୍।”
28 ବଃଲେକ୍ ମାପ୍ରୁ ବେଗିକଃରି ହୁର୍ତିବିକେ ହୁରା ନ୍ୟାୟ୍ ବିଚାର୍ କଃରେଦ୍ ।
କାଇତାକ୍ ସେଡେବ୍ଳ୍ ଅନ୍କ୍ରି ବ୍ଡ୍ ଦୁକ୍କ୍ଷ୍ଟ୍ ଗ୍ଟେଦ୍ ଯେ, ଜ୍ଗତାର୍ ଆରମେହ୍ଣି ଆଜିହ୍ତେକ୍ ସେନ୍କାର୍ ଦୁକ୍କ୍ଷ୍ଟ୍ ଗ୍ଟିନ୍କେରେ, ଆରେକ୍, କ୍ବେହେଁ ଗ୍ଟିନ୍କେରେ।
କାଇତାକ୍ ସେ ଗଟେଦିନ୍ ତିଆର୍ କ୍ଲାଆଚେ ସେଦିନ୍ ସେ ତାର୍ ବାବିରିଲା ମାନାଇର୍ ସ୍ଙ୍ଗ୍ ହୁର୍ତିବିର୍ ବିଚାର୍ କ୍ରେଦ୍, ସେ ମାନାଇକେ ସେ ମ୍ଲାତ୍ଇହ୍ଣି ଉଟାଇକ୍ରି ଅମୁକେ ଜାଣାଇ ଦିଲାଆଚେ।
ତାର୍ ହ୍ଚେ ମୁଇ ସ୍ର୍ଗ୍ ଉଗାଡି ଅଉତାର୍ ଦ୍କ୍ଲେ। ସେତି ଗଟେକ୍ ଦବ୍ ଗଡା ଟିଆ ଅଇରିଲି। ସେ ଗଡା ଚାଲାଉତା ଲକାର୍ ନାଉଁ ବିଶ୍ବାସ୍ ଆର୍ ସ୍ତ୍, ସେ ଟିକ୍ ନିଆଇରେ ବିଚାର୍ କ୍ର୍ତି ଆର୍ ଜୁଜ୍ କ୍ର୍ତି।