22 ମର୍ ମ୍ନ୍ ବିତ୍ରେ ମୁଇ ଇଶ୍ଵରାର୍ ନିୟମ୍କେ ସ୍ର୍ଦା ଆଚି।
22 ଇସ୍ୱରାର୍ ବିଦି ମାନୁକେ ମର୍ ମଃନ୍ ।
ଯୀଶୁ ସେମ୍ନ୍କେ କଇଲା, “ମକେ ହ୍ଟାଇଲା ଇଶ୍ଵରାର୍ ଇଚାକେ ମାନିକ୍ରି ସେ ଦିଲା କାମ୍ ସ୍ବୁ ହୁରା କ୍ର୍ତାର୍ ହ୍କା ମର୍ କାଦି।
ଗଟ୍ ଲକ୍ ଯ୍ଦି ସ୍ତ୍କ୍ରି ଯିହୁଦି ସେ ମ୍ନ୍ ବିତ୍ରେହ୍ଣି ଯିହୁଦି। ସ୍ତ୍ ସୁନତ୍ ମ୍ନ୍ ବିତ୍ରେ ହ୍କା ଅଇଦ୍। ଇରି ପବିତର୍ ଆତ୍ମା ଦ୍ୱାରା କ୍ରାଯାଇ ର୍ଇଦ୍। ଲେକା ବାବ୍ରେ ନ୍ଇ, ଜୁଇଲ୍କ୍ ମ୍ନ୍ ଆର୍ ଆତ୍ମା ଦ୍ୱାରା ସୁନତ୍ ଅଇର୍ଇଦ୍ ସେ ଇଶ୍ଵରାର୍ ତ୍ଇହ୍ଣି ସ୍ର୍ଦା ଅଇଦ୍, ମାନାଇମ୍ନ୍କାର୍ ତ୍ଇହ୍ଣି ନଇ।
ଇରି କାଇତାକ୍ ସ୍ତ୍? କାଇତାକ୍ ଯଦି ଗଟେକ୍ ଲକ୍କାର୍ ବିଚାର୍ ତାର୍ ପାପ୍ ବ୍ର୍ତି ଗ୍ଗାଳ୍ ଆଇତେ ଅଇଦ୍, ତ୍ନ୍ଅଇଲେକ୍ ସେ ଲକ୍ ଇଶ୍ଵରାର୍ ବିରଦି। ସେ ଲକ୍ ଇଶ୍ଵରାର୍ ନିୟମ୍ ମାନୁକେ ମ୍ନା କ୍ରେଦ୍, ପର୍କୁତ୍ରେ ସେ ଲକ୍ ଇଶ୍ଵରାର୍ ନିୟମ୍ ମାନୁକେ ରାଜି ନାଇ।
ସେତାର୍ଲାଗି ଅମି କ୍ବେଅଲେ ନିରାସ୍ ଅମ୍ ନ୍ଚୁମା, ଯଦି ଅମାର୍ ବାହାରାର୍ ଗ୍ଗାଳ୍ ନ୍ଷ୍ଟ ଅଇଜ୍ମ୍ଲି, ମ୍ତର୍ ଅମାର୍ ବିତ୍ରାର୍ ଆତ୍ମା ଦିନ୍କେ ଦିନ୍ ନ୍ଉଁଆ ଆର୍ ବେସି ନ୍ଉଁଆ ଅଇଜ୍ମ୍ଲି।
ଜ୍ନ୍କ୍ରି ତାର୍ ମଇମାର୍ ବ୍ଣ୍ତାରେ ହ୍ଣି ତୁମାର୍ ହୁର୍ଦୟ୍କେ ବ୍ଡ୍ବପୁ କ୍ରୁକେ ତାର୍ ଆତ୍ମା ଶ୍କ୍ତି ଦ୍ଇଦ୍।
ନିଜାର୍ ନିଜାର୍ ବିତ୍ରେ ମିଚ୍ କ୍ଉଆନାଇ, ତୁମିମ୍ନ୍ ତ ହ୍ର୍ନା ସବାବ୍ ଆର୍
କାଇତାକ୍ ମାପ୍ରୁ କ୍ମ୍ଲା, ମୁଇ ଇସ୍ରାଏଲାର୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ ଇ ନିୟମ୍ କ୍ରିନ୍ଦ୍, ମୁଇ ମର୍ ବିଦିବିଦାନ୍କେ ସେମ୍ନ୍କାର୍ ମ୍ନେ ସ୍ଙ୍ଗାଇନ୍ଦ୍ ଆର୍ ତାକାର୍ ହୁର୍ଦୟାର୍ ହ୍ଟାଇ ଲେକିନ୍ଦ୍। ମୁଇ ସେମ୍ନ୍କାର୍ ଇଶ୍ଵର୍ ଅଇନ୍ଦ୍ ଆର୍ ସେମ୍ନ୍ ମର୍ଲକ୍ ଅଉତି।
ମ୍ତର୍ ତୁମାର୍ ସୁନ୍ଦୁର୍ ହୁର୍ଦଇ ବିତ୍ରେହ୍ଣି ବାରି ନମ୍ର ଆର୍ ଦ୍ର୍ମ୍ ଗୁଣାର୍ ପରିଚୟ ଦେତା ଉଚିତ୍। ଇ ସୁନ୍ଦୁର୍ କ୍ବେହେଁ ସ୍ରି ନ୍କେରେ, ଇଶ୍ଵର୍ ଇତାକେ ସ୍ବ୍କାର୍ ତ୍ଇହ୍ଣି ବେସି ମୁଲ୍ଯ ବ୍ଲି ବାବ୍ତି।