12 ତ୍ବେ ନିୟମ୍ ଅମ୍ଲି ପବିତର୍ ଆର୍ ଆଦେଶ୍ ହେଁ ପବିତର୍, ଟିକ୍ ଆର୍ ବ୍ଲ୍।
12 ମସାର୍ ବିଦି ପବିତ୍ର; ତାର୍ ବଲ୍ ସଃବୁ ପବିତ୍ର, ଟିକ୍ ଆର୍ ନିକ ।
ଇତାର୍ ହ୍ଚେ ଇ ଜ୍ଗତାର୍ ନିୟମ୍ ଅନୁସାରେ ଇଣ୍ତା ନାଇ, ମ୍ତର୍ ନ୍ଉଆ ବାଟାର୍ ଚିନ୍ତାଇ ନିଜାର୍ ଜୀବନ୍କେ ବାଦ୍ଲାଇ କ୍ରି ଦ୍କା। ତ୍ବେ ଇଶ୍ଵର୍ ତୁମାର୍ମ୍ନ୍କାର୍ ହାଇଁ କାଇରି ଇଚା କ୍ରେଦ୍, ଅମିମ୍ନ୍ ଜାଣୁହାରୁ। ତୁମିମ୍ନ୍ ଜାଣୁହାରାସ୍ ଯେ କୁଇ ବିଷୟମ୍ନ୍ ବ୍ଲ୍, ଇଶ୍ଵରାର୍ ସ୍ର୍ଦା ଆର୍ ସୁଦ୍।
ଇତି ପର୍ସନ୍ ଉଟେଦ୍ ଯେ ଅମି କାଇରି ବିସ୍ବାସ୍ର୍ ବାଟ୍ ଇଣ୍ଡ୍ତା ଦ୍ୱାରା ମୋଶାର୍ ନିୟମ୍କେ କ୍ରାପ୍ କ୍ରୁଲୁ କି? ନାଇ ଇରି ସ୍ତ୍ ନ୍ଇ, ମ୍ତର୍ ନିୟମ୍ ଅମାର୍ ତ୍ଇ ଯାଇରି ଆଶା କ୍ରେଦ୍ ସେରି ଅଉତା ହାଇଁ ବିଶ୍ବାସ୍ ଅମୁକେ ସୁଜଗ୍ ଦ୍ଇଦ୍।
ମୁଇ ଜାଣିନ୍ଦ୍ ଯେ ନିୟମ୍ ଅମ୍ଲି ପବିତର୍। ମ୍ତର୍ ମୁଇ ପବିତର୍ ନ୍ଇ। ପାପାର୍ ଚାକର୍ ହ୍ର୍ ମୁଇ ତାର୍ ଲ୍ଗେ ବିକି ଅଇଲେଆଚି। ମୁଇ ଯାଇରି କ୍ରିନ୍ଦ୍ ସେରି ମୁଇ ବୁଜୁ ନ୍ହାରି।
ଜୁଇ କାମ୍ କ୍ରୁକେ ମ୍ନ୍ ନ୍କେରି, ଯଦି ମୁଇ ସେରି କ୍ରିନ୍ଦ୍, ତାର୍ ଅର୍ତ ଯେ ନିୟମ୍ ବ୍ଲ୍ ବ୍ଲି ରାଜି ଅଇନ୍ଦ୍।
ଅମି ଜାଣୁଲୁ ଯେ, ମୋଶାର୍ ନିୟମ୍ ବ୍ଲ୍, ଯଦି ସେରି ଲକ୍ ବ୍ଲ୍ବାବେ ମାନ୍ତି।