Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ରୋମୀୟ 16:7 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

7 ମର୍ ନିଜାର୍ ଜାତି ଆର୍ ମର୍‌ସ୍‍ଙ୍ଗ୍‌ ଜ୍‌ଇଲେ ବନ୍ଦି ଅଇରିଲା ବାଇ ଆନ୍ଦ୍ରନିକ ଆର୍ ଡକୁର୍‌ସି ଯୂନିୟାକେ ଜୁଆର୍ ଜାଣାଉଆ, ସେମ୍‌ନ୍ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ତ୍ଇହ୍‍ଣି ସନ୍‌ମାନ୍‌ନାର୍ ଲକ୍ ଆର୍ ମର୍ ଆଗେହ୍‍ଣି ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ବିଶ୍‍ବାସି ଅଇ ରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

7 ଆନ୍ଦ୍ରନିକ ଆର୍‌ ଜୁନିୟାକେ ମର୍‌ ଜୁଆର୍‌ । ଇ ଦୁୟ୍‌ ଲକ୍‌ ଜିଉଦି ମର୍‌ ସଃଙ୍ଗ୍ ବନ୍ଦି ଗଃରେ ରିଲାୟ୍‌ । ମର୍‌ ତଃୟ୍‌ହୁଣି ହୁର୍ବେ ସେମଃନ୍ କ୍ରିସ୍ଟର ବିସ୍ୱାସି ଅୟ୍‌ରିଲାୟ୍‌ ଆର୍‌ ପେରିତ୍‌ ଚେଲାମଃନାର୍‌ ବିତ୍ରେ ସେମଃନ୍ ଜାଣାସୁଣା ।

အခန်းကိုကြည့်ပါ။ ကော်ပီ




ରୋମୀୟ 16:7
31 ပူးပေါင်းရင်းမြစ်များ  

ସେ ଦିନ୍ ଆଇଲେକ୍ ତୁମିମ୍‍ନ୍ ଜାଣାସ୍ ଯେ ମୁଇ ଉବାର୍ ଲ୍‌ଗେଆଚି, ଆର୍ ତୁମିମ୍‍ନ୍ ମର୍‍ଲ୍‌ଗେ ଆଚାସ୍, ଆର୍ ମୁଇ ହେଁ ତୁମାର୍ ଲ୍‌ଗେ ଆଚିବ୍‍ଲି।


ଜୁଇ କ୍‌ନ୍ଦା ହ୍‍ଡ୍ ନ୍‍ଦେରେ ସେତାକ୍ ସେ କାଟି ହ୍‌କାଇଦ୍। ଆର୍ ଜୁଇ କ୍‌ନ୍ଦା ହ୍‍ଡ୍ ଦ୍‍ରେଦ୍ ସେ ତାକେ ସେ ଅଦିକ୍ ହ୍‍ଡ୍ ଦ୍‌ରୁକେ ସାଇଜ କ୍‍ରେଦ୍।


ଯେ ମର୍ ଗ୍‍ଗାଳାର୍ ମାସ୍ କାଇଦ୍, ଆର୍ ମର୍ ବ୍‌ନି ଡୁକେଦ୍ ସେ ମର୍‍ଲ୍‌ଗେ ର୍‌ଇଦ୍, ଆର୍ ମୁଇ ତାର୍ ଲ୍‌ଗେ ସ୍‌ବୁବ୍‌ଳ୍ ର୍‌ଇନ୍।


ଖ୍ରୀଷ୍ଟର୍ ତ୍‌ଇ ପରିକ୍ଯାଇ ହ୍‌ର୍‌ମାଣ୍ ଅଇଆଚେ ଆପେଲ୍ଲାକେ ଜୁଆର୍ ଜାଣାଉଆ। ଆରିସ୍ତବୂଲକେ ପରିବାର୍ ଲକ୍‌ମ୍‍ନ୍‌କେ ଜୁଆର୍ ଜାଣାଉଆ।


ମର୍ ନିଜାର୍ କୁଟୁମ୍ ହେରୋଦିୟ ଲକ୍‌କେ ଜୁଆର୍ ଜାଣାଉଆ। ନାର୍‌କିସ୍‌ସ ପରିବାରେ ରେତା ମାପ୍‌ରୁର୍ ଲକ୍‌ମ୍‍ନ୍‌କେ ମର୍‌ ଜୁଆର୍ ଜାଣାଉଆ।


ମର୍‌ସ୍‍ଙ୍ଗ୍‌ ମିସି କାମ୍ କ୍‌ର୍‌ତା ବାଇ ତୀମଥି, ଆରେକ୍‌, ମର୍‌ ନିଜାର୍ ଜାତିର୍‌ ବାଇ ଲୁକୀୟ, ଯାସନ୍ ଆର୍ ସୋସିପାତ୍ର ତୁମୁକ୍‌ମ୍‌ନ୍ ଜୁଆର୍ ଜାଣା‍ମ‍ଲାଇ।


ଖ୍ରୀଷ୍ଟ ଯୀଶୁର୍ କାମେ ମର୍‌ସ୍‍ଙ୍ଗ୍‌ ମିସି କାମ୍‌କ୍‌ର୍‌ତା ବେଣି ପ୍ରିସ୍‌କିଲା ଆର୍ ଡକ୍‌ରାସି ଆକ୍ବିଲାକେ ମର୍ ଜୁଆର୍ ଜାଣାଉଆ।


ମରିୟମକେ ଜୁଆର୍ ଜାଣାଉଆ, ସେ ତୁମାର୍‌ମ୍‌ନ୍‌କାର୍ ଗିନେ କ୍‌ଷ୍ଟ କ୍‌ରିରିଲା।


ମାପ୍‌ରୁ ତ୍‌ଇ ମର୍ ଲାଡାର୍ ଆମ୍ପ୍ଳିୟାତାକେ ଜୁଆର୍ ଜାଣାଉଆ।


ଖ୍ରୀଷ୍ଟର୍ ସେବାଇ ଅମାର୍‌ମ୍‌ନ୍‌କାର୍‌ ସ୍‌ଙ୍ଗେ ରେତା ଉର୍ବାଣକେ ଆର୍ ମର୍ ଲାଡାର୍ ସ୍ତାଖୁକେ ଜୁଆର୍ ଜାଣାଉଆ।


ସେତାର୍‌ଲାଗି ଅବେ ଜୁଇଲକ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଆତ୍‍ତି, ସେମ୍‌ନ୍‌କେ ଇଶ୍ୱର୍‌ ଦସି ବ୍‌ଲି ବିଚାର୍‌ ନ୍‌କେରେ।


ଇଶ୍ୱର୍‌ ଯୀଶୁକେ ମ୍‌ଲାଲକ୍‌କେ ଆର୍ ଗଟେତର୍ ଉଟାଇଆଚେ। ଯ୍‌ଦି ଇଶ୍ଵରାର୍ ପବିତର୍ ଆତ୍ମା ତୁମାର୍‌ମ୍‌ନ୍‌କାର୍ ବିତ୍‌ରେ ଆଚେ, ତ୍‌ନ୍‌ଅଇଲେକ୍ ତୁମାର୍‌ମ୍‌ନ୍‌କାର୍ ମ୍‌ଲା ଗ୍‌ଗାଳ୍‌କେ ହେଁ ଖ୍ରୀଷ୍ଟ ତାର୍ ଆତ୍ମାର୍ ଲାଗି ଜୀବନ୍ ଦାନ୍ ଦେଇଦ୍।


ସେମ୍‍ନ୍ ମର୍ ବାଇ ଆର୍ ବେଣି। ସେମ୍‍ନ୍ ଇ ଜ୍‍ଗତେ ମର୍ ପରିବାର୍। ସେମ୍‌ନ୍‌କେ ମୁଇ ସାଇଜ କ୍‌ରୁହାରି। ମୁଇ ନିଜେ ଖ୍ରୀଷ୍ଟର୍ ତ୍ଇହ୍‍ଣି ବିନେ ଅଇ ଆନ୍‌ହ୍‌ଡାଇ ଅମ୍‌ହାରି।


ମ୍‌ତର୍ ଇଶ୍ଵର୍ ତୁମୁକେ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ଗଟେକ୍ କ୍‌ଲାଆଚେ, ଆର୍ ସେ ଖ୍ରୀଷ୍ଟକେ ହ୍‌କା ଅମାର୍ ଗ୍ଯାନ୍ ହର୍ ଦ୍‌ର୍‌ମ୍ ପବିତ୍‌ର ଆର୍ ମୁକ୍‌ତି କ୍‌ଲାଆଚେ।


ମୁଇ କାଇରି ବ୍‌ୟା ହର୍ କ୍‌ମ୍‌ଲେ, ସେମ୍‌ନ୍ କାଇରି ଖ୍ରୀଷ୍ଟର୍ ଦାସ୍? ତ୍‌ବେ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ ବେଶି ଖ୍ରୀଷ୍ଟର୍ ବ୍‌ଡ୍ ଦାସ୍ ବ୍‌ଲି ବାବୁଲେ, କାଇତାକ୍ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ କ୍‌ଷ୍ଟ ହ୍‌ଳ୍‌ଲେ ଆଚି, ଆର୍ ଅଦିକ୍ ଜ୍‌ଇଲେ ରିଲେଆଚି, ଆର୍ ବେସି କର୍‌ଡା ସ୍‌ଙ୍ଗ୍ ମାଡ୍ କାଇଲେ ଆଚି, ଆର୍ ହେଁ ଅଦିକ୍ ସମୟ୍ ମ୍‌ର୍‌ତା ଉହ୍‌ରେ ରିଲେ।


ଚ୍ଉଦ ବର୍ଷ ଆଗ୍‍ତୁ ମକେ ଇଶ୍ଵର୍ ରେତା ସ୍‌ର୍‌ଗେ ନ୍‌ଇରିଲାଇ, ମୁଇ ଗ୍‌ଗାଳେ ଜାଇରିଲେ କି ଆତ୍ମାରେ ଜାଇରିଲେ ସେରି ମୁଇ ନ୍‌ଜାଣି, ସେରି ଇଶ୍ଵର୍ ହ୍‌କା ଜାଣେଦ୍।


ଯଦି କେ ଖ୍ରୀଷ୍ଟର୍ ତ୍‌ଇ ଆଚେ, ସେ ନ୍‌ଉଆ ବାବ୍‌ରେ ତିଆର୍ ଅଇଆଚେ। ହ୍‌ର୍‌ନା ବିଷଇ ସ୍‌ବୁ ଚାଲିଜାଇ ଆଚେ, ଆର୍ ସ୍‌ବୁ ବିଷଇ ନ୍‌ଉଆ ଅଇ ଯାଇଆଚେ।


ଅମି ଖ୍ରୀଷ୍ଟର୍ ଲାଗି କ୍‍ମା। ଖ୍ରୀଷ୍ଟର୍ କାଇ ପାପ୍ ହେଁ ନ୍‌ରିଲି, ମ୍‌ତର୍ ଇଶ୍ଵର୍ ଅମାର୍‌ମ୍‌ନ୍‌କାର୍‌ ହାଇଁ ତାକେ ପାପି ହ୍‌ର୍ କ୍‌ଲାଇ, ଜ୍‌ନ୍‌କ୍‌ରି ତାର୍ ଦ୍ୱାରା ଅମି ଇଶ୍ଵରାର୍ ତ୍‌ଇ ଦ୍‌ର୍‌ମି ଅମ୍ ହାରୁମା।


ସ୍‌ଡେବ୍‌ଳ୍ ମକେ ଯିହୁଦା ଜିଲାର୍ ଖ୍ରୀଷ୍ଟାନ୍ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌ ଜାଣିନ୍‌ରିଲାଇ।


ସେତିକେ ଜ୍‌ମ୍‌କେ ଦ୍‌ର୍‌କାର୍ ବ୍‌ଲି ଇଶ୍ଵରାର୍ ତ୍‌ଇହ୍‌ଣି ଆଦେଶ୍ ହାଇକ୍‌ରି ମୁଇ ସେତିକେ ଗ୍‌ଲେ, ଯିହୁଦି ଚାଡି ବିନ୍‍ଜାତିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ମୁଇ ଜୁଇ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁଲେ, ସେସ୍‌ବୁ ମୁଇ ଯିରୁଶାଲମାର୍ ନେତାମ୍‍ନ୍‌କେ ଗଟେକ୍ ଗ୍‍ରେ ବ୍‌ସାଇ କ୍‍ରି ବୁଜାଇଲେ, କାଇତାକ୍ ଅବାର୍ ଆର୍ ହ୍‌ଚାର୍ ପର୍‍ଚାର୍ କାମ୍ ଜ୍‌ନ୍‌କ୍‌ରି କି ନ୍‌ଷ୍ଟ ନ୍‌ଉଅ ବ୍‌ଲି ମୁଇ ଚିନ୍‍ତା କ୍‌ର୍‌ତିରିଲେ।


ଜ୍‌ଡେବ୍‌ଳ୍ ଲକ୍ ନିଜ୍‍କେ ଯିରୁଶାଲମ୍‌ ସ୍‌ହରେ ରେତା ମ୍‌ଣ୍ତଳିର୍ ନେତାବ୍‌ଲି କ୍‌ମ୍‌ଲାଇ ସେମ୍‌ନ୍ ଯେ ଅଇଲେକ୍ ହେଁ ମର୍ ଜାଇ ଆସେନାଇ, କାଇତାକ୍ ବାହାରାର୍ କାମ୍ ଦ୍‌ରିକ୍‌ରି ଇଶ୍ଵର୍ କାର୍ ବିଚାର୍‌ ନ୍‌କେରେ, ସେ ନେତାମ୍‍ନ୍ ମକେ କାଇ ହେଁ ନ୍‌ଉଆ ଶିକ୍ୟା ଦେଇ ନ୍‌ରିଲାଇ।


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


କାଇତାକ୍ ସୁନତ୍ ଅଇଲେକ୍ କି ସୁନତ୍ ନଇଲେକ୍ ସେରି କାଇ ଲଡାନାଇ, ମ୍‌ତର୍ ନ୍‌ଉଆ ଜ୍‍ର୍‍ନ୍‌ ଅଉତା ଦ୍‌ର୍‌କାର୍।


କାଇତାକ୍ ଅମିମ୍‍ନ୍ ଜ୍‌ନ୍ ଅଇଲୁଆଚୁ ସେସ୍‍ବୁ ଇଶ୍ଵର୍ ହ୍‌କା କ୍‌ଲାଆଚେ, ଜୁଇସ୍‌ବୁ ସ୍‌ତ୍‌କାମ୍ ଅମିମ୍‍ନ୍ କ୍‌ରୁନ୍ଦ୍ ବ୍‌ଲି ଇଶ୍ଵର୍ ଆଗ୍‍ତୁ ଟିକ୍ କ୍‌ରିରିଲା, ଅମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ସ୍‍ଙ୍ଗ୍‍ ଚାଲିଚଳ୍‌ନି କ୍‍ରି ମିସି ରିଲାକେ ସେସ୍‍ବୁ ହୁରା ଅଇଲିଆଚେ।


ଆରିସ୍ତାର୍ଖକେ ଜୁଆର୍ ଜାଣାମ୍‌ଲେ, ସେ ମର୍‌ସ୍‍ଙ୍ଗ୍‌ ଏକ୍‍ଲା ବନ୍ଦି, ବର୍ଣ୍ଣବାର୍ କୁଟୁମ୍ ବାଇ ମାର୍କକେ ଜୁଆର୍ କ୍‌ରୁଲେ, (ମୁଇ ଆଗେହ୍‍ଣି ତାର୍ ବିଷୟେ କଇ ସ୍‌ରିଆଚି, ସେ ଯଦି ଆସେଦ୍, ତାକେ ସ୍‌ର୍‌ଦା କ୍‌ରାମା)।


ଖ୍ରୀଷ୍ଟ ଯୀଶୁ ସେବା କ୍‌ର୍‌ତାର୍ ଗିନେ ଏପାଫ୍ରା ଯେ କି ମର୍‌ସ୍‍ଙ୍ଗ୍‌ ଜେଇଲେ ଆଚେ ସେ ଆର୍ ମର୍‌ସ୍‍ଙ୍ଗ୍‌ ମାପ୍‌ରୁର୍ କାମ୍‌କ୍‌ର୍‌ତା ସ୍‌ଙ୍ଗିମ୍‌ନ୍ ମାର୍କ, ଆରିସ୍ତାର୍ଖ, ଦୀମା ଆର୍ ଲୁକ, ତୁମୁକ୍‍ମ୍‌ନ୍‍କେ ଜୁଆର୍ ଜାଣାମ୍‌ ଲାଇ।


ଅମିମ୍‌ନ୍ ଜାଣୁ ଯେ ଅମିସ୍‌ବୁ ଇଶ୍ଵରାର୍ ତ୍‌ଇ ଆଚୁ ଆର୍ ସେ ଅମାର୍ ତ୍‌ଇ ଆଚେ ଇରି ଅମି ଜାଣୁ କାଇତାକ୍ ଇଶ୍ଵର୍ ଅମୁକ୍‌ମ୍‌ନ୍ ତାର୍ ପବିତର୍ ଆତ୍ମାକେ ଦେଇଆଚେ।


ଆର୍ ଅମି ଇରିହେଁ ଜାଣୁନ୍ଦ୍ ଯେ, ଇଶ୍ଵରାର୍ ହଇସି ଆସିଆଚେ ଆର୍ ସେ ସ୍‌ତ୍ ଇଶ୍ଵର୍‍କେ ଜାଣୁକେ ଅମୁକ୍‌ମ୍‌ନ୍ ଗ୍ଯାନ୍ ଦ୍‌ଇଆଚେ। ଆମିମନ୍ ସେ ସ୍‌ତ୍ ଇଶ୍ଵର୍, ତାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ରେଉଅ। ସେ ସତ୍ ଇଶ୍ଵର୍ ଆର୍ ନ୍‌ସେର୍‌ତା ଜୀବନ୍।


ଯୀଶୁର୍ ଦୁକ୍ ବଗ୍‌ଲା ରାଇଜ୍ ଆର୍ ସାସେ ତୁମାର୍‌ମ୍‌ନ୍‌କାର୍ ବାଇ ମୁଇ ଯୋହନ୍, ଇଶ୍ଵରାର୍ ବାକ୍ୟ ପର୍‌ଚାର୍ ଆର୍ ଯୀଶୁର୍ ସାକି ଅଇଲାର୍ ଲାଗି ଅଲ୍‍ଗା ଅଇ ସ୍‌ମ୍‌ଦୁର୍ ମ୍‌ଜାଇ ପାତ୍ମ ନାଉର୍ ଜାଗାଇ ରିଲି। କାଇତାକ୍ ମୁଇ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ଲେ, ଆର୍ ମୁଇ ଯୀଶୁର୍ ବିଷୟରେ ସାକି ଦିଲେ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ