22 ସେତାର୍ଲାଗି ବେସିତର୍ ମକେ ତୁମାର୍ମ୍ନ୍କାର୍ ଲ୍ଗେ ଆସୁକେ ତେବାଇଲାଇ ଆଚ୍ତି।
22 ମୁୟ୍ଁ ତୁମାର୍ ହାକ୍ ଜଃଉଁକେ ବେସିତର୍ ବାଦା ହାୟ୍ଆସୁଲେ;
ମ୍ତର୍ ଯୋହନ୍ ତାକେ ମ୍ନା କ୍ରୁକେ ଚେଷ୍ଟା କ୍ଲା, “ମୁଇ ତର୍ଲ୍ଗେହ୍ଣି ଡୁବେନ୍ ନେତା କ୍ତା, ଆରେକ୍ ତୁଇ ମର୍ଲ୍ଗେ ଆସୁଲିସ୍?”
ଏ ବାଇ ଆର୍ ବେଣିମ୍ନ୍ ମୁଇ ତୁମାର୍ ଲ୍ଗେ ଆସୁକେ ଗାଦାତର୍ ଚେଷ୍ଟା କ୍ଲେଆଚି, ମ୍ତର୍ ଅବେହ୍ତେକ୍ ମୁଇ ତୁମାର୍ ଲ୍ଗେ ଆସୁକେ ବାଦା ହାଇଆଚି, ଯିହୁଦି ଚାଡି ବିନ୍ଜାତି ମ୍ନ୍କାର୍ ଲ୍ଗେ ପର୍ଚାର୍ କ୍ରି ମୁଇ ଜ୍ନ୍କ୍ରି ଲାବ୍ ହାଇଆଚି ସେନ୍କ୍ରି ତୁମାର୍ ବିତ୍ରେ ହେଁ କାମ୍ କ୍ରୁକେ ମୁଇ ଇଚା କ୍ରୁଲେ।