18 ଲକ୍ମ୍ନ୍କାର୍ ସ୍ଙ୍ଗ୍ ଶାନ୍ତିରେ ରେମ୍କେ ଜ୍ତେକ୍ ହାରୁଲାସ୍ ସେତେକ୍ ଚେଷ୍ଟାକ୍ରା।
18 ସଃବୁଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ହାରୁସଃକାତ୍ ଚେସ୍ଟା କଃରା ।
ସେରି ଅଇଲେ ସେ ଜାଗାଇ ବେଦି ମୁଏ ତୁମାର୍ ମାନତ୍କେ ସ୍ଙ୍ଗାଇ ଦିଆସ୍, ଆର୍ ହ୍ର୍ତୁ ଜାଇ ସେ ଲକ୍ସ୍ଙ୍ଗ୍ ମିସା, ଆର୍ ହ୍ଚେ ଆସି ତୁମାର୍ ମାନତ୍ ଦାନ୍ କ୍ରା।
ଦ୍ର୍ମ୍ ଲକ୍ମ୍ନ୍ ଦନ୍ୟ, କାଇତାକ୍ ସେମ୍ନ୍କେ ଇଶ୍ୱର୍ ହୁର୍ତିବିର୍ ସ୍ବୁ ବିଷୟେ ଅଦିକାର୍ ଦେଇଦ୍।
ଶାନ୍ତି କାମ୍କ୍ର୍ତା ଲକ୍ ଦନ୍ୟ, କାଇତାକ୍ ସେମ୍ନ୍ ଇଶ୍ଵରାର୍ ହିଲା ଟକି ବ୍ଲି ଜାଣାଇ ଅଉତି।
ନଣ୍ ଗଟେକ୍ ଦର୍କାର୍ ଜିନିଷ୍, ମ୍ତର୍ ନଣ୍ ଯଦି ଅଲଣା ଅଇଦ୍, ତ୍ବେ ସେରି କୁଇତି ହେଁ ସୁଆଦ୍ ନ୍କେରେ। ତୁମିମ୍ନ୍ ନିଜାର୍ ନିଜାର୍ ବିତ୍ରେ ନଣାର୍ ସୁଆଦ୍ ର୍କା ଆର୍ ନିଜାର୍ ନିଜାର୍ ବିତ୍ରେ ଶାନ୍ତିରେ ରିଆ।”
ସେତାର୍ଗିନେ ରୋମ୍ ସ୍ହରେ ହେଁ ତୁମାର୍ ଲ୍ଗେ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ମର୍ଇଚା।
କାଇତାକ୍ ଇଶ୍ଵରାର୍ ରାଇଜ୍ କାତାର୍ ହିଉତାର୍ ନଇ, ମ୍ତର୍ ଦ୍ର୍ମ୍, ଶାନ୍ତି ଆର୍ ପବିତର୍ ଆତ୍ମା ସ୍ଙ୍ଗ୍ ସ୍ର୍ଦା କ୍ରୁମା।
ତ୍ବେ ଆଶା, ଅମି ଶାନ୍ତି ଆଣ୍ତା କାମ୍ମ୍ନ୍ ପରିଶ୍ରମ୍ କ୍ରୁମା। ନିଜାର୍ ନିଜାର୍ ଲକ୍କେ ସାଇଜ କ୍ର୍ତା କାମ୍ କ୍ରୁମା।
ଯଦି ଗଟେକ୍ ଅବିଶ୍ବାସି ଗଟେକ୍ ଖ୍ରୀଷ୍ଟର୍ ବିଶ୍ବାସି ଅଣ୍ତ୍ରା ଲ୍ଗେହ୍ଣି କି ମାଇଜି ଲ୍ଗେହ୍ଣି ଅଲ୍ଗା ଅମ୍କେ ମ୍ନ୍କ୍ରେଦ୍, ତ୍ବେ ସେ ଅଲ୍ଗା ଅଉଅ। କାଇତାକ୍ ସେ ବିଶ୍ବାସି ଅଣ୍ତ୍ରା ଆର୍ ମାଇଜି ଇ ଦୁଇଲକାର୍ ଗିନେ ଅନ୍କାର୍ କାଇ ନିତିନିୟମ୍ ନାଇ। ଶାନ୍ତିତ୍ଇ ଜୀବନ୍ ବିତାମ୍କେ ଇଶ୍ଵର୍ ଅମୁକେ ବାଚ୍ଲା ଆଚେ।
ଏ ବାଇମ୍ନ୍ ମର୍ ସ୍ରାସ୍ରି କ୍ତା ଅମ୍ଲି, ତୁମିମ୍ନ୍ ତୁମାର୍ ନିଜେ ନିଜ୍କେ ଟିକ୍ କ୍ରା ମର୍ ଆଦେଶ୍କେ ମାନା, ସ୍ବୁ ଲକ୍ମ୍ନ୍ ଗଟେକ୍ ମ୍ନ୍ ଅଉଆ ଆର୍ ଶାନ୍ତିତ୍ଇ ବାସାକ୍ରା। ତ୍ବେ ଲାଡ୍ କ୍ର୍ତା ଆର୍ ଶାନ୍ତିଦେତା ଇଶ୍ଵର୍ ତୁମାର୍ ସ୍ଙ୍ଗ୍ ରେଇଦ୍।
ମ୍ତର୍ ପବିତର୍ ଆତ୍ମାର୍ ହ୍ଳ୍ ଅମ୍ଲି, ଲାଡ୍, ସ୍ର୍ଦା, ଶାନ୍ତି, ସ୍ମ୍ବାଳ୍ତାର୍, ଦ୍ର୍ମ୍, ବ୍ଲ୍ଗୁଣ୍, ନ୍ମ୍ର, ଟିକ୍ କାମ୍କ୍ବାଳ୍ କ୍ର୍ତାଲକ୍, କାକେ ନ୍ଟକ୍ତା ଲକ୍,
ଗଟେକ୍ ଅଇ ବ୍ଲ୍କ୍ରି ରେମ୍କେ ଦିଆନ୍ ଦିଆସ୍ ଜୁଇରି କି ପବିତର୍ ଆତ୍ମାଦିଲା ଶାନ୍ତି ଗଟେତ୍ଇ ବାନ୍ଦି ର୍କେଦ୍।
ତୁମାର୍ମ୍ନ୍କାର୍ ବିତ୍ରେ ସେମ୍ନ୍ କାମ୍ କ୍ର୍ତି, ସେତାର୍ଲାଗି ସେମ୍ନ୍କେ ଲାଡ୍କ୍ରି ବେସି ସ୍ନ୍ମାନ୍ ଦ୍କାଉଆ।
ଜ୍ତେକ୍ ସ୍ବୁ ଲକ୍ମ୍ନ୍ ବ୍ଲ୍ ହୁର୍ଦୟେ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରୁଲାଇ, ସେମ୍ନ୍କାର୍ ସ୍ଙ୍ଗ୍ ମିସିକ୍ରି ତୁଇ ତର୍ ଦ୍ଙ୍ଗ୍ଳା ହିଲାର୍ କ୍ରାପ୍କାମେ ହ୍ଣି ନିଜ୍କେ ଅଲ୍ଗା କ୍ରି ରେଉଅ। ଆର୍ ତୁଇ ଦାର୍ମିକ୍, ବିଶ୍ବାସ୍, ଲାଡ୍ ଆର୍ ଶାନ୍ତିର୍ ହାଇଁ କାମ୍ କ୍ର।
ସ୍ବୁଲକାର୍ ସ୍ଙ୍ଗ୍ ଶାନ୍ତିତ୍ଇ ରେମ୍କେ ଆର୍ ପବିତର୍ ଜୀବନ୍ ବିତାମ୍କେ ଚେଷ୍ଟାକ୍ରା, ଅନ୍କ୍ରି ନ୍କେଲେକ୍ କେ ହେଁ ମାପ୍ରୁକେ ଦ୍କୁ ନ୍ହାରେ।
ସେ କ୍ରାପ୍ କାମ୍ ବ୍ନ୍ଦ୍ କ୍ର, ଆର୍ ବ୍ଲ୍କାମ୍ କ୍ର। ସେ ଶାନ୍ତି ହାଉତା ହାଇଁ ଚେଷ୍ଟା କ୍ର୍ତା ଉଚିତ୍।