16 ଗଡା ଚାଲାଉତା ସ୍ଇନ୍ମ୍ନ୍ କଡେ କଟି ଲକ୍ବ୍ଲି ମୁଇ ଶୁଣ୍ଲେ।
16 ଗଳାୟ୍ ଚଃଗ୍ଲା ସଃୟ୍ନ୍ମଃନ୍ ୨୦୦ ଲାକ୍ ରିଲାୟ୍; ମୁଁୟ୍ ସେମଃନାର୍ ଲଃମ୍ବର୍ ସୁଣ୍ଲେ ।
ତାର୍ ହ୍ଚେ ମୁଇ ଦ୍କ୍ଲେ ସେତି ହ୍ଜାର୍ ହ୍ଜାର୍ ଆର୍ ଲାକ୍ ଲାକ୍ ବେସି ସ୍ର୍ଗ୍ ଦୂତାର୍ ଆବାଜ୍ ଶୁଣ୍ଲେ। ସ୍ର୍ଗ୍ ଦୁତମ୍ନ୍ ରାଜ୍ଗାଦିର୍, ଜୀବନ୍ ଜ୍ତୁ ଆର୍ ପାରାଚିନ୍ମ୍ନ୍କାର୍ ଚାରିହାକ୍ ରିଲାଇ।
ଅନ୍କ୍ରି ସିଲ୍ ମାରାଇ ଅଇଲା ଲକ୍ମ୍ନ୍କାର୍ ସଂକ୍ଯା ମୁଇ ଶୁଣ୍ଲେ, ସେମ୍ନ୍ ଗଟ୍ ଲାକ୍ ଚାଳିଶ୍ ଚାରିହ୍ଜାର୍ ଲକ୍ ରିଲାଇ। ସେମ୍ନ୍ ଇସ୍ରାଏଲ୍ ବ୍ଉଁସାର୍ ବିତ୍ରେହ୍ଣି ରିଲାଇ।