Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପ୍ରକାସିତ୍‌ 9:11 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

11 ହାତାଳ୍ କୁଣ୍ଡେ ସେ ଦୂତ୍ କହା ମ୍‌ନ୍‌କାର୍ ର୍‌ଜା ରିଲା। ତାର୍ ନାଉଁ ଏବ୍ରୀ ବାସାଇ ଆବଦ୍ଦୋନ୍ ବ୍‌ଲେକ୍ ବିନାସ୍ କ୍‌ର୍‌ତାର୍ ଆର୍ ଗ୍ରୀକ୍ ବାସାଇ ଅପଲ୍ଲିୟୋନ୍ ବ୍‌ଲେକ୍ ବିନାସ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

11 ହଃତାଳାର୍‌ ଦୁତ୍‌ ସେମଃନାର୍‌ ରଃଜା, ତାର୍‌ ନାଉଁ ଏବ୍ରି ବାସାୟ୍‌ ଅବଦନ୍, ଆର୍‌ ଗ୍ରିକ୍‌ ବାସାୟ୍‌ ଆପଲିଅନ୍, ଜାର୍‌ ନାଉଆର୍‌ ଅଃର୍ତ୍‌ ନାସ୍‌କାରି ।

အခန်းကိုကြည့်ပါ။ ကော်ပီ




ପ୍ରକାସିତ୍‌ 9:11
18 ပူးပေါင်းရင်းမြစ်များ  

ଆର୍ ଯୀଶୁ ଜ୍‌ନ୍‌କ୍‌ରି ସେମନ୍‍କେ ହାତାଳ୍‌ ବିତୁର୍‍କେ ନ୍‍ହେଟାଉଅ, ଇତାର୍‍ଗିନେ ସେମନ୍ କାନିକ୍‌ର୍‌ମ୍ ଅଇକ୍‍ରି ଗୁଆରୁକେ ଦ୍‌ର୍‌ଲାଇ।


ହୁର୍‌ତିବିର୍ ବିଚାର୍‌ କ୍‍ର୍‍ତାଦିନ୍ ଅବେ କେଟ୍‍ଲି ଆଚେ। ଇ ହୁର୍‌ତିବିର୍ ଶାସନ୍ କ୍‍ର୍‍ତାକେ ଇଶ୍ୱର୍‌ ହ୍‍ଦାଇ ହିଙ୍ଗେଦ୍।


ମୁଇ ତୁମାର୍ ସ୍‍ଙ୍ଗ୍‍ ଆରେକ୍‌ ଅଦିକ୍ ସମୟ୍ କ୍‌ତାବାର୍‍ତା କ୍‍ରୁନାହାରି, କାଇତାକ୍ ଇ ହୁର୍‌ତିବିର୍ ଶାସନ୍‌କ୍‌ର୍‌ତା ଆସୁଲା। ମର୍ ଉହ୍‍ରେ ତାର୍ ଅଦିକାର୍ ନାଇ।


ଇ ହୁର୍‌ତିବିର୍ ଦସି ବ୍‍ଲି ଇଶ୍ଵରାର୍ ବିଚାରେ ଅବେ ଜାଣା ହ୍‍ଡୁଲି।


ସେତିର୍ ମେଣ୍ଢାମ୍‍ନ୍ ହୁର୍‍ତା ବାଟ୍‍ଗଳି ଲ୍‌ଗେ ଗଟେକ୍ ବ୍‍ନ୍ଦ୍ ରିଲି, ସେ ବ୍‍ନ୍ଦ୍ ଲ୍‌ଗେ ହାଁଚ୍‍ଗଟ୍ ମଣ୍ତପ୍ ରିଲି। ଏବ୍ରୀ ବିଷୟ୍ ଇତାକେ ବେଥେସ୍‍ଦା ବ୍‍ଲି କ୍ଉତି।


ତୁମିମ୍‍ନ୍ ତୁମାର୍ ଉବାଦି ଶଇତାନାର୍ ହଇସିମ୍‍ନ୍, ତୁମିମ୍‍ନ୍ ତାର୍ ଇଚାଇ କାମ୍ କ୍‌ରୁକେ ଇଚା କ୍‍ରୁଲାସ୍। ସୁଷ୍‌ଟି ଅଉତା ହୁର୍‌ବେ ହ୍‍ଣି ସେ ଗଟେଲକ୍ ମ୍‌ର୍‌ନେ ମାର୍‍ତା ଲକ୍, ସେ କ୍‍ବେହେଁ ସ୍‌ତ୍ ନ୍‍କ୍‍ଇ, ତାର୍ ଲ୍‌ଗେ ଅଳକ୍ ହେଁ ସ୍‌ତ୍‌ନାଇ। ସ୍‍ବୁବ୍‍ଳ୍ ସେ ମିଚ୍ କ୍‍ମ୍‍କେ ସିକ୍‍ଲା ଆଚେ, ସେ ମିଚୁଆ ଲକ୍ ଆର୍ ମିଚୁଆର୍ ଉବାସି।


ବିଶ୍‍ବାସ୍ ନ୍‌କେର୍‌ତା ଲକ୍‌ମ୍‍ନ୍‌କେ ଜଗତାର୍ ଶଇତାନ୍ ଅନ୍ଦ୍‌କ୍‌ରିଦ୍‌ଇ ଆଚେ। ସେତାକ୍ ସେମ୍‌ନ୍ ଇଶ୍ଵରାର୍ ରୁପ୍ ଯେ ଖ୍ରୀଷ୍ଟର୍ ମଇମା ସୁବ୍‌କ୍‌ବରାର୍‌ ଉଜାଳ୍ ଦ୍‌କୁ ନାହାର୍‌ତି।


ସ୍‌ଡେବ୍‌ଳ୍ ତୁମିମ୍‍ନ୍ ଜ୍‍ଗତାର୍ କ୍‍ରାପ୍ ବାଟେ ଇଣ୍ତିକ୍‌ରି ଆକାଶେ ରିଲା ଦୁଷ୍ଟ ଆତ୍ମାର୍ ଅଦିନେ ରିଲାସ୍, ସେ ଅବେ ଇଶ୍ଵରାର୍ ଆଦେଶ୍ ନ୍‌ମାନ୍‌ଲା ଲକ୍‌ମ୍‌ନ୍‌କାର୍‌ ଉହ୍‍ରେ ଶାସନ୍ କ୍‌ରୁଲି।


ଏ ମର୍ ଲାଡାର୍ ହିଲାମ୍‌ନ୍, ତୁମିମ୍‍ନ୍ ଇଶ୍ଵରାର୍ ହିଲା, ସେତାର୍‍ଗିନେ ତୁମିମ୍‍ନ୍ ସେମ୍‌ନ୍‌କେ ଆରାଇ ଆଚାସ୍ କାଇତାକ୍ ତୁମାର୍ ବିତ୍‌ରେ ଯେ ଆଚ୍‌ତି, ସେ ଜ୍‍ଗତାର୍ ଲକ୍‌ମ୍‌ନ୍‌‍କାର୍ ବିତ୍‌ରେ ରେତା ଶଇତାନାର୍ ଆତ୍ମା ତ୍ଇହ୍‍ଣି ବ୍‍ଡ୍।


ଅମି ଜାଣୁ ଯେ ଅମି ଇଶ୍ଵରାର୍ ହିଲା ମ୍‍ତର୍ ସ୍‌ବୁ ଜଗତ୍‍ ଶଇତାନାର୍ ଆଇତେ ଆଚେ।


ବ୍‌ଡ୍ ସାହ୍‍କେ ସ୍‌ର୍‌ଗେ ହ୍‌ଣି ହୁର୍‌ତିବିୟେ ଅଦ୍‌ରାଇଲାଇ। ସେ ବ୍‌ଡ୍ ସାହ୍ ଅମ୍‌ଲି ଆଗାର୍ ହ୍‌ର୍‌ନା ସାହ୍, ଯାକେ ଶଇତାନ୍ ବ୍‌ଲି କ୍ଉତି। ସେ ହୁର୍‌ତିବିୟେ ବାସାକ୍‌ଲା ଲକ୍‌ମ୍‍ନ୍‌କେ ବୁଲ୍‌ବାଟ୍ ନ୍‌ଇଦ୍, ସେ ସାହ୍‍କେ ତାର୍ ଦୂତ୍‍ମ୍‌ନ୍‌କାର୍ ସ୍‌ଙ୍ଗ୍ ମିସାଇକ୍‌ରି ହୁର୍‌ତିବି ତ୍‌ଇ ଅଦ୍‌ରାଇଲାଇ।


ସେ ବୁତ୍‌ଆତ୍ମାମ୍‌ନ୍ ର୍‌ଜାମ୍‌ନ୍‌କେ ଏବ୍ରୀ ବାଷାଇ କ୍‌ଉତା ହର୍ମିଗିଦ୍ଦୋନ୍ ନାଉଁଆର୍ ଟାଣେ ଗଟେତ୍ଇ କ୍‌ଲାଇ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ