ପ୍ରକାସିତ୍ 6:11 - ବ୍ଡ଼୍ ହ୍ର୍ଜା ବାଇବଲ11 ତାର୍ ହ୍ଚେ ସ୍ବୁ ଆତ୍ମାକେ ଗଟେକ୍ ଗଟେକ୍ ଦବ୍ ର୍ଜାର୍ ବ୍ସ୍ତର୍ ଦିଲାଇ। ଖ୍ରୀଷ୍ଟର୍ ତ୍ଇ ରେତା ସେମ୍ନ୍କାର୍ ବିନ୍ସ୍ବୁ ବାଇମ୍ନ୍କେ ସେମ୍ନ୍କାର୍ ହ୍ର୍ ମ୍ର୍ନେ ମାର୍ତା ହ୍ତେକ୍ ଆର୍ ସେମ୍ନ୍କାର୍ ସଂକ୍ଯା ହୁରା ଅଉତା ହ୍ତେକ୍ ସେମ୍ନ୍କେ ଆରେକ୍ କ୍ତେକ୍ ସ୍ମୟ୍ ଜାଗୁକେ କ୍ଉଆ ଅଇଲି। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍11 ସେତାକ୍ ସେମଃନ୍ ହଃତି ଲକ୍କେ ଦବ୍ ବଃସ୍ତର୍ ଦିଆ ଅୟ୍ଲି, ଆରେକ୍ ସେମଃନାର୍ ଜୁୟ୍ ସଃଙ୍ଗାର୍ ଦଃଙ୍ଗ୍ଳା ଆର୍ ବାୟ୍ମଃନ୍ ସେମଃନାର୍ ହର୍ ହେଁ ମାରା ଅଃଉତି, ସେମଃନାର୍ ଲଃମ୍ବର୍ ହୁର୍ନ୍ ନଃଉତା ହଃତେକ୍ ଆର୍ କଃତେକ୍ କାଳ୍ ବିସାଉଁକ୍ ସେମଃନ୍କେ କଃଉଆ ଅୟ୍ଲି । အခန်းကိုကြည့်ပါ။ |
ମ୍ତର୍ ମର୍ଗିନେ ଜୁଇ ଗଟ୍ଣା ଗଟୁକେ ଜାତିରିଲି ସେ ଗଟ୍ଣାର୍ ଗିନେ ମୁଇ ଚିନ୍ତା କ୍ରୁଲେ, ଇଶ୍ଵରାର୍ ତ୍ଇହ୍ଣି ଜୁଇ ଦୟା ସୁବ୍ କ୍ବରାର୍ ହାକ୍ ସାକି ଦେମ୍କେ, ଯୀଶୁର୍ ତ୍ଇହ୍ଣି ଜୁଇରି ପର୍ଚାର୍ କ୍ରୁକେ ଆଦେଶ୍ ହାଇଆଚି, ସେରି ହୁରା କ୍ର୍ତା ହ୍ତେକ୍ ମୁଇ ପର୍ଚାର୍ କ୍ର୍ତି ର୍ଇନ୍ଦ୍, ଇତାର୍ଗିନେ ମୁଇ ନିଜାର୍ ଜୀବନ୍କେ ବ୍ଡ୍ ନ୍କେରି ସାନ୍ ମ୍ନେ କ୍ରୁଲେ।
ତାର୍ ହ୍ଚେ ମୁଇ ବେସିଲକାର୍ ବିଡ୍ ଦ୍କ୍ଲେ। ସେତି ବେସିଲକ୍ ରିଲାଇ କେହେଁ ସେମ୍ନ୍କେ ଗ୍ଣୁ ନ୍ହାର୍ତି। ସେମ୍ନ୍ ସ୍ବୁ ଜାତି, ସ୍ବୁ ଗଷ୍ଟି, ସ୍ବୁ ବ୍ଉଁସାର୍ ଆର୍ ସ୍ବୁ ବାଷା କ୍ଉତାଲକ୍ ରିଲାଇ। ସେ ଲକ୍ମ୍ନ୍ ରାଜ୍ଗାଦି ଆର୍ ମେଣ୍ଢା ଯେ କି ଯୀଶୁର୍ ସାମ୍ନାଇ ଟିଆ ଅଇରିଲାଇ। ସେମ୍ନ୍ ସ୍ବୁ ଲକ୍ ଦବ୍ ର୍ଜାର୍ ବ୍ସ୍ତର୍ ହିନ୍ଦି ଆତେ କ୍ଜ୍ରି ଡାଳ୍ ଦ୍ରିରିଲାଇ।