ପ୍ରକାସିତ୍ 5:9 - ବ୍ଡ଼୍ ହ୍ର୍ଜା ବାଇବଲ9 ସେମ୍ନ୍ ମେଣ୍ଢା ଯେ କି ଯୀଶୁର୍ ହାଇଁ ଗଟେକ୍ ନ୍ଉଆ ଗିତ୍ କଇଲାଇ। “ତୁଇ ହ୍କା ସେ ଶାସ୍ତର୍ ନେମ୍କେ ଆର୍ ସିଲ୍ ବାଙ୍ଗ୍ତାର୍ ହାଇଁ ଯଗ୍ଯ, କାଇତାକ୍ ତୁଇ ମ୍ରି ରିଲିସ୍, ଆର୍ ନିଜାର୍ ବ୍ନି ଦ୍ୱାରା ସ୍ବୁ ଗଷ୍ଟିକେ, ସ୍ବୁ ବାଷାର୍ ଲକ୍କେ, ସ୍ବୁ ବଉଁସାର୍ ଲକ୍କେ ଆର୍ ସ୍ବୁ ଜାତିର୍ ଲକ୍ମ୍ନ୍କାର୍ ବିତ୍ରେ ଇଶ୍ଵରାର୍ ହାଇଁ ଲକ୍ମ୍ନ୍କେ ଗେନି ଆଚିସ୍ အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ସେମଃନ୍ ଗଟେକ୍ ନଃଉଆଁ ଗିତ୍ କୟ୍କଃରି କୟ୍ଲାୟ୍, “ତୁୟ୍ ସେ ପୁସ୍ତକ୍ ନେଉଁକ୍ ଆର୍ ସେତିର୍ ମୁଦ୍ରା ସଃବୁ ବାଙ୍ଗୁକ୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁୟ୍ ମଃରି ରିଲିସ୍, ଆରେକ୍ ଅଃହ୍ଣାର୍ ବଃନି ତଃୟ୍ ସଃବୁ କୁଟୁମ୍, ବିନ୍ବିନ୍ ବାସାର୍ ଲକ୍, ବିନ୍ବିନ୍ ବଃଉଁସ୍ ଆର୍ ଜାତି ବିତ୍ରେ ଇସ୍ୱରାର୍ ଗିନେ ଲକ୍ମଃନ୍କେ ଗେନି ଆଚ୍ସି । အခန်းကိုကြည့်ပါ။ |
ତୁମିମ୍ନ୍ ଶୁଣିରିଲା ସୁବ୍କ୍ବର୍ ଉହ୍ରେ ବିଶ୍ବାସ୍ କ୍ଲେକ୍ ଖ୍ରୀଷ୍ଟ ଇ କାମ୍କ୍ରି ଚାଲେଦ୍। ତୁମିମ୍ନ୍ ନିଜାର୍ ବିସ୍ବାସେ ଡାଟ୍ ଆର୍ ସ୍ତ୍ବ୍ଲି ମାନିରିଲା ସୁବ୍କ୍ବର୍ ତୁମୁକ୍ମ୍ନ୍ ଜୁଇ ବ୍ର୍ସା ଦେଇଆଚେ ସେତିହ୍ଣି ବେମ୍ରି ଅଉଆନାଇ। ସେ ସ୍ମାନ୍ ସୁବ୍କ୍ବର୍ ସ୍ବୁ ସ୍ର୍ଗ୍ ତ୍ଳେ ରେତା ଲକ୍କେ କ୍ଉଆ ଅଇଆଚେ, ମୁଇ ସେବାକ୍ର୍ତା ପାଉଲ୍ ସେ ସ୍ମାନ୍ ସୁବ୍କ୍ବର୍ କ୍ମ୍କେ ସାସ୍ କ୍ଲେଆଚେ।
ମ୍ତର୍ ଆଗ୍ତୁ ଜ୍ନ୍କ୍ରି କି ଇସ୍ରାଏଲ୍ ଲକ୍ମ୍ନ୍କାର୍ ଲ୍ଗେ ମିଚ୍ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍ ବାରାଇ ରିଲାଇ, ଟିକ୍ ସେନ୍କ୍ରି ତୁମାର୍ ବିତ୍ରେ ହେଁ ମିଚ୍ ଶିକ୍ୟା ଦେତାଲକ୍ ବାରାଉତି, ସେମ୍ନ୍ ନ୍ଷ୍ଟକ୍ର୍ତା ମିଚ୍ ଶିକ୍ଯାମ୍ନ୍ ଦେତି ଆର୍ ଜୁଇ ଯୀଶୁ ଖ୍ରୀଷ୍ଟ ସେମ୍ନ୍କେ ପାପେହ୍ଣି ମୁକ୍ତି କ୍ଲାଆଚେ ତାକେ ସେମ୍ନ୍ ନ୍ଚତି। ସେତାର୍ଗିନେ ଉଲ୍ସ୍ତେ ସେମ୍ନ୍ ନ୍ଷ୍ଟ ଅଉତି।
ସେଡେବ୍ଳ୍ ମୁଇ ରାଜ୍ଗାଦିର୍ ମ୍ଜାଇ ମେଣ୍ଢା ଯେ କି ଯୀଶୁକେ ଦ୍କ୍ଲେ, ଯେ କି ଗଟେକ୍ ବଳି ଅଉତା ମେଣ୍ଢା ହର୍ ଟିଆ ଅଇରିଲା। ତାର୍ ଚାରିହାକ୍ ଚାର୍ଗଟ୍ ଜୀବନ୍ ଜ୍ତୁ ଆର୍ ପାରାଚିନ୍ମ୍ନ୍ ଗେରି ରିଲାଇ। ମେଣ୍ଢାର୍ ଗ୍ଗାଳ୍ ବଳି ଅଇ ମ୍ରିକ୍ରି ଆର୍ ଜୀବନ୍ ଅଇରିଲା ହର୍ ଦ୍କାଜାତେ ରିଲା ତାର୍ ସାତ୍ଗଟ୍ ସିଙ୍ଗ୍ ଆର୍ ସାତ୍ଗଟ୍ ଆକି ରିଲି, ଇ ସାତ୍ଗଟ୍ ଆକି ଇଶ୍ଵରାର୍ ସାତ୍ଗଟ୍ ଆତ୍ମା, ଯାକେ ହୁର୍ତିବିର୍ ଚାରିହାକ୍ ହ୍ଟାଇ ରିଲାଇ।